ଶ୍ରୀମନ୍ଦିରରୁ କରୋନା କଟକଣା ହଟିଲା
ଭୁବନେଶ୍ୱର : ଶ୍ରୀମନ୍ଦିରେ ଲାଗିଥିବା କରୋନା କଟକଣା ଉଠାଇ ନିଆଯାଇଛି । ମାର୍ଚ୍ଚ ୩୦ ତାରିଖରୁ ଭକ୍ତରେ ସବୁଦିନ ଭଳି ରବିବାର ମଧ୍ୟ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ସଂକ୍ରାନ୍ତରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ରବିବାର ଦିନ ସର୍ବସାଧାରଣ ଦର୍ଶନ ସହିତ ଦର୍ଶନ ସମୟ ଉପରେ ଥିବା କଟକଣାକୁ ବି ହଟାଇ ଦିଆଯାଇଛି । ଭକ୍ତମାନେ ପହୁଡ ଖୋଲିବା ଠାରୁ ଶ୍ରୀଜୀଉମାନଙ୍କ ପହୁଡ...
ଜ୍ଞାନ ଓ କୌଶଳ ନେତୃତ୍ୱ ନେବାର ମୁଖ୍ୟ ଅସ୍ତ୍ର
ଭୁବନେଶ୍ୱର : ନେତୃତ୍ୱ ନିମନ୍ତେ ଜ୍ଞାନ ଓ କୌଶଳ ପ୍ରମୁଖ ଅସ୍ତ୍ର ଏବଂ ସଫଳ ନେତୃତ୍ୱ ନିମନ୍ତେ ଜ୍ଞାନର ପରିସୀମା ବଢ଼ାଇବା ମଧ୍ୟ ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି । ଜ୍ଞାନର କୌଣସି ପରିସୀମା ନାହିଁ ଏବଂ କେହି ଜଣେ ସବୁ ଜ୍ଞାନ ଆହରଣ କରିଛି ବୋଲି କହିପାରିବ ନାହିଁ । ସମୟ ଅତିକ୍ରାନ୍ତ ହେଲେ ଜ୍ଞାନ ମଧ୍ୟ ପୁରୁଣା ହୋଇଯାଏ ବୋଲି ଦେଶର ଅନ୍ୟତମ ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ମହାପାତ୍ର କହିଛନ୍ତି...
Urge For Knowledge Upgrade
Bhubaneswar: Knowledge and skill are basic ingredients for a leader and the need to upgrade knowledge is the key to successful leadership, Prof. Ashok Kumar Mahapatra, Vice-Chancellor of SOA Deemed to be University said on Thursday. “Knowledge is unlimited and no one can claim that he knows everything, but knowledge also gets outdated,” Prof. Mahapatra, also one of the country’s...
Guidelines For Rabi Procurement
Bhubaneswar: The Food Supplies & Consumer Welfare (FS&CW) Department has issued detailed guidelines for procurement of paddy during Rabi season. Principal Secretary Food Supplies & Consumer Welfare, Vir Vikram Yadav has recently issued the guidelines to the Collectors of Balasore, Bargarh, Balangir, Boudh, Cuttack, Jajpur, Jharsuguda, Kalahandi, Khurda, Koraput, Mayurbhanj, Nabarangpur, Nuapada, Puri, Rayagada, Sambalpur and Subarnapur. The procurement of...
Jagdev Did It Again
Bhubaneswar: Senior Lawmaker Prasanta Kumar Jagadev once again came to media limelight for breaking the law and rules of this land. This time, his nuisance and madness has crossed all limits. In a bizarre incident just like the Lakhimpur Kheri in Uttar Pradesh, Mr.Jagadev, a suspended BJD legislator of Odisha Assembly, plowed his car into a crowd at Banapur...
EOW Arrests Ponzi Cheats
Bhubaneswar: The Economic Offences Wing (EOW) of Odisha Crime Branch has arrested two directors of a stock market advisory company for duping 400 investors worth Rs 5 crore. The accused are Arpan Patel and Adyajyoti Nayak, both directors of IAAVIC Pvt. Ltd., which claims to be a stock market advisory company but actually runs Ponzi schemes masking it under share...
ଲୋକଙ୍କ ଉପରେ ଗାଡି ଚଢାଇଦେଲେ ଚିଲିକା ବିଧାୟକ
ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ବାଣପୁର ଠାରେ ନିଜ ଗାଡି ଚଢାଇ କର୍ତ୍ତବ୍ୟରତ ପୁଲିସ୍ଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଆହତ କରିଛନ୍ତି । ଗୁରୁତର ଲୋକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ ଏମାନଙ୍କ ମଧ୍ୟରେ ବାଣପୁର ଥାନା ଅଧିକାରୀ ଓ ଜଣେ ମହିଳା ରହିଛନ୍ତି । ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ଜଗଦ୍ଦେବ ନିଜ ଗାଡି ଚଳାଇ ଯାଉଥିବାବେଳେ ବାଣପୁର ନିକଟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ଲୋକେ ରୁଣ୍ଡ ହୋଇଥିଲେ । ତେବେ ସେଠାରେ ବିଧାୟକଙ୍କ ଗାଡିଲୋକଙ୍କୁ...
ଅମାନିଆଙ୍କ ଉତ୍ପାତ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା
ଭୁବନେଶ୍ୱର : ଟ୍ରାଫିକ ନିୟମ ଅନୁପାଳନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ସହ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ମାଇକ ଯୋଗେ ତୁହାକୁତୁହା ସଚେତନତାର ବାର୍ତ୍ତା ଦିଆଯିବା ସଂଗେ ସଂଗେ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ ହେବ ବୋଲି ଘୋଷଣା କରାଯାଉଛି । ଏହାସତ୍ତ୍ୱେ ବି ଖୋଦ୍ ରାଜଧାନୀର ସଂଖ୍ୟାଧିକ ଅମାନିଆ ଗାଡି ଚାଳକ ପୋଲିସର ଏଭଳି ସତର୍କ ବାଣୀକୁ ଖାତିର୍ କରୁନାହାନ୍ତି । ବିଭିନ୍ନ ଟ୍ରାଫିକ ଛକ ନିକଟରେ ସଂପୂର୍ଣ୍ଣ ରାସ୍ତା ଜାମ୍ ରହୁଥିବାରୁ ଆମ୍ବୁଲାନ୍ସ, ଦମକଳ, ପିସିଆର ସମେତ...
NABARD Signs MoA With Odisha
Bhubaneswar: The Odisha Regional Office of NABARD today signed a Memorandum of Agreement (MoA) with the State Government under Fisheries and Aquaculture Infrastructure Development Fund (FIDF). The MoA was signed between Vishal Kumar Dev, Principal Secretary, Finance Department and C. Udayabhaskar, Chief General Manager, NABARD. The NABARD has agreed to approve an amount of Rs 119.80 crore to Odisha under...
ଅବକାରୀ ଧରପଗଡ ଜୋରଦାର
ଭୁବନେଶ୍ୱର : ପୌର ନିର୍ବାଚନ ସମୟରେ ଅବକାରୀ ବିଭାଗ ଧରପଗଡକୁ ଜୋରଦାର କରିବା ଫଳରେ ଚଳିତ ମାସର ଦଶଦିନ ମଧ୍ୟରେ ୮୯୦ ଜଣ ବନ୍ଧା ହେବା ସହିତ ପ୍ରାୟ ସାଢେ ୪କୋଟି ଟଙ୍କାର ସାମଗ୍ରୀ ଜବତ ହେଲାଣି । ଏହି ସମୟରେ ଅବକାରୀ ବିଭାଗ ୧୦୬୫ଟି ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁଯାୟୀ ପୌର ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାରକୁ ରୋକିବାପାଇଁ ଅବକାରୀ କମିଶନର ଆଶିଷ କୁମାର ସିଂହ କଡା ନିର୍ଦ୍ଦେଶ ଦେବାପରେ ଚଢଉ ଜୋରଦାର ହୋଇଛି । ଫଳରେ...








