Over 4 Lakh Beneficiaries Took Jabs
Bhubaneswar: Odisha has crossed vaccination of over 4 Lakh beneficiaries, which include Health Care Workers(HCW) s and Front Line Workers(FLW) s on Monday. As on 13 February, a total 4,11,939 beneficiaries have been vaccinated across the State. ACS Health & Family Welfare, Pradipta Kumar Mohapatra reviewed progress on 13 February evening. With a total 175 Sites, 12, 269 beneficiaries were vaccinated on...
ଆଇଏଏସ୍ କ୍ୟାଡରରେ ୧୧ପଦବୀ ବଢିଲା
ଭୁବନେଶ୍ୱର : ରାଜ୍ୟ ଆଇଏଏସ୍ କ୍ୟାଡରରେ ୧୧ଟି ପଦବୀ ବୃଦ୍ଧି ପାଇବା ସହିତ ଏହି ସଂଖ୍ୟା ୨୪୮ରେ ପହଞ୍ଚିଛି । ସର୍ବୋଚ୍ଚ ପାହ୍ୟାରେ କେନ୍ଦ୍ର ସରକାର ଆଉ ଗୋଟିଏ ପଦବୀକୁ ଅନୁମତି ଦେବାପରେ ରାଜ୍ୟରେ ଏହି ପାହ୍ୟାରେ ପଦବୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ମୁଖ୍ୟ ଶାସନ ସଚିବ, ରାଜସ୍ୱ ପାର୍ଷଦ ଓ କେବିକେ ମୁଖ୍ୟ ପ୍ରଶାସକ ଏହି ପାହ୍ୟାରେ ଥିବାବେଳେ ନୂତନ ଭାବେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ...
Odisha Gets 11 More IAS Posts
Bhubaneswar: With Union Government allowing one more post in Apex Scale Odisha Government will now have Four Apex Scale Posts in IAS Cadre in the State. While Chief Secretary, Member, Board of Revenue, Chief Administrator KBK posts were in the Apex Scale, now the post of Development Commissioner –cum-ACS & Secretary to Planning and Convergence Department has been allowed in...
କୋଟିଆରେ ନିର୍ବାଚନ ପାଇଁ ଦୃଢ ପ୍ରତିବାଦ ନାହିଁ
ଭୁବନେଶ୍ୱର : କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ଗାଁରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ ମଧ୍ୟ ଓଡିଶାରେ ଯେଭଳି ପ୍ରତିକ୍ରିୟା ପ୍ରକାଶ ପାଇବାକଥା ତାହା ଏପର୍ଯ୍ୟନ୍ତ ଲକ୍ଷ୍ୟ କରାଯାଉନାହିଁ । କେବଳ କିଛି ରାଜନୈତିକ ବିବୃତ୍ତି ମଧ୍ୟରେ ଏହି ପ୍ରସଙ୍ଗ ସୀମିତ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ମାଡ୍ରାସ ପ୍ରେସିଡେନ୍ସିରୁ ଅଲଗା ହୋଇ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଓଡିଶାରେ ମିଶିଥିଲା । ଏହାର ଦୀର୍ଘବର୍ଷ ପରେ ଆନ୍ଧ୍ରପ୍ରଦେଶ ସୃଷ୍ଟି ହୋଇଥିଲା । ଇତି ମଧ୍ୟରେ ଆନ୍ଧ୍ରର ବିଭାଜନ ଘଟି...
New Industrial Policy Soon
Bhubaneswar: Hemant Sharma, Principal Secretary Industries said that the State Government is all set to modify the Industrial Policy Resolution (IPR) to make things easier for investors in Odisha. Principal Secretary Industries Mr.Sharma while addressing the Executive Committee meeting of the Utkal Chamber of Commerce & Industry (UCCI), here on FridayasChief Guest said Odisha Government under the leadership of Chief...
ଟ୍ୟାପ୍ ଯୋଗେ ପାନୀୟ ଜଳ ପାଇଁ ପୁରସ୍କୃତ
ଭୁବନେଶ୍ୱର : ପୁରୀରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ ମିଶନର ସଫଳ ପରିଚାଳନା ପାଇଁ ଓଡିଶା ସରକାର ୧୮ ତମ ସିଏସ୍ଆଇ ଏସ୍ଆଇଜି ପୁରସ୍କାର ୨୦୨୦ ପାଇଛନ୍ତି । ସାରା ଭାରତର ୧୭୮ ନାମାଙ୍କନ ମଧ୍ୟରେ ପୁରୀକୁ ଏହି ଉତ୍କର୍ଷ ପୁରସ୍କାର ମିଳିଛି । ଓଡିଶା ସରକାରଙ୍କ ପକ୍ଷରୁ ୱାଟକୋର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ୱାଇଁ ଲକ୍ଷନୌ ଠାରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଦେଶର ସର୍ବବୃହତ...
Withdraw NMA Bye Laws; BJD MPs
New Delhi: A day after BJD Supremo and Chief Minister Naveen Patnaik demanded immediate withdrawal of the contentious draft bye-laws by the National Monuments Authority (NMA) issued on Ananta Basudev and Brahmeswar temples intimately linked to age-old Lord Lingaraj Temple here in this city of temples, a delegation of Governing BJD MPs met Union Culture Minister Prahlad Singh Patel...
ଆରପାରିରେ ଅଭୟ ସିଂହ
ଭୁବନେଶ୍ୱର : ବିଶିଷ୍ଟ ସ୍ତମ୍ଭକାର ତଥା ସାହିତ୍ୟ ସାଧକ ତଥା ସମାଜସେବୀ ଅଭୟ ସିଂହଙ୍କ ପରଲୋକ ହୋଇଯାଇଛି । କଲମ ମୂନରେ ଏକଦା ଝଡ ସୃଷ୍ଟି କରୁଥିବା ଅଭୟଙ୍କ ଶେଷ ଜୀବନ ଭୁବନେଶ୍ୱରର ଏକ ଜରାନିବାସରେ କଟିଥିଲା । ସମବାୟ ୟୁନିଅନର ମୁଖପତ୍ର କଲ୍ୟାଣୀର ସେ ବହୁବର୍ଷ ଧରି ସହ ସମ୍ପାଦକ ଥାଇ ସମବାୟ ଆନ୍ଦୋଳନର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସମର୍ଥ ହୋଇଥିଲେ । ସଚିତ୍ର ବିଜୟା ପତ୍ରିକାର ସମ୍ପାଦକ ଭାବେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ଓଡିଆ ଓ ଇଂରାଜୀ ଭାଷାରେ...
‘Sujal’ Bags Award Of Excellence
Bhubaneswar: Odisha Government's ‘Drink from Tap Mission’ popularly known as 'Sujal' under 5T Initiative has won the "Award of Excellence" in 18th CSI SIG e-Governance Award 2020. This Prestigious Award is for Smart Water Management in Puri City were amongst 178 nominations received from across India. Managing Director of WATCO, Pradipta Kumar Swain has received the award on behalf of the...
ଦିନକରେ ରେକର୍ଡ ସଂଖ୍ୟକ ବିମାନ ଯାତ୍ରୀ
ନୂଆଦିଲ୍ଲୀ : ଫେବୃୟାରୀ ୧୨ ତାରିଖରେ ଗୋଟିଏ ଦିନରେ ଦେଶରେ ପାଖାପାଖି ୩ଲକ୍ଷ ଯାତ୍ରୀ ଘରୋଇ ବିମାନରେ ଯାତ୍ରା କରିଛନ୍ତି । କରୋନା ମହାମାରୀ ପରବର୍ତ୍ତୀ ସମୟରେ ବିମାନ ପରିବହନ କ୍ଷେତ୍ରରେ ଏହା ଏକ ରେକର୍ଡ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । କେନ୍ଦ୍ରମନ୍ତ୍ରୀ ସୂଚାଇଛନ୍ତି ଯେ ଫେବୃୟାରୀ ୧୨ ତାରିଖରେ ଦେଶରେ ୨୩୪୯ଟି ଘରୋଇ ବିମାନରେ ୨,୯୭,୧୦୨ ଜଣ ଯାତ୍ରୀ ଯା ଆସ କରିଛନ୍ତି । କରେନା ଯୋଗୁଁ ଗତବର୍ଷ ମଇ ୨୫ ତାରିଖରେ...









