Covaxin For Ganjam
Bhubaneswar: With the shortage of Covishield vaccine, the state government has decided to inoculate Covaxin doses in Chief Minister’s home district Ganjam. In a letter to Ganjam Collector and Berhampur Municipal Commissioner, Additional Chief Secretary, Health, PK Mohapatra said the State Government has taken a decision to introduce Covaxin vaccine in the district of Ganjarn from July 2021 for vaccination...
ରାଜଧାନୀରେ ସେଞ୍ଚୁରୀ ମାରିଲା ପେଟ୍ରୋଲ
ଭୁବନେଶ୍ୱର : ରାଜଧାନୀରେ ସେଞ୍ଚୁରୀ ମାରିଛି ପେଟ୍ରୋଲ । ଗତ ୨୪ଘଣ୍ଟା ମଧ୍ୟରେ ଲିଟର ପ୍ରତି ୩୬ ପଇସା ବୃଦ୍ଧିପାଇ ଆଜି ରାଜଧାନୀର ଲିଟର ପ୍ରତି ଦର ୧୦୦ ଟଙ୍କା ୧ପଇସାରେ ପହଞ୍ଚିଛି । ତେବେ ଡିଜେଲ ମୂଲ୍ୟ ୯୭ଟଙ୍କା ୨୫ପଇସାରେ ଅପରିବର୍ତ୍ତିତ ରହିଛି । କଟକରେ ପେଟ୍ରୋଲ ଦର ଆଜି ୧୦୦ ଟଙ୍କା ଅତିକ୍ରମ କରିଛି । ପଟ୍ରୋଲ ବର୍ତ୍ତମାନ ଐତିହାସିକ ସହର କଟକରେ ଲିଟର ପ୍ରତି ୧୦୦ ଟଙ୍କା ୩ପଇସାରେ ବିକ୍ରି ହେଉଛି । ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ ଏବଂ ରାୟଗଡା ସମେତ...
388 Cr RIDF Funds For State
Bhubaneswar: The NABARD has sanctioned Rs 388 crore to the Odisha Government under Rural Infrastructure Development Fund (RIDF) for setting up of four mega piped drinking water supply projects. One project will be taken up in Boipariguda Block of Koraput district, one in Nilgiri Block of Balasore district and two others in Malkangiri & Kalimela Blocks of Malkangiri district. This...
୭୫ ଦିନରେ ୧୦ହଜାର ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ
ଭୁବନେଶ୍ୱର : ଗୃହ ଏବଂ ନଗର ଉନ୍ନୟନ ବିଭାଗ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ଧରି ରଖିବା (କ୍ୟାଚ୍ ଦି ରେନ୍) ଅଭିଯାନ ଆରମ୍ଭ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ଓଡିଶାର ୧୧୪ ଟି ସହରାଞ୍ଚଳରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ପାଇଁ ଅତି କମରେ ୫୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚ୍ଏସ୍) ର୍ନିମାଣ ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ୭୫ ଦିନରେ...
କରୋନା ପାଇଁ ଓଡିଶାରେ କେନ୍ଦ୍ରୀୟଦଳ
ନୂଆଦିଲ୍ଲୀ : ଏବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାକୁ ଲାଗିଥିବା ବେଳେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ଏବଂ ଅନ୍ୟ ୫ଟି ରାଜ୍ୟକୁ ଟିମ୍ ପଠାଇଛନ୍ତି । ଏହି କେନ୍ଦ୍ରୀୟ ଟିମ୍ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ବି ଯାଇଛି । ଓଡ଼ିଶାକୁ ପଠାଯାଇଥିବା ଟିମର ନେତୃତ୍ୱ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନ୍ ନେଉଛନ୍ତି । କୋଭିଡ...
Petrol Hits Century In BBSR
Bhubaneswar: Petrol price has hit a century in capital city Bhubaneswar on Friday with the increase in the price by 36 paise in the past 24 hours. The price of petrol now costs Rs 100.01 per litre in the city. However, the diesel price has remained unchanged. The price of diesel is Rs 97.25 per litre. The petrol price in...
ବହୁମୁଖୀ ଇନଡୋର ଷ୍ଟାଡିୟମ ପାଇଁ ଦାବି
ଭୁବନେଶ୍ୱର : ଭୁବନେଶ୍ୱର (ଉତ୍ତର)ବିଧାୟକ ସୁଶାନ୍ତ ରାଉତ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏକ ବହୁମୁଖୀ ଇନଡୋର ଷ୍ଟାଡିଅମର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ସେଠାକାର ବିଭିନ୍ନ ବିଦ୍ୟାଳୟର କିଛି ପ୍ରତିଷ୍ଠିତ କ୍ରୀଡାବିତମାନଙ୍କ ତରଫରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମାନ ଦାବିପତ୍ର ଦିଆଯାଇଛି । ୨୦୧୮ ହକି ବିଶ୍ୱକପ୍ର ସଫଳ ଆୟୋଜନ ପରଠାରୁ ନବୀନ ପଟ୍ଟନାୟକଙ୍କ ଅଧୀନରେ ଓଡିଶା ସରକାର ଭୁବନେଶ୍ୱରକୁ ଦେଶର ଏକ ପ୍ରମୁଖ କ୍ରୀଡା କେନ୍ଦ୍ର ଭାବରେ ପରିଣତକରିବା ଦିଗରେ ପ୍ରୟାସ ଜାରିରଖିଛନ୍ତି...
ମଦଦୋକାନୀଙ୍କ ଲାଇସେନ୍ସ ବାତିଲ କର
ଭୁବନେଶ୍ୱର : ସରକାରଙ୍କ ଲକଡାଉନ୍ ଓ ସଟ୍ଡାଉନ୍ କଟକଣାକୁ ଭ୍ରୁକ୍ଷେପ ନକରି ଯେଉଁ ମଦଦୋକାନୀମାନେ ଧରାପଡୁଛନ୍ତି ସେମାନଙ୍କ ଲାଇସେନ୍ସ ବାତିଲ କରିବା ସହ ଦୁର୍ବିପାକ ପରିଚାଳନା ଆଇନ୍ ଆଧାରରେ ଦୃଢ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । କରୋନା କଟକଣା ଲାଗି ଜାରି ଲକଡାଉନ ଓ ସଟ୍ଡାଉନ ପରିପ୍ରେକ୍ଷୀରେ ଅନେକ ଦୋକାନ ବଜାର ବନ୍ଦ ରହୁଥିବାବେଳେ ମଦ ବ୍ୟବସାୟୀମାନେ ଦୋକାନ ଖୋଲିବାପାଇଁ ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ ସଂସ୍ଥାଙ୍କ ସହାୟତାରେ ମଦୁଆଙ୍କ ଘରେ ମଦ ପହଞ୍ଚାଇବାପାଇଁ ବ୍ୟବସ୍ଥା କରାଯାଇଛି । ଏ ପରିପ୍ରେକ୍ଷୀରେ...
ସରକାରୀ କ୍ୱାଟର୍ସ ଏବେ ଚୋର, ନିଶାଡିଙ୍କ ଆଡ୍ଡାସ୍ଥଳ
ଭୁବନେଶ୍ୱର : ରାଜଧାନୀରେ ଖାଲି ପଡୁଥିବା ସରକାରୀ କ୍ୱାଟର୍ସ ଏବେ ନିଶାବେପାରୀ ଓ ଚୋରଙ୍କୁ ସୁହାଇଛି । ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରେ ଖାଲି ପଡିଥିବା ଏକାଧିକ କ୍ୱାଟର୍ସ କ୍ୟାପିଟାଲ ଥାନା ଅଧିନରେ ଚୋରି ବୃଦ୍ଧିର ଅନ୍ୟତମ କାରଣ ହୋଇଥିବାବେଳେ ନିଶାଡିମାନେ ବି ଏଠାରେ ଆଡ୍ଡା ଜମାଉଛନ୍ତି । ଫଳରେ ଖାଲି ପଡିଥିବା ଏହି କ୍ୱାଟର୍ସର ଆଖପାଖରେ ରହୁଥିବା ଲୋକେ ଅତ୍ୟନ୍ତ ଭୟାତୁର ଅବସ୍ଥାରେ ରହୁଛନ୍ତି । ଛଅ ନମ୍ବର ଅଞ୍ଚଳରେ ବିଭିନ୍ନ ଶ୍ରେଣୀର ମୋଟ୍ ୮୮୯ଟି ସରକାରୀ କ୍ୱାଟର୍ସ ଥିବାବେଳେ ଏଥିରୁ ସର୍ବାଧିକ...
Road Infra In Red Corridor
Bhubaneswar: To conduct anti-Maoist operations in core Left Wing Extremism (LWE) areas, road connectivity is highly essential. Therefore, the State Government has planned to construct 43 roads and 14 bridges or culverts in seven Maoist affected districts. Additional Chief Secretary, Home, Sanjeev Chopra has asked his colleagues in Rural Development Department, PK Jena and Works Department, Krishan Kumar, in this...