Alert For Medium Flood
Bhubaneswar: Due to intensity of rain has increased in parts of the state, including the upper catchment area of river Mahanadi, the state government is anticipating a "medium flood" this time, said Special Relief Commissioner (SRC) Pradeep K Jena. Mr.Jena said that "We expect a flow of around 10.5 lakh cusecs of floodwater at Mundali barrage near Cuttack by Monday...
BJP Changing Strategy
Bhubaneswar: It seems after the important President and Vice-President elections, Odisha’s main opposition party, the BJP, is changing strategy for the state. The saffron party which became ‘friendly’ with Naveen Patnaik’s BJD following the 2019 general elections, now appears to be bracing for new strategies. The party has already appointed its top hardliner Jaynarayan Mishra as the Leader of Opposition, who immediately...
Broadband Connect For GPs
Bhubaneswar: BharatNet is all set to cover all inhabited villages in Odisha as broadband connectivity is highly essential for the rural, tribal and hilly areas. Road Map has been chalked out by the Department of Telecommunication for the entire country including Odisha. Comprehensive Telcom Development Plan is being implemented for mobile connectivity, officials say. Till date under BharatNet Program, more than 5300...
Odisha Power Surplus
Bhubaneswar: Odisha has emerged as one of the major Power Surplus State in the Eastern Region, while its neighboring states are turning as deficit ones. According to latest assessment of Central Electricity Authority (CEA), Odisha stands in a better position than West Bengal, Telengana, Jharkhand and others. Availability of power is a major attraction for the power intensive industries and Odisha...
ବିଦ୍ୟୁତ୍ ଉତ୍ପାଦନରେ ଓଡ଼ିଶା ବଳକା
ଭୁବନେଶ୍ୱର : ପଡୋଶୀ ରାଜ୍ୟଗୁଡିକ ବିଦ୍ୟୁତ୍ ଦୃଷ୍ଟିରୁ ନିଅଣ୍ଟିଆ ସ୍ଥିତିରେ ଥିବାବେଳେ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇ ରହିଛି । ତେବେ ଜାତୀୟ ସ୍ତରରେ ବିଦ୍ୟୁତ୍ ବ୍ୟୟ ଅପେକ୍ଷା ଉତ୍ପାଦନ ଅଧିକ ଥିବାରୁ ଦେଶରେ ନିଅଣ୍ଟିଆ ବିଦ୍ୟୁତ ସ୍ଥିତି ନାହିଁ । କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷ (ସିଇଏ)ର ଅନୁଧ୍ୟାନ ମୁତାବକ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଝାଡଖଣ୍ଡ ଭଳି ରାଜ୍ୟରେ ବ୍ୟବହାର ତୁଳନାରେ ଉତ୍ପାଦନ କମ୍ ରହୁଥିବାରୁ ଏଗୁଡିକ ବିଦ୍ୟୁତ୍ ନିଅଣ୍ଟିଆ ରାଜ୍ୟ ଭାବେ ଅଦ୍ୟାବଧି ରହିଛନ୍ତି । ତେବେ ଓଡ଼ିଶା ପାଇଁ...
ମାମଲା ଅଧିକକୁ ବିଚାରପତି କମ୍
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଆଜି ଦୁଇଜଣ ନୂଆ ବିଚାରପତି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏଠାରେ ବିଚାରପତି ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଏହାସତ୍ତ୍ୱେ ବି ଓଡ଼ିଶା ହାଇକୋର୍ଟରେ ଆଉ ୯ଟି ବିଚାରପତି ପଦବୀ ଖାଲି ପଡିଛି । ହାଇକୋର୍ଟରେ ମାମଲା ସଂଖ୍ୟା ପ୍ରାୟ ୧ଲକ୍ଷ ୯୦ ହଜାରକୁ ଟପିଥିବା ବେଳେ ଏଗୁଡିକର ଫଏସଲା ପାଇଁ ଅନ୍ୟୂନ ୪୨ଜଣ ବିଚାରପତିଙ୍କର ଆବଶ୍ୟକତା ରହିଛି ବୋଲି ଅଭିଜ୍ଞ ଆଇନଜୀବୀମାନେ କହୁଛନ୍ତି । ହାଇକୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡିକ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ...
Ramsar Tag For Hirakud, Ansupa & Tampara
Bhubaneswar: “75 Ramsar Sites in 75th Year of IndependenceIndia adds 11 more wetlands to the list of Ramsar Sites”. Bhupendra Yadav, Union Minister Environment, Forest and Climate Change tweeted the announcement happily. Back in Odisha, Susanta Nanda, Director Environment and Chief of Chilka Development Authority was happy to reveal that Hirakud Reservoir, Anshpa Lake and Tampara Lake have been listed as...
ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ ଶ୍ରୀମତି ପିଙ୍କି ସାହୁ ଓ ସିଦ୍ଧି ଙ୍କ ପିତା ଶ୍ରୀ ସପନ୍ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍...
ରାମସାର କ୍ଷେତ୍ର ସଂଖ୍ୟା ୭୫ରେ ପହଞ୍ଚିଲା
ନୂଆଦିଲ୍ଲୀ : ସ୍ୱାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି, ଫଳରେ ଦେଶରେ ମୋଟ୍ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି । ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି । ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ । ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି,...
Millet Mission Gets Extension
Bhubaneswar: For smooth implementation of the programme, the State Cabinet have approved an estimated budget of Rs. 2808.39 crore for six years (2021-22 to 2026-27)State Cabinet has cleared the proposal here today said Chief secretary S C Mahapatra. He said that Special Program for Promotion of Millets in Tribal Areas of Odisha (Odisha Millets Mission) was launched by Government of...










