କରୋନା ଚିକିତ୍ସା ପାଇଁ ୩୮୯ କୋଟି ଖର୍ଚ୍ଚ

0

ଭୁବନେଶ୍ୱର: କରୋନା ସଂକ୍ରମିତ ରୋଗୀଙ୍କୁ ମାଗଣା ଚିକିତ୍ସା ବାବଦରେ ରାଜ୍ୟରେ ୩୮୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ୪୭ହଜାରରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ବାବଦରେ ୩୨ଟି ଘରୋଇ ଡାକ୍ତରଖାନାକୁ କରୋନା ଚିକିତ୍ସା ବାବଦରେ ଏହି ଅର୍ଥ ପୈଠ କରାଯାଇଛି । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜାନୁଆରୀ ସୁଦ୍ଧା ରାଜ୍ୟରେ ୪୭,୦୫୫ ଜଣ କରୋନା...

Focus On Western Odisha Economy

Bhubaneswar: State Government is focusing on the economic and industrial development of western Odisha and a road map is being prepared to achieve the goal. In an effort to develop western Odisha economically and industrially, Chief Minister Naveen Patnaik has directed the Western Odisha Development Council (WODC) to chalk out a road map. Principal Advisor to Chief Minister and Chairman Western...

ପଶ୍ଚିମଓଡିଶା ଉପରେ ଫୋକସ

0

ଭୁବନେଶ୍ୱର : ବର୍ତ୍ତମାନ ଫୋକସରେ ପଶ୍ଚିମଓଡିଶା । ଏହି ଅଞ୍ଚଳର ଶିଳ୍ପ ଅଭିବୃଦ୍ଧି ଓ ଅର୍ଥନୈତିକ ବିକାଶ ନିମନ୍ତେ ରୋଡମ୍ୟାପ୍‍ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥି ସକାଶେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଆଗାମୀ କାଲିଠାରୁ ପଶ୍ଚିମଓଡିଶା ଗସ୍ତ କରୁଛନ୍ତି । ଆଗାମୀ କାଲି ଝାରସୁଗୁଡା ଠାରେ ୫ଟି ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେବେ...

ଶିଳ୍ପସଂସ୍ଥାଙ୍କ ମଞ୍ଜୁର ଜମି ବାତିଲ

0

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଜମି ନେଇଥିବା ପ୍ରାୟ ୨୦ଟି ସଂସ୍ଥା କାରଖାନା ପ୍ରତିଷ୍ଠା କରିପାରୁ ନାହାନ୍ତି । କାହାର ଜମି ବାତିଲ ହୋଇଗଲାଣି ତ ଆଉ କହାର ଜମି ବାତିଲ ପାଇଁ ସରକାରଙ୍କ ମଞ୍ଜୁର ଅପେକ୍ଷାରେ ରହିଛି । ଏହିସବୁ କାରଖାନା ମଧ୍ୟରେ ରହିଛି କଟକ ଜିଲ୍ଲା ନରାଜ ମାର୍ଥାପୁର ଠାରେ ଟାଟା ପାୱାରର ଶକ୍ତି ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ମୋଟ୍‍ ୮୭୧ ଏକର ଜମି ଯୋଗାଯାଇଥିବାବେଳେ କମ୍ପାନୀ ତାହାକୁ ବ୍ୟବହାର କରିପାରିନାହିଁ ।...

ଜାରି ହେଲା କୋଭିଡ ପରାମର୍ଶ

0

ଭୁବନେଶ୍ୱର: ଦେଶରେ କୋଭିଡ-୧୯ ଭାଇରସର ନୂତନ ମାମଲା ଚିହ୍ନଟ ହେବା ଆମ ରାଜ୍ୟରେ ଯେଭଳି ଏହା ସଂକ୍ରମିତ ନହୁଏ ସେଥିପାଇଁ କର୍ମକ୍ଷେତ୍ର ଓ ସର୍ବସାଧାରଣ ସ୍ଥାନରେ କୋଭିଡ ନିୟମକୁ କଡାକଡିଭାବେ ପାଳନ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେରଳ, ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ କୋଭିଡ -୧୯ ର ଦୈନିକ ନୂଆ ମାମଲା ବୃଦ୍ଧିର ରେକର୍ଡ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱତନ୍ତ୍ର ରିଲିଫ୍...

Odisha Stresses Adherence To COVID-19 Protocols

0

Bhubaneswar: With recent detection of new cases with new variants of COVID-19 Virus, State Government has directed District Magistrates and Superintendents of Police to ensure strict enforcement of the COVID-19 safety protocols by all in public places including workplaces to avoid any chance of resurgence of the disease in our State. Kerala, Maharashtra, Punjab, Chhattisgarh and Madhya Pradesh have recorded...

Ashram Chief Gets Threat Calls

0

Phulbani: Sensitive and Tribal dominated Kandhamal District is under the grip of fear as there are threatening call coming to the Chief of the Girl’s Residential Complex at Jaleshpeta under Tumudibandha Police Station. The Complex was founded by VHP leader Swami Laxmanananda Saraswati has received threat calls prompting the police to tighten the security in the ashram, an officer said...

ହସ୍ତତନ୍ତକୁ ଅଧିକ ରିହାତି

0

ଭୁବନେଶ୍ୱର : କରୋନା ଯୋଗୁଁ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ହସ୍ତତନ୍ତ ବସ୍ତ୍ରର କାରବାର ବୃଦ୍ଧି ନିମେନ୍ତ ସ୍ୱତନ୍ତ୍ର ଭାବେ ରିହାତି ପ୍ରଦାନ ଲାଗି ଯୋଜନା ପ୍ରସ୍ତୁତ ହେଉଛି । ତଦନୁଯାୟୀ ବର୍ଷକୁ ୧୦୦ ଦିନ ବଦଳରେ ୧୫୦ ଦିନ ୧୦ପ୍ରତିଶତ ସ୍ୱତନ୍ତ୍ର ରିହାତି ମିଳିବ । କରୋନା କାଳରେ ବୟନ ଶିଳ୍ପର ଅବସ୍ଥା ସଂକ୍ରାନ୍ତରେ ବିଜେଡି ବିଧାୟକ ସଞ୍ଜିବ କୁମାର ମଲ୍ଲିକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ । ମନ୍ତ୍ରୀ ତାଙ୍କ...

୬୦ ପ୍ରତିଶତ ସଡ଼କ ଦୁର୍ଘଟଣା ନିଶାଜନିତ

0

ଭୁବନେଶ୍ୱର : ସଡ଼କ ପ୍ରଶସ୍ତିକରଣ, ଯାନବାହାନର ସଂଖ୍ୟା ବୃଦ୍ଧି ଓ ନିଶାର ଲଗାମଛଡ଼ା ପ୍ରସାର ସହ ତାଳଦେଇ ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ କ୍ଷୟକ୍ଷତିର ପରିମାଣ ବି ଅଧିକ ରହୁଛି । ରାଜ୍ୟରେ ଯେତେ ସଡ଼କ ଦୁର୍ଘଟଣା ଘଟୁଛି ତାହାର ଅନ୍ୟୁନ ୬୦ ପ୍ରତିଶତ ନିଶାଜନିତ କାରଣରୁ ଘଟୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପୁଲିସ, ଅବକାରୀ ଓ ପରିବହନ ବିଭାଗ ସେତେଟା ସକ୍ଷମ ହୋଇପାରୁନାହାଁନ୍ତି । ସରକାରୀ ତଥ୍ୟ ମୁତାବକ ଦେଶରେ ଜିଡ଼ିପିର ଅନ୍ୟୁନ ୩.୧୦ ପ୍ରତିଶତ ଅର୍ଥାତ୍‍ ପାଖାପାଖି ୫ ଲକ୍ଷ...

Need For Dialogue

0

Bhubaneswar: THERE is a state-wide hue and cry over the neighboring Andhra Pradesh holding rural polls in some of the bordering villages of Koraput, Ganjam and Gajapati districts. The matter has already landed in the Supreme Court even before a high level dialogue over the dispute.  Odisha is expected to be in a better position as a strong man from...