Two Startups In India Platform

0

Bhubaneswar: Two of the total 104 startups from different sectors currently onboarded on the Startup India Showcase Platform, belong to Odisha.  The two Odisha Startups are—Grozip.com by AKM Technologies Private Limited and Negotrip Private Limited. Ananda Kumar Mishra is the founder of Grozip.com, which is a technology-focused app based on-demand local delivery company facilitating B2B and B2C delivery in major cities of India.  They...

ଶିଳ୍ପବିହୀନ ଜିଲ୍ଲାକୁ ପ୍ରାଥମିକତା

0

ଭୁବନେଶ୍ୱର : ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନବେଳେ ଶିଳ୍ପବିହୀନ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଞ୍ଚଳିକ ବୈଷ୍ୟମତା ଦୂରୀଭୂତ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ହେବା ସହ ଅର୍ଥନୈତିକ ସନ୍ତୁଳନ ବଜାୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ସଂପ୍ରତି କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍‌ େୱର ଉଭୟ ପାଶ୍ୱର୍ରେ ଶିଳ୍ପାୟନ ପାଇଁ ଆବଶ୍ୟକ ପରିମାଣର ସରକାରୀ ଜମି ଉପଲବ୍ଧ ରହିଛି ।...

କଂଗ୍ରେସରେ ଯୋଗଦେବାକୁ ପ୍ରଫେସନାଲଙ୍କୁ ଆହ୍ୱାନ

ଭୁବନେଶ୍ୱର : ଶିକ୍ଷିତ ଯୁବକ ଯୁବତୀ ବିଶେଷକରି ପ୍ରଫେସନାଲମାନଙ୍କୁ କଂଗ୍ରେସରେ ଯୋଗଦେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖା ପୁନଃର୍ଗଠିତ ହେବାପରେ ଏହାର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଆହ୍ୱାନ ଦେଇଛନ୍ତି । ଅଲ୍ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖାର ନବ ନିଯୁକ୍ତ ସଭାପତି ମମତା କୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଯୋଗଦେଇ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଭାରତବର୍ଷ ବର୍ତମାନ ଯେଉଁ ଘଢ଼ିସନ୍ଧି...

ନବନିର୍ମିତ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବ୍ରହ୍ମପୁରଠାରେ ଓଡ଼ିଶା ବନ ଉନ୍ନୟନ ନିଗମ, ବ୍ରହ୍ମପୁରର ଜେନେରାଲ ମ୍ୟାନେଜର ଓ ଡିଭିଜନାଲ ମ୍ୟାନେଜରଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ଏହି ସଂକ୍ଷିପ୍ତ ଉତ୍ସବରେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର, ସାଧାରଣ ପରିଚାଳକ ବ୍ରହ୍ମପୁର ଶାଖା ପ୍ରଶାନ୍ତ କୁମାର ମିଶ୍ର, ଖଣ୍ଡୀୟ ପରିଚାଳକ ବ୍ରହ୍ମପୁର ବାଣିଜ୍ୟ ଖଣ୍ଡଦିଲ୍ଲୀପ କୁମାର ରାଉତ, ବୌଦ୍ଧ, ବ୍ରହ୍ମପୁରର ଡିଏଫ୍‌ଓ ଓ ବିଭାଗୀୟ...

Arukha Opens OFDC Complex

Berhampur: Odisha Government’s Major PSU, Odisha Forest Development Corporation (OFDC) will take up plantation in a big way to add greenery in the State. The flagship Corporation is on the forefront for such activities. Minister Forest and Environment, Bikram Kesari Arukha has said this while inaugurating new Office Complex of OFDC here at Berhampur. A day before the Bahuda Jatra, Minister...

All Set For Bahuda Jatra

0

Puri: Shree Jagannath Temple Administration (SJTA) and Puri District Administration have made all arrangements for smooth conduct of the Bahuda Jatra tomorrow, following Covid-19 restrictions.     To give final shape to preparedness, a coordination meeting was held under the chairmanship of SJTA Chief Administrator, Dr Krishan Kumar here today for the festival.  Puri District Collector Samarth Verma, SP Kanwar Vishal Singh,...

Poda Pitha Getting Ready !!!

0

Puri: With one day left for the Bahuda Jatra, baking the special Poda Pitha is underway here at a sacred place. The Sevayats (servitors) are busy preparing the sweet and favourite dish of Lord Jagannath, which will be served to the Lord tomorrow. The sweet dish is made from milk, cheddar, wheat flour, jaggery, cloves, ghee, and cardamom. The dough...

ସାମାଜିକ, କୃଷି କ୍ଷେତ୍ରରେ ବ୍ୟୟ ବଢିଛି

0

ଭୁବନେଶ୍ୱର : ସାମାଜିକ ଓ କୃଷି କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ ଯୋଗୁଁ ବଜେଟ୍‍ ଖର୍ଚ୍ଚ ବୃଦ୍ଧି ପାଇଛି । ନିକଟରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ବଜେଟ୍‍ ବ୍ୟୟକୁ ନେଇ ହୋଇଥିବା ସମୀକ୍ଷାରୁ ଏହା ଜଣାପଡିଛି । ଏହି ସୂଚନା ଅନୁଯାୟୀ ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ବଜେଟ୍‍ ଅର୍ଥରୁ ୧୭.୩୩ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି ହୋଇଛି ଯାହା କି ପୂର୍ବ ବର୍ଷର ବଜେଟ ବ୍ୟୟ ତୁଳନାରେ ୨.୯୮ ପ୍ରତିଶତ ଅଧିକ ରହିଛି । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୧୬.୮୦...

କରୋନା ମୁକ୍ତଙ୍କୁ ପରାମର୍ଶ

0

ଭୁବନେଶ୍ୱର : କରୋନାରୁ ଆରୋଗ୍ୟଲାଭ କରୁଥିବା ଲୋକ ହୁସିଆର ନରହିଲେ ଭବିଷ୍ୟତରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହେବେ । ଏମିତିକି ଅନ୍ୟ ରୋଗରେ ବି ମୃତ୍ୟୁବରଣ କରିପାରନ୍ତି । ତେଣୁ ଲୋକେ ଯେଭଳି କରୋନାରେ ସଂକ୍ରମିତ ନହେବେ ଏବଂ ସଂକ୍ରମିତ ହୋଇଥିବା ଲୋକ ସୁସ୍ଥ ହେବାପରେ ଯେମିତି ଅସୁବିଧାରେ ନପଡନ୍ତି ସେ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି । କରୋନା କେବଳ ଶ୍ୱାସନଳୀ ଓ ଫୁସ୍‍ଫୁସ୍‍କୁ ଦୁର୍ବଳ କରୁନାହିଁ ଭିନ୍ନ ଭିନ୍ନ ମଣିଷଙ୍କ ରୋଗ ପ୍ରତିରୋଧଶକ୍ତି ଓ ଅନ୍ୟାନ୍ୟ...

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ

କଟକ: ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ (ଏସ ଆଣ୍ଡ ଆର) ନୀତି ପ୍ରତି ଆକର୍ଷିତ ହୋଇ ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଥିବା ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ରବିବାର ଦିନ ଓଡିଶା ପୋଲିସ ନିକଟରେ ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି । ଆଜି ସକାଳେ ଡିଜିପି ଅଭୟଙ୍କ ଉପସ୍ଥିତିରେ ମାଲକାନଗିରି ପୋଲିସ ସମ୍ମୁଖରେ ଡାଲଡାଲି ସେଲର ସମ୍ପାଦକ ଭାବ କାର୍ଯ୍ୟ କରୁଥିବା ରାମ ପୋଡିୟାମି ଓରଫ ସବିତା, କ୍ଷେତ୍ର କମିଟି ସଦସ୍ୟ ତଥା ପାଲଚାଲମ୍ ଏଲଓଏସ୍‍ (ସ୍ଥାନୀୟ ସଂଗଠନ ସ୍କାଡ୍‍୍‌)...