ସରକାରୀ କ୍ୱାଟର୍ସ ଏବେ ଚୋର, ନିଶାଡିଙ୍କ ଆଡ୍ଡାସ୍ଥଳ
ଭୁବନେଶ୍ୱର : ରାଜଧାନୀରେ ଖାଲି ପଡୁଥିବା ସରକାରୀ କ୍ୱାଟର୍ସ ଏବେ ନିଶାବେପାରୀ ଓ ଚୋରଙ୍କୁ ସୁହାଇଛି । ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରେ ଖାଲି ପଡିଥିବା ଏକାଧିକ କ୍ୱାଟର୍ସ କ୍ୟାପିଟାଲ ଥାନା ଅଧିନରେ ଚୋରି ବୃଦ୍ଧିର ଅନ୍ୟତମ କାରଣ ହୋଇଥିବାବେଳେ ନିଶାଡିମାନେ ବି ଏଠାରେ ଆଡ୍ଡା ଜମାଉଛନ୍ତି । ଫଳରେ ଖାଲି ପଡିଥିବା ଏହି କ୍ୱାଟର୍ସର ଆଖପାଖରେ ରହୁଥିବା ଲୋକେ ଅତ୍ୟନ୍ତ ଭୟାତୁର ଅବସ୍ଥାରେ ରହୁଛନ୍ତି । ଛଅ ନମ୍ବର ଅଞ୍ଚଳରେ ବିଭିନ୍ନ ଶ୍ରେଣୀର ମୋଟ୍ ୮୮୯ଟି ସରକାରୀ କ୍ୱାଟର୍ସ ଥିବାବେଳେ ଏଥିରୁ ସର୍ବାଧିକ...
Road Infra In Red Corridor
Bhubaneswar: To conduct anti-Maoist operations in core Left Wing Extremism (LWE) areas, road connectivity is highly essential. Therefore, the State Government has planned to construct 43 roads and 14 bridges or culverts in seven Maoist affected districts. Additional Chief Secretary, Home, Sanjeev Chopra has asked his colleagues in Rural Development Department, PK Jena and Works Department, Krishan Kumar, in this...
Offices To Run With 50 PC Staff
Bhubaneswar: Like last fortnight, all Government offices will function with 50 percent strength of employees till July 15, General Administration & Public Grievance Department said in an order issued on Thursday. In the order, the Government said all administrative departments and subordinate offices in the State will function with 50 percent strength of employees (officers of the rank of deputy secretary and...
CM Stress On Regional Devp
Bhubaneswar: Chief Minister Naveen Patnaik Thursday said that community involvement in developmental planning is essential for balanced regional growth. Inducting 56 Senior Economic Investigators in the Planning & convergence department, he emphasised on evidence based outcome oriented planning, leading to achievement of sustainable development goals and better human development Indices. “This will ensure growth with justice and equity, he said. He stressed that systematic developmental planning requires involvement of...
ଗଡିଲା ଫସଲବୀମା ସଚେତନତା ଗାଡି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ...
CoE Tag For KnJ Engg College
Bhubaneswar: In another significant step towards development of world class academic research expertise and mining and metallurgy skill in State, the State Government has initiated steps for developing the Government college of Engineering, Keonjhar to a Centre of Excellence in Research of Earth Science and Technology. This was discussed in a high level meeting held here on digital mode under...
ଓମାନ୍ ଓଡ଼ିଆ ସଂଘ ତରଫରୁ ୩.୮୨ ଲକ୍ଷ ଟଙ୍କା ଦାନ
ଭୁବନେଶ୍ୱର : ଓମାନ୍ ଓଡ଼ିଆ ସଂଘ ତରଫରୁ ରାଜ୍ୟର କୋଭିଡ଼୍ ଲଢ଼େଇରେ ଯୋଗଦାନ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନରେ ସଂଘର କର୍ମକର୍ତ୍ତା ସଂପଦ କୁମାର ବଳ, ସଂଜିତ୍ କୁମାର ମହାନ୍ତି ଏବଂ ବିଦ୍ୟୁତ୍ଲତା ମହାନ୍ତିଙ୍କ ଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ଶ୍ରୀ ବଳ କହିଥିଲେ ଯେ ଓମାନରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ରାଜ୍ୟର କୋଭିଡ୍...
GST Records 13.13 PC Growth
Bhubaneswar: The State has collected Odisha Goods and Services Tax (OGST) of Rs 858.83 crore during June 2021, which is 13.13 percent more than what State had got in June last year. The State had collected Rs 759.17 crore during June 2020. The progressive collection of OGST during the first quarter of the current financial year 2021-22 is Rs 2812.93...
Time Relax For Asset Report
Bhubaneswar: As many of its employees are busy in discharging Covid-19 management duty, the State Government has given another two months time to them to submit their property details. Now, the government officers can submit their asset details before August 31. The General Administration and Public Grievances Department has issued a circular to all Department, RDCs and Collectors. “It has...
୧୬ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର : କୋଭିସିଲ୍ଡ ଟିକା ଅଭାବରୁ ରାଜ୍ୟ ସରକାର ଗୁରୁବାର ଦିନ ୧୬ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ଏହିସବୁ ଜିଲ୍ଲାଗୁଡିକ ହେଉଛି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ । ଏହି ୧୬ଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହି ଜିଲ୍ଲାଗୁଡିରେ ଟିକାକରଣ ସ୍ଥଗିତ...