ସୋଆ ମୁଖ୍ୟ ଲାଇବ୍ରେରିଆନ୍ ସମ୍ମାନିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମୁଖ୍ୟ ଲାଇବ୍ରେରିଆନ ଡ. ଡ଼ି.ବି.ରମେଶ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଓ ଦକ୍ଷତା ନିମନ୍ତେ "ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧'' ନିମନ୍ତେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ନିମ୍ବସ ଅନଲାଇନ ପ୍ରାଇଭେଟ ଲିମିଟେଡ ଏବଂ କେନ୍ଦ୍ର ସରକାରଙ୍କ ଲାଇବ୍ରେରି ସଂଘ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନର ଆୟୋଜନ କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ସଫଳତା, କାର୍ଯ୍ୟଦକ୍ଷତା ଓ ସମର୍ପଣ ଭାବ ନିମନ୍ତେ ଡ. ରମେଶଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିବା ନେଇ ତାଙ୍କୁ ପ୍ରଦାନ...
ଓଡିଶା ପିଆଜ କୁଆଡେ ଯାଉଛି ?
ଭୁବନେଶ୍ୱର : ପିଆଜ ଚାଷ ପାଇଁ ରାଜ୍ୟ ସରକାର ଯେତିକି ସହାୟତା ଦେଉଛନ୍ତି ତାହାଠାରୁ ଅଧିକ ଅର୍ଥ ଦେଉଛନ୍ତି ସଂରକ୍ଷଣ ପାଇଁ । ତେବେ ଏତେ ପ୍ରକାର ରିହାତି ପରେ ବି ଓଡିଶା ପିଆଜ କୁଆଡେ ଯାଉଛି ତାହା ବଡ ପ୍ରଶ୍ନବାଚୀ ହୋଇଛି । ଓଡିଶାରେ ଏପ୍ରିଲ୍ ଓ ମଇ ମାସରେ ପ୍ରାୟ ୩ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହୋଇଥାଏ । ଏତିକି ପରିମାଣର ପିଆଜ ରାଜ୍ୟର ଚାହିଦା ମେଣ୍ଟାଇ ପାରିବ ବୋଲି ଖୋଦ ସରକାର କହୁଛନ୍ତି । ତେବେ ପିଆଜ ଓ...
ଅବକାରୀ ବିଭାଗରେ ପୂରଣ ହେଉନି ପଦବୀ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ପୁଳା ପୁଳା ଗଞ୍ଜେଇ ଠାରୁ ଆରମ୍ଭ କରି ବ୍ରାଉନସୁଗାର, ଅଫିମ ଓ ଚୋରା ମଦ ଆଦି ଧରାପଡୁଥିବାରୁ ଏଥିରୁ ରାଜ୍ୟରେ ନିଶା କାରବାର ବଢୁଥିବା ସ୍ପଷ୍ଟ ହେଉଛି । ତେବେ ନିଶା କାରବାରକୁ ନିୟନ୍ତ୍ରଣ ପାଇଁ ଥିବା ଅବକାରୀ ବିଭାଗରେ ଶହ ଶହ ପଦବୀ ଖାଲି ପଡିଥିବାରୁ ନିଶା ବେପାରୀଙ୍କ ବିରୁଦ୍ଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ହେବାକଥା ତାହା ହୋଇପାରୁ ନାହିଁ । ଅବକାରୀ ବିଭାଗର ରାଜ୍ୟ କ୍ୟାଡରରେ ଏକାଧିକ ପଦବୀ ଖାଲିପଡିଛି । ଯୁଗ୍ମ କମିଶନର ପଦବୀ ଠାରୁ...
Big Projects On Fast Track
Big-ticket investment projects monitored under Cabinet Committee Investment Project Monitoring Group (CCI PMG) of the Union Government have made significant progress in the State. This was revealed during the CCI PMG meeting chaired by Chief Secretary Suresh Chandra Mahapatra here on Friday. The committee reviewed the progress of 26 major projects from different sectors envisaging total investment of around Rs 73,531...
ସଂଗ୍ରାମୀଙ୍କ ଉପରେ ଭ୍ରାମ୍ୟମାଣ ପ୍ରଦର୍ଶନୀ
ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସ୍ୱାଧୀନତା ସଂଗ୍ରାମୀ ଓ ମୁକ୍ତି ଆନ୍ଦୋଳନରେ ବିଶେଷ ଘଟଣାଗୁଡ଼ିକୁ ନେଇ ବିଶେଷ ପ୍ରଦର୍ଶନୀ ଆୟୋଜନ ସହ ସମଗ୍ର ରାଜ୍ୟରେ ଭ୍ରାମ୍ୟମାଣ ମୁ୍ୟଜିୟମ୍ର ଆୟୋଜନ କରିବ । ଆଜି ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏ ସଂପର୍କରେ ଘୋଷଣା କରିଛନ୍ତି । ଶ୍ରୀ...
ବାଲେଶ୍ୱରରେ ସିଆରଆରସି ପ୍ରତିଷ୍ଠା ପାଇଁ ଦାବି
ଭୁବନେଶ୍ୱର : ବାଲେଶ୍ୱରରେ ଥିବା ଅନ୍ୟତମ ଖ୍ୟାତନାନା ଉଚ୍ଚଶିକ୍ଷା ସଂସ୍ଥାନ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଜଳବାୟୁ ଗବେଷଣା ଏବଂ ତତ୍ ସମ୍ପର୍କିତ ଦକ୍ଷତା ବିକାଶକୁ ଦୃଷ୍ଟିରେ ରଖି କୋଷ୍ଟାଲ ରିସାଇଲିଏନ୍ସ ରିସର୍ଚ୍ଚ ସେଂଟର (ସିଆରଆରସି) ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷା, ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ପତ୍ର ଲେଖିଛନ୍ତି କଂଗ୍ରେସ ଯୁବନେତା ନବଜ୍ୟୋତି ପଟ୍ଟନାୟକ । ଶ୍ରୀ ପଟ୍ଟଡ଼ାୟକ କହିଛନ୍ତି ଯେ ଏହି କେନ୍ଦ୍ର ଉପକୂଳ ଅଂଚଳରେ ଭୋଗୋଳିକ ପରିସ୍ଥିତି, ପରିବେଶ ସମ୍ପର୍କରେ ଗବେଷଣା କରିବା ସହିତ ଓଡ଼ିଶାକୁ ଆସନ୍ନ...
ଶିଳ୍ପ ପ୍ରକଳ୍ପରେ ଉଲ୍ଲେଖନୟ ଅଗ୍ରଗତି
ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତ୍ତିଭୂମି ବିକାଶ ଏବଂ ଶିଳ୍ପାନୁଷ୍ଠାନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (ସିସିଆଇପିଏମ୍ଜି ) ବୈଠକର ଆଲୋଚନାରୁ ଏହା ଜଣାପଡିଛି । ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କ ଦ୍ୱାରା ୱେବ୍ସାଇଟ୍ରେ ଅପ୍ଲୋଡ଼୍ କରାଯାଇଥିବା କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକ ଆଲୋଚନା ପାଇଁ ଉପସ୍ଥାପନ...
Navajyoti Demands Balasore CRRC
Bhubaneswar: Senior Congress leader Navajyoti Patnaik has urged Union Education Minister Dharmendra Pradhan for setting up of a Coastal Resilience Research Centre (CRRC) at the Fakir Mohan University, Balasore. In a letter to Mr. Pradhan, Congress Stalwart Mr.Patnaik extended his hearty congratulations to the Minister for his new responsibilities in Government of India. “As a Member of Indian National Congress (INC)...
Odisha Plans For E Waste Management
Bhubaneswar: Solid Waste Management in Urban Odisha has witnessed a transformation and revolution in recent past. Provision of processing facilities in the form of Micro Composting Centre and Material Recovery Facility for Wet waste and Dry waste respectively has given a fillip to the entire value chain. In another move, Principal Secretary, Housing & Urban Development G Mathi Vathanan has...
Plus II Arts Results Tomorrow
The Council of Secondary Education (CHSE) will announce the results of Plus II Arts and Vocational courses tomorrow, Council officials said here on Friday. Candidates can check their scores by visiting www.orissaresults.nic.in and www.chseodisha.nic.in. The results of Plus II Science and Commerce were out on July 31. Though the results were to be announced before July 31 as per the Supreme...









