ନୂଆ ବିହନକୁ ଚାଷୀଙ୍କ ନା
ଭୁବନେଶ୍ୱର : ଧାନ ଚାଷ କ୍ଷେତ୍ରରେ ଓଡିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟଭାବେ ଏକାଧିକ ବାର କୃଷି କର୍ମଣ ପୁରସ୍କାର ପାଉଥିଲେ ବି ଚାଷୀମାନେ ନୂଆ ନୂଆ ଅମଳକ୍ଷମ ବିହନକୁ ଆପଣେଇ ପାରୁନାହାନ୍ତି । ରାଜ୍ୟରେ ଗୋଟିଏ ଗୋଟିଏ କିସମର ଧାନ ବିହନକୁ ରାଜ୍ୟର ଚାଷୀମାନେ ୨୦/୩୦ବର୍ଷ ଧରି ଚାଷ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଣ୍ଣ, ଖଣ୍ଡଗିରି, ଲଲାଟ, ପୂଜା, ଗାୟତ୍ରୀ, ଏମ୍ଟିୟୁ ୧୦୦୧, ଏମଟିୟୁ ୨୦୧୦ ଆଦି କିସମର ଧାନ ବିହନ ୧୦ରୁ ୩୦ବର୍ଷ ଧରି ରାଜ୍ୟରେ ଚାଷ ହେଉଛି...
ବି.ଏଡ୍ କଲେଜ ବନ୍ଦ ପରେ ଆଶଙ୍କା
ଭୁବନେଶ୍ୱର : ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଯୋଗୁଁ ରାଜ୍ୟର ବି.ଏଡ୍ କଲେଜଗୁଡିକୁ ବନ୍ଦ କରିଦେବାପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍ସିଟିଇ) ଜଣାଇ ଦେଇଥିବାବେଳେ କେଉଁ ସମୟରେ ମେଡିକାଲ କଲେଜ, ହୋମିଓପାଥି ଓ ଆର୍ୟୁବେଦିକ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ସରକାରୀ ଓ ସାହାଯ୍ୟପ୍ରାପ୍ତ ତଥା ସ୍ୱୟଂଶାସିତ କଲେଜଗୁଡିକ ଉପରେ କେନ୍ଦ୍ରୀୟ ସଂସ୍ଥାନଗୁଡିକର ଛାଟ ମାଡ ହେବ ସେଥିଘେନି ଆଶଙ୍କା ପ୍ରକାଶ ପାଇଛି । ଓଡିଶା ସରକାରଙ୍କ ନିୟନ୍ତ୍ରଣରେ ୧୫ଟି ବି.ଏଡ୍ କଲେଜ ରହିଛି । ଏଗୁଡିକରେ...
ଜାରି ରହିବ ଲଘୁଚାପ ବର୍ଷା
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଓଡିଶାରେ ସକ୍ରିୟ ରହିଥିବାରୁ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ ଲଘୁଚାପ କ୍ଷେତ୍ର ଏବଂ ଏକ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ହେବ । ଆଇଏମଡି ପକ୍ଷରୁ ଶନିବାର ଦିନ କୁହାଯାଇଛି ଯେ ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି ଏବଂ ପଶ୍ଚିମ ରାଜସ୍ଥାନରୁ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଦକ୍ଷିଣ ହରିୟାଣା ଏବଂ ଦକ୍ଷିଣ-ଉତ୍ତର ଉତ୍ତରପ୍ରଦେଶ ଏବଂ ପଡ଼ୋଶୀ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଓ ଏହାର ଆଖପାଖ...
Odisha Expects Ministry Berths
Bhubaneswar: As speculations are high over the reshuffle of the ministry at the centre, it is natural that the saffron leaders, particularly MPs harbor hopes to get a berth. Though Odisha’s quota is saturated with two leaders becoming ministers in the Union Council of Ministers (UCM), hopes are alive as Dharmendra Pradhan represents Madhya Pradesh in the Upper House...
96.77 Lakh Beneficiaries Get Jab
Bhubaneswar: Odisha has vaccinated 96.77 Lakh beneficiaries with 57.85 Lakh are of age group of 45years and above having first dose and 12.82 Lakh given second dose. ACS Health & Family Welfare, Pradipta Kumar Mohapatra reviewed Vaccination Management here on 19 June evening with senior officials of the Department of Health & Family Welfare. It came to fore that as on...
Cyclonic Circulation Triggers Rain
Bhubaneswar: Even as the southwest monsoon remains active in Odisha, the India Meteorological Department has predicted more rainfall in the state under the influence of a cyclonic circulation and a seasonal trough line. The IMD said on Saturday that a cyclonic circulation lies over south Bangladesh and neighbourhood and a monsoon trough stretches from west Rajasthan to the northeast Bay...
Vedanta Covid Hospital Open
Bhawanipatna: Chief Minister Naveen Patnaik Saturday said that transformation of Kalahandi in the 21st century has gone far beyond the Kalahandi of the previous century. “There has been significant progress in various areas of development over the past two decades and this transformation of Kalahandi has been made possible by the efforts of farmers, youth and mothers of Kalahandi district,”...
୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି। ଏଥିରେ ୧୬ଟି ICU ଓ ୧୬ଟି HDU ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି...
IPS Association Mourns Panigrahi Demise
The members of the IPS Association (Odisha Branch) have been shocked by the sad demise of Debasis Panigrahi, Director Vigilance, Odisha. A condolence meeting in this regard was held today on virtual platform under the Chairmanship of Abhay,DGP, Odisha. The members present in the meeting offered floral tribute to the departed soul. Two minutes silence was observed by the members. The association...
Mohapatra Is No More
Bhubaneswar: Senior Odia IAS officer and Secretary, Department for Promotion of Industry and Internal Trade (DPIIT), Dr Guruprasad Mohapatra passed away on Saturday. He was under treatment in AIIMS, New Delhi since mid-April. An Indian Administrative Service (IAS) officer of 1986 batch, Mr.Mohapatra had assumed charge as the secretary of the Department for DPIIT in August 2019. Prior to that, he...










