Odisha Turning Steel & Metal Hub
Bhubaneswar:The State will achieve more than 50 per cent value addition to the primary metal produced in the State with the development of downstream units in metal envisioned in a big way by 2030. The way Odisha is attracting investments, this Eastern State will turn as the mineral and steel hub of the nation. The only coastal mineral rich State...
Dial 112 For Emergency
Bhubaneswar: Chief Minister Naveen Patnaik on Friday said that the single- number emergency response support system will be very beneficial for all, especially women and elderly persons. Launching the service through video conference, he said from now on, people will dial only a single number for all their emergency needs related to police, fire service, health, disaster and any other...
ସାକାର ରୂପ ନେଉଛି ବନ୍ଦର ଭିତ୍ତିକ ଅଭିବୃଦ୍ଧି
ଭୁବନେଶ୍ୱର : ଓଡ଼ିଶାର ପୂର୍ବତଟରେ ବନ୍ଦର-ଭିତ୍ତିକ ଶିଳ୍ପାନ୍ୱୟନ ଯୋଜନା ବର୍ତ୍ତମାନ ସାକାର ରୂପ ନେଉଛି । ପାରାଦ୍ୱୀପ ପୋର୍ଟ ସହିତ ଧାମରା ଏବଂ ଗୋପାଳପୁର ଗଭୀର ବନ୍ଦରର ଦୃତ ବିକାଶ ଏ ଦିଗରେ ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ବୈଠକରେ ଧାମରା ଏବଂ ଗୋପାଳପୁର ବନ୍ଦରର ଅଗ୍ରଗତି ଏବଂ ଧାମରାଠାରେ ବନ୍ଦର-ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା...
ଉପର ମୁହାଁ ହେଉଛି କରୋନା
ଭୁବନେଶ୍ୱର : କିଛି ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଦୁଇ ଅଙ୍କରେ ରହିବାପରେ ଆଜି ତିନିଅଙ୍କରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ୨୨ ଜିଲ୍ଲାରୁ ୧୧୦ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଲକ୍ଷ୍ୟ କରାଯାଇଛି । ଚିହ୍ନଟ ୧୧୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୦ଜଣ ଚିହ୍ନଟ ହୋଇଥିବାବେଳେ ଖୋରଧାରୁ ୧୫, ନୂଆପଡା ଓ ମୟୁରଭଞ୍ଜରୁ ୯ଜଣ କରି, ସୁନ୍ଦରଗଡରୁ ୭, ଅନୁଗୁଳରୁ ଓ ଗଞ୍ଜାମରୁ ୬କରି, ଯାଜପୁରରୁ ୫, ସମ୍ବଲପୁର,...
ମହାନଦୀ ସଂଯୋଗୀକରଣ ରିପୋର୍ଟ ଚୂଡାନ୍ତ
ଭୁବନେଶ୍ୱର : ଜଳସମ୍ପଦର ବିକାଶ ଲାଗି ଜାତୀୟ ଜଳ ବିକାଶ ପ୍ରତିଷ୍ଠାନ (ଏନ୍ଡବ୍ଲ୍ୟୁଡିଏ) ନଦୀ ସଂଯୋଗୀକରଣ ଯୋଜନା ହାତକୁ ନେଇଥିବାବେଳେ ମହାନଦୀ-ଗୋଦାବରୀ ଫିଜିବିଲିଟି ରିପୋର୍ଟ (ଏଫ୍ଆର) ଚୂଡାନ୍ତ ହୋଇଛି । ଅନୁରୂପ ଭାବେ ସୁବର୍ଣ୍ଣରେଖା-ମହାନଦୀ ଆନ୍ତଃନଦୀ ସଂଯୋଗୀକରଣ ରିପୋର୍ଟ ମଧ୍ୟ ଚୂଡାନ୍ତ ହୋଇଛି । ସେହିଭଳି ସୁବର୍ଣ୍ଣରେଖା-ଦାମୋଦର ନଦୀ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହୋଇଥିବା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ରତନ ଲାଲ କଟାରିଆ ଆଜି ଲୋକସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାନଦୀରୁ ଗୋଦାବରୀ ସଂଯୋଗୀକରଣ ଓଡିଶା, ଝାଡଖଣ୍ଡ, ଛତିଶଗଡ,...
ପୁରୁଣା ଗାଡି ହଟାଇବ କେନ୍ଦ୍ର
ଭୁବନେଶ୍ୱର : ରାଜ୍ୟରେ ୧୫ବର୍ଷ ଅତିକ୍ରାନ୍ତ କରିଥିବା ୨୩ହଜାରରୁ ଅଧିକ ଚାରିଚକିଆ ଯାନ ରହିଛି । ଏଗୁଡିକୁ ଚଳାଚଳ ନକରିବାର କ୍ଷମତା କେନ୍ଦ୍ର ସରକାରଙ୍କର । ୧୫ବର୍ଷର ପୁରୁଣା ଯାନ ଚଳାଚଳ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହା କହିଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ୧୫ବର୍ଷ ଅତିକ୍ରମ କରୁଥିବା ବସ୍ ଓ ଟ୍ରକ ଗୁଡିକୁ ଚଳାଚଳ ନକରିବାର କ୍ଷମତା ଆଇନ୍ ଅନୁଯାୟୀ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ...
Mahanadi Link Gets Feasibility
New Delhi: National Water Development Agency (NWDA) has been taking up Inter Linking of Rivers for development of Water Resources and in the process the Feasibility Report (FR) of Mahanadi-Godavari River Inter Linking is completed. Similarly Subarnarekha-Mahanadi Inter Linking Feasibility Report is also completed. Similarly Subarnarekha-Damodar River Feasibility Report is ready, said Union Minister of State Jal Shakti, Ratan Lal Kataria. Union...
୧୦ବର୍ଷରେ ୫ ନୂଆ ରେଳ ପ୍ରକଳ୍ପ……
ଭୁବନେଶ୍ୱର : ବିଗତ ୧୦ବର୍ଷରେ ରାଜ୍ୟରେ ୫ଟି ନୂଆ ରେଳପ୍ରକଳ୍ପ ଆରମ୍ଭ ହୋଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ନୂଆ ରେଳପଥ ନିର୍ମାଣ ସଂକ୍ରାନ୍ତରେ ବିଜେପି ବିଧାୟକ ମୋହନ ଚରଣ ମାଝି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୫ଟି ନୂଆ ରଳପଥ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଛି । ସେଗୁଡିକ ହେଲା ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍,...
Odisha Favors Treasury Transfer
Bhubaneswar: Odisha Government has requested Government of India for discontinuance of mandatory transfer of Central and State Share of Centrally Sponsored Schemes (CSS) to the bank account of the implementing agency. While there is hardly any flexibility to allow operation of funds of Centrally Sponsored Schemes directly through state treasury system, it is resulting in parking of huge funds outside...
OMC Pays 1K Cr Dividend
Bhubaneswar: State-run Odisha Mining Corporation (OMC) today paid Rs 1,000 crore interim dividend to the State government for the financial year 2020-21. On behalf of OMC, State Steel & Mines Minister Prafulla Mallick handed over the cheque amounting to Rs 1,000 crore to Chief Secretary Suresh Chandra Mohapatra, in presence of Chief Minister Naveen Patnaik. Among others, Principal Secretary (Finance) Ashok...










