Panigrahi Passes Away

0

Cuttack: Senior IPS officer and Director Vigilance Debasis Panigrahi lost his battle against Covid-19 complications while undergoing treatment at a super speciality hospital in Kolkata. The 1991 batch IPS officer breathed his last at around 10.15 pm last night. He was 56. His mortal remains has been brought to Cuttack. Senior cops have paid tribute to him. Before conducting last...

ପରଲୋକରେ ଦେବାଶିଷ ପାଣିଗ୍ରାହୀ

0

ଭୁବନେଶ୍ୱର : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ୧୯୯୧ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଫିସର ଦେବାଶିଷ ପାଣିଗ୍ରାହୀ କରୋନାରେ ପ୍ରାଣ ହରାଇଛନ୍ତି । କୋଲକତା ଠାରେ ଚିକିତ୍ସିତ ହେଉଥିବା ଦେବାଶିଷ ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପାଣିଗ୍ରାହୀ କରୋନା ସଂକ୍ରମିତ ହେବାପରେ ପ୍ରଥମେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଇକମୋ ଚିକିତ୍ସା ଲାଗି ତାଙ୍କୁ କୋଲକତା ସ୍ଥିତ ମେଡିକା ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ...

ୟୁଟ୍ୟୁବ ପାଠପଢା ପାଇଁ ସ୍ମାର୍ଟଫୋନ୍‍ ଚିନ୍ତା

0

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରୁ ନବମ ଓ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ ଜରିଆରେ ସିଧାସଳଖ ପଢାଇବାପାଇଁ ସ୍ଥିର ହୋଇଥିବାବେଳେ ଏଥିପାଇଁ ପୂର୍ବ କସରତ ଆରମ୍ଭ ହୋଇଛି । ତେବେ ସ୍ମାର୍ଟଫୋନ୍‍ ଓ ଇଣ୍ଟରନେଟ୍‍ ସୁବିଧା ଅଳ୍ପ ସଂଖ୍ୟାକ ପିଲାଙ୍କ ନିକଟରେ ଥିବାବେଳେ ଏଥିରୁ କେତେ ସୁଫଳ ମିଳିବ ତାହାକୁ ନେଇ ଶିକ୍ଷାବିତ୍‍ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ରାଜ୍ୟର ମାତ୍ର ୨୮ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍‍ ଉପଲବ୍ଧ ଥିବା ଖୋଦ୍‍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧାନସଭାରେ ସୂଚନା ଦିଆଯାଇଥିଲା ।...

ନିଶା ମାମଲାରେ ଦଣ୍ଡବିଧାନ ଆଶାନୁରୂପ ହେଉନି

0

ଭୁବନେଶ୍ୱର : ଚୋରା ନିଶା ବେପାର ରୋକିବାପାଇଁ ପୁଲିସ୍‍ ପ୍ରଶାସନ ସକ୍ରିୟତା ପ୍ରକାଶ କରି ବ୍ୟାପକ ପରିମାଣର ନିଶା ସାମଗ୍ରୀ ଜବତ ସହ ଏହି ଅପରାଧରେ ଜଡିତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରୁଛି । କିନ୍ତୁ ନିଶା କାରବାର ମାମଲାରେ ଦଣ୍ଡବିଧାନ ହାର ଆଶାନୁରୂପ ହେଉନାହିଁ । ଗତ କିଛିବର୍ଷ ମଧ୍ୟରେ ଓଡିଶାରେ ଚୋରା ମଦ ସହ ବ୍ରାଉନସୁଗାର, ଗଞ୍ଜେଇ, ନିଶାଯୁକ୍ତ କଫସିରପ ଆଦିର କାରବାର ବେଶ୍‍ ବଢିଛି । ଏଥିଯୋଗୁଁ ଛୋଟ ମୋଟ ଅପରାଧମାନ ଘଟିବା ସହ ସ୍ଥଳ ବିଶେଷରେ ନିଶାବେପାରୀମାନେ ପୁଲିସ୍‍...

ଦୁଇଟି ଡୋଜ୍‍ ଟିକା ସହିତ ଜୁଲାଇ ପହିଲାରୁ ଅଫିସ

Odisha Government decision

ଭୁବନେଶ୍ୱର : ରାଜଧାନୀରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକାର ଦୁଇଟି ଡୋଜ୍‍ ବାଧ୍ୟତାମୂଳକ କରାଯିବା ସହିତ ସେମାନେ ଟିକା ନେଇ ଜୁଲାଇ ପହିଲାରୁ ଅଫିସ ଆସିବାକୁ କୁହାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରା ଆଜି ଏହି ମର୍ମରେ ରାଜଧାନୀରେ ଥିବା ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରକୁ ପତ୍ର ଲେଖିଛନ୍ତି । ଶ୍ରୀ ଚୋପ୍ରା କହିଛନ୍ତି ଯେ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଓ ସରକାରୀ ଉଦ୍ୟୋଗର...

AAI Asks Wind Flow Data

Bhubaneswar: The team of officials of the Airport Authority of India (AAI), who were in Odisha to conduct a pre-feasibility study for setting up an international airport in Puri, has sought wind-flow data of 20 years from the State Government. After making a field visit to Puri, the team members on Friday held a meeting with State Government official here...

II Dose Timeline For Govt Employees

0

Bhubaneswar: The State Government on Friday asked its employees working in Capital City Bhubaneswar to get double dose of vaccines by June end. Otherwise, they will not be allowed to join work at the offices. However, there is exception for employees who have medical and other genuine problems.     Additional Chief Secretary, General Administration and Public Grievance, Sanjeev Chopra has...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ

0

ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଂଣ୍ଟନ ବ୍ୟବସ୍ଥାô ସହିତ ଅକ୍ସିଜେନ୍‌ର ଉପ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ଏବଂ ପାରାଦ୍ୱୀପସ୍ଥିତ କୋଭିଡ୍ ହସ୍ପିଟାଲ ପାଇଁ ଅକ୍ସିଜେନ୍‌ର ଉତ୍ପାଦନ ଓ ବଣ୍ଟନଣ୍ଟବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ...

୭ଜିଲ୍ଲାକୁ ଟିକାକରଣ ନିର୍ଦ୍ଦେଶ

0

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଦିନ ସାତଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ୫ ଦିନ ମଧ୍ୟରେ କୋଭିଶିଲ୍ଡର ୧, ୧୩, ୮୦୦ ଡୋଜ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍‌), ପ୍ରଦୀପ୍ତ କୁମାର ମହାପାତ୍ର ଗଞ୍ଜାମ, ଜଗତ୍ସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ନୂଆପଡା ଏବଂ ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳ ତଥା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

Be Careful Of Virus ; CM

0

Bhubaneswar: Chief Minister Naveen Patnaik on Friday said that though the Covid situation has improved significantly in the State, the people need to be more careful. "We have to be more careful," he said while inaugurating various health infrastructures and oxygen plants in seven districts. The Chief Minister also urged the people to wear a double mask and get vaccinated. Mr.Patnaik said...