ସ୍ୱତନ୍ତ୍ର ଅବକାରୀ ଅଦାଲତ କେବେ ?

0

ଭୁବନେଶ୍ୱର : ଅବକାରୀ ମାମଲାର ତ୍ୱରିତ ଫଏସଲା ସହ ଚୋରା ନିଶା କାରବାର ନିୟନ୍ତ୍ରଣ ଏବଂ ଏହି ଅପରାଧରେ ଜଡିତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଅବକାରୀ ଅଦାଲତ ପ୍ରତିଷ୍ଠା ଲାଗି ଆଇନ୍‍ରେ ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟରେ ଏଯାବତ୍‍ ଏହା ପ୍ରତିଷ୍ଠା ହୋଇପାରି ନାହିଁ । ଓଡିଶା ଅବକାରୀ ଆଇନ୍‍ର ୮୭ଧାରାରେ ସ୍ୱତନ୍ତ୍ର ଅବକାରୀ ଅଦାଲତ କଥା ଉଲ୍ଲେଖ ରହିଛି । ୧୨ବର୍ଷ ତଳୁ ଏହି ଆଇନ୍‍ ପ୍ରଣିତ ହେଲାଣି । ପୂର୍ବରୁ ବିହାର-ଓଡିଶା ଅବକାରୀ ଆଇନ୍‍ ଚାଲୁଥିଲା...

ରାଜ୍ୟରେ ୨୯୨୪ କିନ୍ନର ପଞ୍ଜିକୃତ

0

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯୨୪ ଜଣ କିନ୍ନର ପଞ୍ଜିକୃତ ହୋଇଛନ୍ତି । ଏମାନଙ୍କ ନିମନ୍ତେ ଘର ତିଆରି ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି । ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପଞ୍ଜିକୃତ ହୋଇଥିବା ୨୯୨୪ କିନ୍ନରଙ୍କ ମଧ୍ୟରୁ ସର୍ବାଧିକ ୪୮୫ ଜଣ ମୟୂରଭଞ୍ଜ ଜିଲ୍ଲରୁ ହୋଇଥିବା...

୭୩୨ଙ୍କୁ ଶିଶୁ ସୁରକ୍ଷା ସହାୟତା

0

ଭୁବନେଶ୍ୱର : ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟ ସରକାର ୭୩୨ ଜଣଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଏମାନଙ୍କୁ ଛାତ୍ରବୃତ୍ତି, ପାଠ୍ୟୋପକରଣ ଓ ବିବାହ ସହାୟତା ଆଦି ପ୍ରଦାନ କରାଯାଇଛି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୨୦୧୮-୧୯ ବର୍ଷରେ ୩୦୦ ଜଣଙ୍କୁ...

ଇଂରାଜୀ ମାଧ୍ୟମ ସ୍କୁଲକୁ ନିୟନ୍ତ୍ରଣ କର

0

ଭୁବନେଶ୍ୱର : ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ ପ୍ରମୁଖ କାରଣ ସାଜିଥିବା ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଅନୁମତି ଓ ଆପତ୍ତିବିହୀନ ପ୍ରମାଣପତ୍ର ଦେବା ସମୟରେ ନିୟନ୍ତ୍ରଣ ଲାଗି ନୂଆ ନୀତି ପ୍ରସ୍ତୁତି ଏବଂ ସ୍ୱୀକୃତି ପାଇନଥିବା ଏହି ଧରଣର ବିଦ୍ୟାଳୟଗୁଡ଼ିକୁ ବନ୍ଦ ଲାଗି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ସରକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୧ ଜଣ ବିଧାୟକ...

Salvage Lord’s Land

0

Bhubaneswar: With COVID-19 Pandemic having impacted the donations in the 12th Century Lord Vishnu shrine in Odisha’s Puri, Shree Jagannath Temple Administration (SJTA) has been contemplating installing Hundis (donation boxes) in major airports and railway stations across the country. The purpose is very simple: to raise the funds for the temple, which requires at least Rs 200 crore a...

MSME Holds Green Energy Key

0

New Delhi: MSME Sector holds key for development Green Energy in the Country and accordingly thrust has been given for scaling up production of New and Renewable Energy in MSME Sector. Union Minister, Micro, Small and Medium Enterprises, Nitin Gadkari is driving a momentum to promote renewable energy sources in MSME Sector. The target for renewable energy installation is 450 Giga...

Prison Agri Model Motivate Farmers

0

Dhenkanal: DG Prisons Santosh Upadhyay is happy with the Dhenkanal District Jail has now turned into a model for farmers and it is motivating them in a big way. Mr.Upadhyay has been the guiding force for the Jail authorities who have been not only producing organic vegetables products but for pure milk on a regular basis. The Jail Administration  has used prisoners...

JSW Sports Begins Swim Training

0

Bhubaneswar: Under the aegis of Odisha JSW Swimming High Performance Centre, JSW Sports has commenced the Swim Teacher’s training program, within the KIIT Campus. Led by Indian Olympian, an Arjuna awardee and AUSTSWIM presenter, Nisha Millet, this upskilling training program commenced yesterday and will continue till 15th March. This initiative will be  equipping 20 coaches of the State with the latest...

Javadekar Remembers Odia Freedom Fighters

0

Bhubaneswar: Union Minister for Information and Broadcasting Prakash Javadekar today virtually inaugurated Photo Exhibition at Bhubaneswar. This was as part of the ongoing Amrit Mahotsav. Javadekar said that the Azadi Ka Amrit Mahotsav is being organised at 75 places across the county. He paid tributes to Odisha’s freedom fighters Jai Rajguru, Veer Surendra Sai and Rama Devi among others have been...

ଶିଶୁଙ୍କ ଅଧିକାରକୁ ସମ୍ମାନ ଦିଅ

0

ପୁରୀ : ଶିଶୁଙ୍କ ପ୍ରତି ହିଂସା ଦିନକୁ ଦିନ ବଢୁଥିବାରୁ ଏହାର ବିଲୋପ ପାଇଁ ସାମାଜିକ ସଂଗଠନ, ନାଗରିକ ସମାଜ, ଶିଶୁ ସୁରକ୍ଷା ପ୍ରତିଷ୍ଠାନ ଏବଂ ଶିଶୁଙ୍କ ଅଭିଭାବକ ଆଗେଇ ଆସିବା ଉଚିତ । ଶିଶୁମାନଙ୍କୁ ବନ୍ଧୁ ଭାବିବା ସହିତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି । ଭାରତରେ ଶିଶୁଙ୍କ କ୍ଷେତ୍ରରେ ଯୌନ ର୍ନିଯାତନା ଓ ଶୋଷଣର ଅନ୍ତ ଘଟାଇବା ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଓଡ଼ିଶା ହାଇକୋର୍ଟର...