Vax Alert For 7 Districts
Bhubaneswar: The State Government on Friday instructed Collectors of seven Districts to exhaust 1, 13, 800 doses of Covishield within 5 days. Additional Chief Secretary (ACS), Health and Family Welfare, Pradipta Kumar Mohapatra has issued the instruction to the Collectors and Chief District Medical and Public Health Officers of Ganjam, Jagatsinghpur, Jajpur, Khurda, Koraput, Nuapada and Sundergarh districts. The Department...
XII Results In II Week Aug
Bhubaneswar: The Council of Higher Secondary Education (CHSE), Odisha will announce the results of Class XII students in the second week of August, 2021.The State Government had cancelled the Annual Higher Secondary Examination, 2021 considering the situation of Covid-19 Pandemic and keeping in mind the health and safety issues of the students, teachers and parents.Subsequently an Expert Committee was...
ଅଗଷ୍ଟରେ ୟୁଜି ଓ ପିଜି ପରୀକ୍ଷା
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଅଗଷ୍ଟ/ସେପେଫମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।...
ଘୋଡା ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ
ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ପ୍ରତିମୂର୍ତ୍ତି ହଟାଇବା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ସମୃଦ୍ଧ ଐତିହ୍ୟ ଓ କୀତ୍ତିରାଜିର ପ୍ରତୀକ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୋଦ୍ଧା ମୂର୍ତ୍ତି । ଏହାକୁ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ କର୍ତ୍ତୃପକ୍ଷ ବିଚାର କରନ୍ତୁ । ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଏହି କୀର୍ତ୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି । ଏହା ଆମ ଐତିହ୍ୟର ପରିଚୟ ।...
ରଥଯାତ୍ରା ପାଇଁ ୪ଥର କୋଭିଡ ପରୀକ୍ଷା
ପୁରୀ: ବର୍ତ୍ତମାନର କୋଭିଡ -୧୯ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ) ରଥଯାତ୍ରାରେ ନିୟୋଜିତ ସେବାୟତ, ପୋଲିସ ଏବଂ ମନ୍ଦିର କର୍ମଚାରୀଙ୍କ ୪ଥର ଆରଟି- ପିସିଆର ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଜୁଲାଇ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ ରଥଯାତା ପର୍ବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେବାରେ ଯୋଗଦେବାର ୪୮ ଘଣ୍ଟା ପୂର୍ବରୁ ରୀତିନୀତିରେ ଜଡିତ ସମସ୍ତ ସେବାୟତଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା କରାଯିବ । ସେହିଭଳି ରଥଯାତ୍ରାରେ ଜଡିତ ପୋଲିସ କର୍ମଚାରୀ ଏବଂ...
Four Times Tests During Rath Jatra
Puri: In view of the prevailing Covid-19 pandemic situation, the Shree Jagannath Temple Administration (SJTA) has decided to conduct RT-PCR test of servitors, police and temple officials four times during Rath Jatra. The annual festival of Lord Jagannath Temple in Puri is scheduled to be held from 12-23 July. RT-PCR testing will be carried out for all the Sevaks...
UG PG Exam By Aug End
Bhubaneswar: The State Government on Friday decided to conduct the final year or semester examinations of undergraduate (UG) and postgraduate (PG) courses by the end of August this year. This decision was taken during the meeting of All Vice Chancellors with Higher Education Minister Arun Kumar Sahoo held today on a virtual platform. “It was decided to hold the final year...
ବଢୁଛି ଦୈନିକ ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ଗତ ତିନିଦିନ ଧରି ଲଗାତାର ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି ସଂଖ୍ୟାବୃଦ୍ଧିରେ ଉପକୂଳ ଓଡିଶାର ଯୋଗଦାନ ଅଧିକ ରହିଛି । ସରକାରୀ ସୂଚନା ଅନୁଯାୟୀ ଜୁନ୍ ୧୫ତାରିଖରେ ରାଜ୍ୟରେ ସର୍ବନିମ୍ନ ୩୪୦୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୬ତାରିଖରେ ଏମାନଙ୍କ ସଂଖ୍ୟା ୩୫୩୫, ୧୭ରେ ୩୬୩୧ ଓ ଆଜି ୩୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୧୭୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୧୬୩୪ଲୋକାଲ କେଶ୍ ରହିଛି । ଏମାନଙ୍କୁ...
COVID Deaths On Wane
Bhubaneswar: The Covid-19 death cases have come down slightly during the past two days. The State reported 37 death cases on Friday while it dipped to 39 yesterday from 44 reported on the previous day. With this, the death toll due to Covid-19 in Odisha rose to 3,508. As per information shared by the Health and Family Welfare Department, Khurda...
ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ମୁଣ୍ଡବିନ୍ଧା
ଭୁବନେଶ୍ୱର : ଆସନ ସଂରକ୍ଷଣ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଟା ସାଜିଛି । ରାଜ୍ୟ ସରକାରଙ୍କ ଆସନ ସଂରକ୍ଷଣ ବ୍ୟବସ୍ଥା ଆଇନ୍ ଅଦାଲତରେ କାଟ୍ ଖାଇବା ପରେ ବି ପୌରସଂସ୍ଥାଗୁଡିକ ଲାଗି ଆସନ ସଂରକ୍ଷଣ ଏଯାବତ୍ ସଂଶୋଧନ କରାଯାଇ ପାରିନଥିବାବେଳେ ପଞ୍ଚାୟତ ନିର୍ବାଚନ ପାଇଁ କିଭଳି ସଂରକ୍ଷଣ କରାଯିବ ତାହା ଏବେ ମୁଣ୍ଡବିନ୍ଧାର ବିଷୟ । ସଂରକ୍ଷଣ ପ୍ରସଙ୍ଗକୁ କେନ୍ଦ୍ର କରି ଗତ ତିନିବର୍ଷ ଧରି ରାଜ୍ୟରେ ପୌର ନିର୍ବାଚନ ହୋଇପାରୁ ନାହିଁ । ଫଳରେ ଶତାଧିକ ଏନ୍ଏଏସି, ମ୍ୟୁନିସିପାଲିଟି ଓ...








