ଟିକା କିଣିବାକୁ ଶିଳ୍ପସଂସ୍ଥା ରାଜି

0

ଭୁବନେଶ୍ୱର : ଟିକାକରଣରେ ସହଯୋଗ ପାଇଁ ରାଜ୍ୟର ବୃହତ୍‍ ଶିଳ୍ପସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ଆଗେଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ସେମାନେ ଟିକା ଖରିଦ ସହିତ ନିଜର କର୍ମଚାରୀ, ସେମାନଙ୍କ ପରିବାର ଏପରିକି ଠିକା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ଟିକାକରଣ କରାଇବେ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶିଳ୍ପସଂସ୍ଥା ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ ନେଇ ଅନୁଷ୍ଠାନ ବୈଠକରେ ଖୋଲା ବଜାରରୁ ଟିକା ଖରିଦ ନେଇ ଆଲୋଚନା ହୋଇଛି । ଶିଳ୍ପ...

ବିପଦରେ ହସ୍ତତନ୍ତ ଓ ହସ୍ତଶିଳ୍ପ

0

ଭୁବନେଶ୍ୱର : କରୋନା ମାଡ଼ରେ ଓଡ଼ିଶାର ପ୍ରାୟ ୩ଲକ୍ଷ ବୁଣାକାର ଓ ହସ୍ତଶିଳ୍ପୀଙ୍କ ଜୀବିକା ବୁଡ଼ି ଯାଉଥିବା ବେଳେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଉତ୍କର୍ଷ କଳାର ଭୂମି ଭାବେ ଓଡ଼ିଶାର ଅନ୍ୟ ନାମ ଉତ୍କଳ ହୋଇଥିବା ବେଳେ ଏହି କାରଗରମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆନଗଲେ କରୋନା ଏହି କୌଳିକ କଳାକୁ ଡୁବାଇ ଦେବାର ଆଶଙ୍କା ଉପୁଜିଛି । ବରଗଡ଼, ସୋନପୁର, କଟକ, ସମ୍ବଲପୁର, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ହସ୍ତତନ୍ତମାନ ରହିଛି । ଏହା...

Private Hospitals Get Vax Access

0

Bhubaneswar: ACS  Health and Family Welfare Pradipta Kumar  Mohapatra has informed  District Collectors, Municipal Commissioners, CDMs and PHOs Wednesday that  the three private hospitals have contacted Covid vaccine manufacturer Serum Institute of India (SII) for procurement of 12,000 doses of Covishield vaccine each. The Ministry of Health and Family Welfare informed the Odisha Government about the private hospitals who have...

Industries Partners With State For Vax

Bhubaneswar: All major industries in the State have agreed to partner with and join the efforts of State Government in accelerating the vaccination process in State. The State Government had urged the corporate sector and leading business establishments to organize vaccination programme. Principal Advisor to Chief Minister Asit Tripathy chaired a meeting in which these corporates and business establishments agreed to...

କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

0

ଭୁବନେଶ୍ୱର : କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ । ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଭୁବନେଶ୍ୱର ସହିଦନଗର  ଅଂଚଳର  ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ...

Alert On Possible Cyclone

Bhubaneswar: ACS Disaster Management and Special Relief Commissioner, Pradeep Jena keeping in view the IMD’s forecast on a possible cyclone likely on 26 May he has directed the Collectors of coastal districts to remain alert and take advance measures to face the eventuality, if any. Mr.Jena hold discussion with the Coastal District DMs, SPs, ADMs. He also talked to the...

ଯୁକ୍ତ-୨ ପୃଥକୀକରଣ ତ୍ୱରାନ୍ୱିତ କର

ଭୁବନେଶ୍ୱର : ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଥିବାବେଳେ ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି । ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା ଅନୁଷ୍ଠାନରୁ ପୃଥକ କରିବା ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ...

ବଢ଼ିଲା ସାର ସବସିଡି

ନୂଆଦିଲ୍ଲୀ : ଡିଏପି ସାର ବସ୍ତା ପିଛା ସବସିଡି ପରିମାଣକୁ 500 ଟଙ୍କା ପରିବର୍ତ୍ତେ 1200 ଟଙ୍କାକୁ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଯାହାକି 140% ବୃଦ୍ଧି। ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହାକୁ ପୁରୁଣା ଦରରେ ବସ୍ତା ପିଛା 1200 ଟଙ୍କାରେ ବିକ୍ରି କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦର ବୃଦ୍ଧିର ସମସ୍ତ ବ୍ୟୟ ଭାର କେନ୍ଦ୍ର ସରକାର ବହନ କରିବେ। ଏକକାଳୀନ...

AIIMS BBSR On COVID Care

0

Bhubaneswar: Six new All India Institutes of Medical Sciences (AIIMS), including AIIMS Bhubaneswar, are playing significant role in fighting COVID-19. AIIMS Bhubaneswar is having 295 Non-ICU Oxygen Beds and 62 ICU Beds including Ventilators, which are being utilized for the COVID-19 patients. The Pradhan Mantri Swasthya Suraksha Yojana (PMSSY), a central scheme, was announced in August 2003 to address imbalances in...

OHRC Seeks Report On Oxygen Black

Bhubaneswar: Odisha Human Rights Commission (OHRC) Wednesday sought reports from State Government on alleged black marketing of oxygen and life saving drugs. Taking suo motu cognizance of media reports in this regard and considering the gravity of the issue thereupon, Commission Chairperson Justice BK Patel and Member Asim Amitabh Dash ordered to serve notices to the Chief Secretary, and Additional...