୨୫ ଟଙ୍କାରେ ଘରେ ପହଞ୍ଚୁଛି ତ୍ରିରଙ୍ଗା

0

ନୂଆଦିଲ୍ଲୀ : ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି । ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି । ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନଲାଇନରେ କିଣିପାରିବେ । ଠିକ୍ ସମୟରେ ପତାକା ପହଞ୍ଚାଇବା ଦୃଷ୍ଟିରୁ ନାଗରିକମାନେ ଅଗଷ୍ଟ ୧୨, ୨୦୨୨ ପୂର୍ବରୁ ଜାତୀୟ ପତାକା ପାଇଁ ଅନ୍ଲାଇନ ଅର୍ଡର କରିବାକୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଦେଶର ଗର୍ବିତ ନାଗରିକମାନଙ୍କ ନିକଟରେ ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ...

OAS Reshuffle Effected

Bhubaneswar: The State Government on Wednesday effected a minor reshuffle among senior OAS officers. As per a notification issued by the General Administration and Public Grievances Department, senior OAS Kailash Chandra Nayak has been appointed as Additional District Magistrate (ADM), Puri. Nayak is allowed to remain in charge of LAO, R&R Package for Development of the Security Zone around Shree Jagannath...

ଅଗଷ୍ଟ ୧୩ରେ ପୁଣି ଏକ ଲଘୁଚାପ

0

ଭୁବନେଶ୍ୱର : ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂତନ ଲଘୁଚାପଟି ଅଗଷ୍ଟ ୧୪ ତାରିଖ ବେଳକୁ ଉତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି...

Sethi Takes Higher Education Charge

0

Bhubaneswar: Ace mandarin, Bishnupada Sethi took over as Principal Secretary Higher Education Wednesday here in Lok Seva Bhawan. 1995 Batch IAS Mr.Sethi was given warm welcome by the senior officials of the Department of Higher Education as he served this sector earlier and officials were happy to see him back to the Department. While talking to senior officials he harped on...

ଅଗ୍ନିକାଣ୍ଡ ମୁକାବିଲା ପାଇଁ ଜ୍ଞାନକୌଶଳ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ୱାରା ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅଧିବେଶନ-୨୦୨୨ ଉଦ୍‌ଘାଟିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗୃହରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ, ଶିଳ୍ପାୟନ ଓ ଆଗାମୀ ଦିନମାନଙ୍କରେ ପ୍ରତି କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜନସାଧାରଣଙ୍କୁ ଜଟିଳ ପରିସ୍ଥିତିରେ ପକାଇବ ।...

ଓଡ଼ିଶାକୁ ମିଳିଲା ୫,୨୮୨.୮୬ କୋଟିର ଟିକସ

0

ନୂଆଦିଲ୍ଲୀ : ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି ।  ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର...

ରାଜଧାନୀ ଟ୍ରାଫିକକୁ ସଜାଡ

0

ଭୁବନେଶ୍ୱର : ରାଜଧାନୀର ଲୋକସଂଖ୍ୟା  ଦିନକୁ  ଦିନ ବୃଦ୍ଧି ପାଉଛି ।  ଗାଡ଼ି ମୋଟର  ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ସହରରେ ଟ୍ରାଫିକ  ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ରେ ରେ  5T ସଚିବ  ଭିକେ ପାଣ୍ଡିଆନ ଆଜି ବଡି  ଭୋର ରୁ ଶିଶୁ ଭବନ ଚ୍ଛକ , ରବି  ଟକିଜ  ଛକ  କଳ୍ପନା ଚ୍ଛକ, ବେହେରା...

ଚାରି ହଜାର ବୁଣାକାର ଜିଇଏମରେ ସାମିଲ

0

ଭୁବନେଶ୍ୱର : ଓଡିଶାର ୪ହଜାରରୁ ଅଧିକ ବୁଣାକାର ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍‍)ରେ ଯୋଡି ହୋଇଛନ୍ତି ଯାହାକି ସେମାନଙ୍କ ପାଇଁ ବଡ ବଜାର ଉପଲବ୍ଧ କରିଛି । ଜିଇଏମ୍‍ ପୋର୍ଟାଲରେ ସାମିଲ ହୋଇଥିବା ବୁଣାକାର ଓ କାରିଗରମାନେ ଏବେ ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ସିଧାସଳଖ ସରକାରୀ ସଂସ୍ଥାଗୁଡିକୁ ବିକ୍ରି କରିପାରିବେ । ହସ୍ତତନ୍ତ ଉତ୍ପାଦନ କ୍ଷେତ୍ରରେ ଓଡିଶା ପ୍ରମୁଖ ରାଜ୍ୟ ହୋଇଥିବାବେଳେ ଜିଇଏମରେ ସାମିଲ ପାଇଁ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ସର୍ବଶେଷ ରିପୋର୍ଟ ଅନୁଯାୟୀ ୪୧୪୫ ବୁଣାକାର ଦେଶର ଏହି ପୂର୍ବାଞ୍ଚଳ ରାଜ୍ୟରୁ ଜିଇଏମ୍‍ରେ...

୧୧ଶହ ଟପିଲାଣି ଡେଙ୍ଗୁ ସଂକ୍ରମଣ

0

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ଟପିଥିବାବେଳେ ଖୋରଧା ଜିଲ୍ଲା ତାଲିକାର ସବୁଠାରୁ ଆଗରେ ରହିଛି । ଏଥି ସହିତ କୋରାପୁଟ, ରାୟଗଡା ଓ ମାଲକାନଗିରିରେ ମଧ୍ୟ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୭ରେ ପହଞ୍ଚିଛି । ଏଥି ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୩୯୪ ଥିବାବେଳେ କୋରାପୁଟରେ ୨୭୪, ରାୟଗଡାରେ ୧୬୬, ମାଲକାନଗିରିରେ ୧୧୯, ପୁରୀରେ ୪୮, ନୟାଗଡରେ ୨୫, କଟକରେ ୧୯, ଜଗତ୍‍ସିଂହପୁର ଓ ବାଲେଶ୍ୱରରେ...

Odisha Tops In Crude Steel

Bhubaneswar: Odisha has turned out to be in the forefront of the States so far Crude Steel production is concerned and is improving its position continuously. The State has been able to produce 2,32,41,000 Tons during 2021-22, Ministry of Steel sources said. While Jharkhand was frontrunner so far Crude Steel production is concerned during 2017-18, Odisha has been outsmarting the State...