Let’s Focus Social Sector

0

Bhubaneswar: There should be no doubt that the Union Budget, 2022-23 has focused on infrastructure development and capital expenditure whereas the social sector has not received so much attention from the Budget makers. This has been rightly pointed out by Chief Minister Naveen Patnaik in his budget reaction, though he welcomed some of the proposals presented by Union Finance...

Cold Wave Is Back

0

Bhubaneswar: After rains, the winter chill has returned to the State with the Bhubaneswar Meteorological Centre on Saturday issuing a cold wave warning for two days. The minimum temperature is set to dip by 2 to 3 degrees Celsius in Odisha during the next 24 hours. According to the midday bulletin, cold wave condition is very likely to prevail in Sundargarh,...

ଭର୍ଚୁଆଲ୍‌ ଟୁରରେ ଓଡ଼ିଶାର ଭୂମିଜ ଜନଜାତି

0

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଫେବୃଆରୀ ୬ ତାରିଖ ଦିନ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଓଡ଼ିଶାର ଭୂମିଜ ଜନଜାତିଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଭୂମିଜ ଜନଜାତି ସଂପ୍ରଦାୟ ବିଶେଷତଃ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ଓ...

ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସର ସାଂଗଠନିକ ନିର୍ବାଚନ

0

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରେ ରାଜ୍ୟ କଂଗ୍ରେସର ସାଂଗଠନିକ ନିର୍ବାଚନ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଛନ୍ତି ଯେ ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ...

ମାଓ ବିସ୍ଫୋରଣରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

0

ଭୁବନେଶ୍ୱର: କଳାହାଣ୍ଡିର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଯୁବ ସାମ୍ବାଦିକଙ୍କର ଏଭଳି ଅକାଳ ମୃତ୍ୟୁ ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମୃତ ସାମ୍ବାଦିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ୧୩ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହି ଦୁଃଖଦ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ବ୍ଲକ୍‌ର କର୍ଲାଖୁଣ୍ଟା ନିକଟସ୍ଥ ଦୁଲେନ ଛକ ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ, ମାଓବାଦୀମାନେ ପଞ୍ଚାୟତ ର୍ନିବାଚନ...

ରେଳ ରେକ୍‍ର ଅଭାବ ନାହିଁ

0

ନୂଆଦିଲ୍ଲୀ : ରେଳଗାଡିରେ ମାଲ ପରିବହନ ପାଇଁ ରାଜ୍ୟ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟକ ରେକ୍‍ ରହିଛି । କେବଳ ଇସ୍ପାତ ଉତ୍ପାଦନକାରୀଙ୍କ ପାଇଁ ନୁହେଁ, ଅନ୍ୟ ରେଳ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ଏହା ଚାହିଦା ମେଣ୍ଟାଇ ପାରିବ । ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ରାଉରକେଲା, କଳିଙ୍ଗନଗର, ଜାମସେଦପୁର ଏବଂ ଅନୁଗୁଳ ଅଞ୍ଚଳରେ ବିଭିନ୍ନ ସାମଗ୍ରୀ ପାଇଁ ଅଣ-ଶକ୍ତି କ୍ଷେତ୍ର ଦ୍ୱାରା ବ୍ୟବହୃତ ହାରାହାରି ରେକ୍‍ ସଂଖ୍ୟା...

IR Allocates Adequate Rakes For Odisha

0

New Delhi: The State has adequate number of railway rakes for meeting the demand for rail transport, not only for steel producers but also for other railway freight customers. This was informed by Union Railways Minister Ashwini Vaishnaw while replying to a question of BJD MP Amar Patnaik in Rajya Sabha, yesterday. The average number of rakes used by non-power sectors...

Scribe Killed In IED Blast

0

Bhawanipatna: Rohit Kumar Biswal, a working journalist of Kalahandi district was on Saturday killed in an IED blast by suspected Maoist ultras targeting security personnel, a Top Cop said. The Improvised Explosive Device (IED) went off when Rohit, working for a leading Odia daily published from Bhubaneswar, reached near a tree where a couple of posters and a banner were...

State Missing AIIMS Sundargarh

0

Bhubaneswar: It seems that the Union Government is not in favour of setting up Odisha’s Second AIIMS in Sundergarh district, for which the State Government is fighting for. While replying to a written question of Sundergarh MP (BJP) Jual Oram, the Union Minister of State (MoS) for Health, Bharat Pravin Pawar indirectly turned down Odisha’s demand. Mr.Oram has asked whether the...

ଓଡ଼ିଶାରେ କମିଛି ଶିଶୁ ମୃତ୍ୟୁହାର

0

ଭୁବନେଶ୍ୱର : ୩୦ବର୍ଷ ଭିତରେ ଓଡ଼ିଶାରେ ଶିଶୁମୃତ୍ୟୁ ହାର ଢ଼େର ହ୍ରାସ ପାଇଛି । କେବଳ ସେତିକି ନୁହେଁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ, ତ୍ରିପୁରା, ବିହାର, ମଧ୍ୟପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାରେ ଶିଶୁମୃତ୍ୟୁ ହାର ମଧ୍ୟ ଢ଼େର କମ୍‍ ରହୁଛି । ସଂସଦରେ ସଦ୍ୟ ଉପସ୍ଥାପିତ କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ପ୍ରଦତ୍ତ ପରିସଂଖ୍ୟାନରେ ଏହି ତଥ୍ୟ ପ୍ରକାଶ ପାଇଛି । ଆର୍ଥିକ ସର୍ଭେ ରିପୋର୍ଟ ମୁତାବକ ୧୯୯୨-୯୩ ବେଳକୁ ଓଡ଼ିଶାରେ ଜନ୍ମ ହେଉଥିବା ପ୍ରତି ହଜାରେ ପିଲା ମଧ୍ୟରୁ ୧୧୨ଜଣଙ୍କ...