ଜାତୀୟ ଆଚିଭ୍ମେଣ୍ଟ ସର୍ଭେ ପାଇଁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର : ଆସନ୍ତା ମାସରେ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାନୈପୁଣ୍ୟତା (ଏନ୍ଏଏସ୍) ପରୀକ୍ଷା କରିବା ଜାତୀୟ ଆଚିଭ୍ମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି ନିମନ୍ତେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବିଦ୍ୟାଳୟଗୁଡ଼ିକର ପରିଷ୍କାରପରିଚ୍ଛନ୍ନତା ନିମନ୍ତେ ପଞ୍ଚାୟତିରାଜ ବିଭାଗ ଜରିଆରେ ଶ୍ରେଣୀ ଗୃହର ବିଦୁ୍ୟତିକରଣ, ଶୌଚାଳୟ ଏବଂ ଜଳଯୋଗାଣ ସୁବିଧା, ବିଦ୍ୟାଳୟ ଓ ଏହାର ଚତୁଃପାଶ୍ୱର୍ ତଥା ଖେଳପଡ଼ିଆ ଆଦିକୁ ପରିଷ୍କାର କରିବା ଆଦି ସଂପର୍କରେ ଆଲୋଚନା ହୋଇଥିଲା...
ମହଙ୍ଗା ଭତ୍ତା ଆଉ ୩ ପ୍ରତିଶତ ବଢିଲା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୧.୭.୨୦୨୧ ଠାରୁ ବକେୟା ଥିବା ୩ ପ୍ରତିଶତ ଅତିରିକ୍ତ କିସ୍ତି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ମୂଳ ଦରମା/ପେନସନରେ ମହଙ୍ଗା ଭତ୍ତା/ମହଙ୍ଗା ସହାୟତା ଦର ୨୮ ପ୍ରତିଶତ ରହିଛି। ଏହା ଉପରେ ୩ ପ୍ରତିଶତ ଅଧିକ ଦରରେ ମହଙ୍ଗା ଭତ୍ତା/ସହାୟତା ପ୍ରଦାନ...
ପିଏମ୍ ଗତିଶକ୍ତିକୁ କ୍ୟାବିନେଟ୍ ମୋହର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ସହିତ ବହୁମୁଖି ଯୋଗଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା, ରୂପାୟନ, ଅନୁଧ୍ୟାନ ଏବଂ ସହାୟକ ବ୍ୟବସ୍ଥା ନିମନ୍ତେ ଏକ ସଂସ୍ଥାଗତ ଢାଞ୍ଚାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବର ୨୦୨୧ରେ...
ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି । ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ତା. ୨୬/୧୦/୨୦୨୧ରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବାକୁ...
All India Toppers Honoured
New Delhi: Union Minister Personnel, Public Grievances, Pensions Jitendra Singh today interacted and felicitated first 20 All India Toppers of IAS and Civil Services Exam 2020, who called on him at the Department of Personnel & Training (DoPT) headquarters North Block here. The result of the exam was declared recently. Welcoming the top-20 rankers and their family members, Dr. Singh...
Gati Shakti Set On Motion
New Delhi: The Cabinet Committee on Economic Affairs (CCEA) has approved PM GatiShakti National Master Plan including institutional framework for rolling out, implementation, monitoring and support mechanism for providing multi-modal connectivity. Prime Minister Narendra Modi launched PM GatiShakti NMP for multi-modal connectivity on 13th October, 2021. Implementation framework includes Empowered Group of Secretaries (EGOS), Network Planning Group (NPG) and Technical Support...
3 % DA Hike Announced
New Delhi: The Union Cabinet, chaired by Prime Minister Narendra Modi, today has approved to release an additional instalment of Dearness Allowance to Central Government employees and Dearness Relief (DR) to pensioners w.e.f. 1.7.2021 representing an increase of 3% over the existing rate of 28% of the Basic Pay / Pension, to compensate for price rise. This increase is in...
କୃଷି ଭିତ୍ତିଭୂମି ପାଇଁ ବ୍ୟାଙ୍କ୍ ଦେଉନି ଋଣ
ଭୁବନେଶ୍ୱର : ରାଜ୍ୟରେ କୃଷି ଭିତ୍ତିଭୂମି ପ୍ରତିଷ୍ଠା ସକାଶେ ମିଳୁଥିବା ପ୍ରସ୍ତାବଗୁଡିକୁ ବ୍ୟବସାୟିକ ବ୍ୟାଙ୍କ୍ମାନେ ଋଣ ଦେବା କ୍ଷେତ୍ରରେ ଅନାଗ୍ରହ ପ୍ରକାଶ କରୁଥିବା ଯୋଗୁଁ କୃଷି ଉଦ୍ୟୋଗୀମାନେ ଲାଭାନ୍ୱିତ ହେଉନାହାନ୍ତି । ଶହେଟି ପ୍ରସ୍ତାବ ଆସିଲେ ୧୩ଟିକୁ ଅର୍ଥ ମଞ୍ଜୁର କରାଯାଉଛି । ୬୪ ଟି ପ୍ରସ୍ତାବ ଅନୁପଯୁକ୍ତ ବୋଲି ଦର୍ଶାଯାଇ ଋଣ ମଞ୍ଜୁର କରାଯାଉନାହିଁ । କେନ୍ଦ୍ର ସରକାର ସମଗ୍ର ଦେଶପାଇଁ ଲକ୍ଷେ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଘୋଷଣା କରି ଚାଷୀମାନଙ୍କୁ କୃଷି ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଉଦାର ଭାବରେ...
ଗଞ୍ଜେଇ ମାମଲାରେ ୯୦ ପ୍ରତିଶତ ନିର୍ଦ୍ଦୋଷରେ ଖଲାସ
ଭୁବନେଶ୍ୱର : ଓଡିଶାରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଷିଦ୍ଧ ନିଶା ସାମଗ୍ରୀର ବ୍ୟବହାର ବଢି ଚାଲିଥିବାବେଳେ ଏ କ୍ଷେତ୍ରରେ ଦଣ୍ଡବିଧାନ ଅତ୍ୟନ୍ତ ନଗଣ୍ୟ । କେବଳ ବ୍ରାଉନସୁଗାର କି ଗଞ୍ଜେଇ ନୁହେଁ, ମଦ ସମେତ ଅନ୍ୟାନ୍ୟ ଅବକାରୀ ମାମଲାରେ ବି ୯୦ ପ୍ରତିଶତରୁ ଅଧିକ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି । ସରକାରୀ ତଥ୍ୟ ମୁତାବକ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ସୁଦ୍ଧା ଓଡିଶାରେ ୬୭୭୯ କିଲୋ ଗଞ୍ଜେଇ ଓ ୩୪୧୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହି ସମୟ ମଧ୍ୟରେ...
Banking Correspondents Face Hurdle
Bhubaneswar: While Odisha Government is harping on appointment of more Banking Correspondent Agents in the State, huge costs involved in providing such facility is coming as a major hurdle in posting more numbers of BCAs in the State. With large number of Un-banked Gram Panchayats not covered any such facilities, State Government is harping on appointing more number of BCAs...










