Temple Reopens on 1 Feb
Puri: With the steady decline in daily Covid-19 cases in the state, Sri Jagannath Temple here will be reopened for devotees from February 1 with strict adherence to Covid-19 protocols. This decision was taken at the Chhatisa Nijog meeting held in virtual mode this afternoon. Puri collector Samarth Verma said that Srimandir will be reopened for the devotees from February 1....
IMGENEX Kit For Odisha
Bhubaneswar: Very soon made in Odisha rapid antigen testing kits will hit the market for testing of SARS-CoV-2 infection in people. The Indian Council of Medical Research (ICMR) has validated the first Covid-19 rapid antigen test kit, ImCOV-Ag developed in Odisha. The kit has been developed by IMGENEX India Pvt. Ltd, Bhubaneswar with intellectual input from Regional Medical Research Centre (RMRC)....
ପ୍ରତିରକ୍ଷା ଯନ୍ତ୍ରପାତି ଯୋଗାଇବ ଆନାଡ଼୍ରୋନ୍ ସିଷ୍ଟମ
ଭୁବନେଶ୍ୱର : ପ୍ରତିରକ୍ଷା ମନ୍ତ୍ରଣାଳୟର ମେକ୍ ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଆକାରରେ ଓଡିଶା ସ୍ଥିତ ଆନାଡ୍ରୋନ୍ ସିଷ୍ଟମ୍ ଭାରତୀୟ ସ୍ଥଳସେନା ଏବଂ ବାୟୁସେନାକୁ ଉନ୍ନତ ପ୍ରତିରକ୍ଷା ଯନ୍ତ୍ରପାତି ଯୋଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଛି। ମେକ୍ ଇନ୍ ଇଣ୍ଡିଆ ବର୍ଗ ୨ ଅନ୍ତର୍ଗତ ୫୦% ରୁ ଅଧିକ ଦେଶଜ ଅଂଶୀଦାର ଥିବା ଶିଳ୍ପ ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ଅନୁସନ୍ଧାନ ଏବଂ ବିକାଶ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିବା ବର୍ଗରେ ୧୨୫ ମନୋଭ୍ୟୁରେବଲ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ (MEAT) ଏବଂ...
Anadrone To Supply Defence Equipments
Bhubaneswar: In a landmark event under the make in India scheme of the Ministry of Defence, Odisha-based Anadrone System has bagged the contract to supply advanced defence equipment to the Indian Army and Air Force. The contract to supply 125 Manoeuvrable Expendable Aerial Targets (MEAT) and associated equipment worth INR 96 crores, under the Make in India II category, which...
ବଢୁଛି ନିର୍ବାଚନୀ ଅଭିଯୋଗ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ ହିଂସାକାଣ୍ଡ ବୃଦ୍ଧି ସହ ଅଧିକରୁ ଅଧିକ ସଂଖ୍ୟକ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆସୁଛି । ନିର୍ବାଚନକୁ ହିଂସାମୁକ୍ତ କରିବାପାଇଁ ସନ୍ଦିଗ୍ଧ ଅପରାଧିମାନଙ୍କ ଉପରେ ପୁଲିସ୍ ସତର୍କଦୃଷ୍ଟି ରଖୁଥିବାବେଳେ ଆବଶ୍ୟକସ୍ଥଳେ ଫେରାର ଆସାମୀମାନଙ୍କୁ ଗିରଫ କରିବା ଓ ଯେଉଁମାନେ ଜାମିନରେ ଅଛନ୍ତି ସେମାନଙ୍କର ଗତିବିଧି ଉପରେ ନଜର ରଖାଯାଉଛି । ଏବେ ବିଭିନ୍ନ ସ୍ଥାନରୁ ଅପହରଣ, ବୋମାମାଡ, ଘରପୋଡି, ଗୋଷ୍ଠି ସଂଘର୍ଷ, ଆକ୍ରମଣ ଓ ପ୍ରତିଆକ୍ରମଣ ଭଳି ଅଭିଯୋଗମାନ ଆସୁଛି । ଏମିତିକି ବରିଷ୍ଠ ନେତାମାନେ ମାରପିଟ୍...
ଡିଜିଟାଲ ପ୍ରଚାର ପାଇଁ ଡିଟିପି ସେଣ୍ଟରରେ ଭିଡ
ଭୁବନେଶ୍ୱର : ପ୍ରାର୍ଥୀତାଲିକା ଚୂଡାନ୍ତ ପରେ ଏବେ ବିଭିନ୍ନ ଦଳର ସମର୍ଥିତ ଓ ସ୍ୱାଧୀନ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇଥିବାବେଳେ ଡିଜିଟାଲ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତେବେ ଏଥିପାଇଁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଏବେ ବିଭିନ୍ନ ଡିଟିପି ସେଣ୍ଟର, ଫ୍ଲେକ୍ସ ଛପା କାରକାନା ଓ ସୋସିଆଲ ମିଡିଆ ପ୍ରଚାର ଚଳାଇଥିବା ସଂସ୍ଥାଗୁଡିକରେ ଭିଡ ଜମାଇଛନ୍ତି । ପ୍ରାର୍ଥୀପତ୍ର ପତ୍ୟାହାର ପରେ ପରେ ଚୂଡାନ୍ତ ତାଲିକାରେ ଥିବା ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ଚିହ୍ନଟ ପ୍ରଦାନ କରାଯାଇଥିଲା । ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନ...
Prasad Rejects ‘Secret Deal’Charge
Bhubaneswar: Senior Congress leader, Prasad Harichandan Thursday publicly broke down and said that he was not a trader who broke deals. Former OPCC Chief , Mr.Prasad, a three time MLA elected from Satyabadi Assembly segment in 1995, 2000 and 2009. He was also a former Minister Home during Giridhar Gamang Government. Mr.Harichandan said this at a press conference while responding to rumor...
ଦୁଇଟି ଟିକାକୁ ସର୍ତ୍ତମୂଳକ ବଜାର ଅନୁମତି
ନୂଆଦିଲ୍ଲୀ : ଦେଶରେ ପ୍ରଚଳିତ ଦୁଇଟି କୋଭିଡ ୧୯ ଟିକା –କୋଭାକ୍ସିନ ଓ କୋଭିଶିଲ୍ଡକୁ ଆଜି ‘‘ସର୍ତ୍ତମୂଳକ ବଜାର ଅନୁମତି’’ ପ୍ରଦାନ କରାଯାଇଛି। ଜାତୀୟ ନିୟାମକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ (ଡିସିଜିଆଇ) ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ର ବିଷୟ ବିଶେଷଜ୍ଞ ସମିତି (ଏସଇସି) ଏହି ଦୁଇଟି ଟିକାର ବ୍ୟବହାରକୁ ନେଇ ରହିଥିବା ନିୟମକୁ ଅଧିକ କୋହଳ କରିବାକୁ ମଞ୍ଜୁରି ଦେଇଥିଲା। ପୂର୍ବରୁ କେବଳ ବିଶେଷ ଜରୁରିକାଳୀନ ସ୍ଥିତିରେ ଟିକା ବ୍ୟବହାରକୁ ମଞ୍ଜୁରି ମିଳିଥିବା ବେଳେ...
Training On Disaster Management
Bhubaneswar: The State Government has started process for proper implementation of the decision of the Council of Ministers to provide disaster management training to all elected representatives, On the completion of two years in the fifth term of the BJD government, the Council of Ministers headed by Chief Minister Naveen Patnaik had passed a resolution to train every government employee...
State Speeds Up Land Acquisition
Bhubaneswar: Stressing that that time overrun essentially leads to cost overrun which ultimately pinches the State Exchequer, the Additional Chief Secretary (ACS) Revenue and Disaster Management Department, Satyabrata Sahu directed officials to expedite land acquisition process of all irrigation projects in the state. Mr.Sahu said this while reviewing the land acquisition process in the state earlier today. RDC of all Divisions,...









