1.2K Cr For Water Projects

0

Bhubaneswar: State Cabinet headed by Chief Minister Naveen Patnaik on Friday approved three rural taped drinking water supply projects worth more than Rs 1200 crore for three districts. The State Cabinet has approved the tender amounting to Rs. 501.85 crore for execution of mega piped water supply project to provide safe drinking water in Dhenkanal district out of Jal Jeevan...

Cabinet Clears i3MS Extension

0

Bhubaneswar: Chief Secretary Suresh Chandra Mahapatra said the State Cabinet cleared the Integrated Mines and Minerals Monitoring System (i3MS) extension for another 5 years. i3MS is under implementation for a decade (2012-22) has ushered a new era of transparency in mineral administration in Odisha. This end-to-end online monitoring system has strengthened the government’s regulatory oversight by enabling real-time visibility on...

କମୁଛି ଉଜ୍ୱଳା ଗ୍ୟାସ ରିଫିଲିଙ୍ଗ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ବର୍ଷକୁ ମାଗଣାରେ ୩ଟି ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ ହେବା ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁଁ ଏହି ଯୋଜନାରେ ଗ୍ୟାସ ଭରିବା ହ୍ରାସ ପାଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ଉଜ୍ୱଳା ଯୋଜନାରେ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିହାତି ଯୋଗାଯାଉଛି । ନିକଟରେ ରାଜ୍ୟସଭାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଦେଇଥିବା ଏକ ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ତାଙ୍କ ଉତ୍ତରରେ...

ବର୍ଷ ବର୍ଷ ଧରି ଗଡୁଛି ଚାକିରି ପେନସନ ମାମଲା

0

ଭୁବନେଶ୍ୱର : ନିଯୁକ୍ତି, ପେନସନ ଓ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତୀୟ ଅନ୍ୟାନ୍ୟ ମାମଲାଗୁଡିକର ବହୁ କ୍ଷେତ୍ରରେ ଫଏସଲା ବିଳମ୍ବ ହେଉଥିବାରୁ ନ୍ୟାୟ ପାଇଁ ପ୍ରାର୍ଥନା କରୁଥିବା ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଆଇନ ଅଦାଲତ ଓ ପ୍ରଶାସନିକ ବିଭାଗଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଆପତ୍ତି ଅଭିଯୋଗଗୁଡିକର ସକାରାତ୍ମକ ସମାଧାନ କରାଯାଇ ପାରିଲେ କୋର୍ଟ କଚେରୀରେ ଏ ସଂକ୍ରାନ୍ତୀୟ ମାମଲାର ସଂଖ୍ୟା ବଢ଼ନ୍ତା ନାହିଁ ବୋଲି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଓ ଅନୁଭବୀ ଓକିଲମାନେ ମତବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ...

ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

0

ନୂଆଦିଲ୍ଲୀ : ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଶ୍ରୀ ଅରବିନ୍ଦଙ୍କ ସ୍ମରଣରେ ହେଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଓ ଆଦର୍ଶ ଆଧାରରେ...

ମିଳିତ ଗବେଷଣା ନିମନ୍ତେ ଚୁକ୍ତି ସ୍ୱାକ୍ଷରିତ

0

ଭୁବନେଶ୍ୱର : ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କୋଲ୍‌କାତା ସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିପତ୍ର ଅନୁଯାୟୀ ଦୁଇଟି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନେ ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ର ଯଥା କ୍ଲିନିକାଲ୍ ରିସର୍ଚ୍ଚ, ମୋଲିକ୍ୟୁଲର ଫାର୍ମାକୋଲୋଜି, ଡ୍ରଗ୍ ଡିସ୍‌କଭରୀ, ହର୍ବାଲ୍ ନାନୋଟେକ୍ନୋଲୋଜି, ଟ୍ରାନ୍ସଲେସନାଲ୍ ମେଡିସିନ୍ ଏବଂ ଫର୍ମୁଲେସନ୍ ଡେଭେଲପ୍‌ମେଂଟ ଇତ୍ୟାଦିରେ ଶିକ୍ଷା ପ୍ରଦାନ ଓ ଗବେଷଣା...

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପ – ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ – ଲୋକାର୍ପିତ କରିଛନ୍ତି ।  ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଆଜି ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରି କହିଛନ୍ତି ଯେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ...

Irrigation Projects Inaugurated

Baripada: Chief Minister Naveen Patnaik on Friday visited Mayurbhanj district and inaugurated two mega irrigation projects, which will provide irrigation facilities to more than 27, 000 hectares of land, benefiting more than 2.5 lakh farmers. The Chief Minister has inaugurated Deo and Subarnarekha irrigation projects. Along with this, he has laid the foundation for many developmental works in the district. Attending...

HM Award For Cops

0

Bhubaneswar: Four police officers from Odisha have been nominated to get the Union Home Minister’s Medal for Excellence in Investigation for the year 2022. A total of 151 police personnel from various States and UTs including Odisha will get the Award on Independence Day. The Odisha police officers are-- Sumitra Jena (DSP), Ashish Chandra Jena (Inspector), Anusuya Nayak (Inspector) and Ramesh...

ନୂଆ ନମ୍ବର ପ୍ଲେଟ ପାଇଁ ଲୋକେ କଲବଲ

0

ଭୁବନେଶ୍ୱର : ଗାଡିମୋଟରରେ ଉଚ୍ଚ ନିରାପତ୍ତା ନମ୍ବର ପ୍ଲେଟ ଲଗାଇବା ବାବଦରେ ରାଜ୍ୟ ସରକାର ଟଙ୍କାଟିଏ ପାଉନଥିବାବେଳେ ଲୋକଙ୍କ ହୀନସ୍ତାର କିନ୍ତୁ ସୀମା ନାହିଁ । ଏଥିପାଇଁ ଅର୍ଥଶ୍ରାଦ୍ଧ ସହିତ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ କଲବଲ ହେଉଛନ୍ତି । ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜିକୃତ ହୋଇଥିବା ପ୍ରତ୍ୟେକ ଯାନରେ ଉଚ୍ଚ ନିରାପତ୍ତା ନମ୍ବର ପ୍ଲେଟ ଲଗାଇବାକୁ କେନ୍ଦ୍ରୀୟ ମୋଟରଯାନ ଆଇନ୍‍ ଅନୁଯାୟୀ କୁହାଯାଇଛି । ଏଥିପାଇଁ ଚଳିତବର୍ଷ ଶେଷ ସୁଦ୍ଧା ସମୟ ଧାର୍ଯ୍ୟ ହୋଇଥିବାବେଳେ ଅନ୍‍ଲାଇନ୍‍ରେ ଆବେଦନ କରିବାକୁ...