2K Cr For Mukhya Mantri Sadak

Bhubaneswar: The State Government has decided to continue its Mukhya Mantri Sadak Yojna (MMSY) for another three years from 2021-22 to 2023-24 with a total outlay of Rs 2,000 crore. Additional Chief Secretary (ACS) Rural Development, PK Jena on Monday issued a notification for this purpose. The State Cabinet in its last meeting held on 23 November had approved a...

India Moving Towards 150 Crore Vax

0

New Delhi: Prime Minister Narendra Modi has said that the country is fast moving towards achieving administration of 150 Crore doses of vaccine. Addressing Media before the Parliament Session, PM said that “since the last session, the country has administered more than 100 crore Covid vaccine doses and we are now moving fast towards the figure of 150 crores”. “We should...

ଛାୟା ବିଧାନସଭାରେ ପିଲାଙ୍କ ପାରଦର୍ଶିତା

0

ଭୁବନେଶ୍ୱର : ବିଧାନସଭାରେ ପାରିତ ହୋଇଛି ଶିଶୁ ଶ୍ରମ ନିରୋଧ ଆଇନ୍‍ -୨୦୨୧ । ଶ୍ରମ ଓ ଇଏସ୍‍ଆଇ ମନ୍ତ୍ରୀ ଆଗତ କରିଥିବା ବିଲ୍‍ଟି ବହୁ ମତରେ ପାରିତ ହୋଇଛି । ବିଲ୍‍ ପାରିତ ସମୟରେ ଶାସକଦଳ ଟେବୁଲ ବାଡେଇ ସ୍ୱାଗତ କରିଛନ୍ତି । ଏଥି ସହିତ ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ଉପରେ ବି ଆଲୋଚନା ପରିସରକୁ ଆସିଛି । ରାଜ୍ୟପାଳ ଗୃହରେ ତାଙ୍କର ଅଭିଭାଷଣ ରଖିଥିବାବେଳେ ୨୦୨୧-୨୨ ବଜେଟ ବି ଗୃହରେ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀମାନେ ଗୃହରେ...

OPWD Code Made Vibrant

0

Bhubaneswar: Odisha Government has revised its Odisha Public Works Department Code to make it more vibrant, sources said. Dr Krishan Kumar, Secretary Works has signed an Office Memorandum including another para in the codal provisions for Blacklisting of contractors. "The blacklisting period per offence shall be limited to 03 (Three) years subject to an overall maximum cumulative period of 10 (Ten)...

କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି

0

ଭୁବନେଶ୍ୱର : ଆଜି ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡ଼ଃ ପାତ୍ର ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ । ଡିସେମ୍ୱର ୧ ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଏବଂ ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ୬ଟା...

AIRNxt For Youth

0

New Delhi: In an unprecedented step, All India Radio has opened up its studios for the voices that represent Young India, starting from November 28, 2021. For the next 52 weeks, AIR stations, in all States and UTs across India, will give opportunity to youngsters from local colleges, universities to take part in AIR programming, allowing them to discuss...

ସ୍ନାତକୋତ୍ତର ଛାତ୍ରୀ ରାଜଧାନୀରୁ ନିଖୋଜ

0

ଭୁବନେଶ୍ୱର : ରାଜଧାନୀର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ ହୋଇଛନ୍ତି । ତାଙ୍କୁ ଅପହରଣ କରାଯାଇଛି ବୋଲି ପରିବାର ପକ୍ଷରୁ ପୁଲିସ୍‍ ନିକଟରେ ଅଭିଯୋଗ ହୋଇଛି । ଏଥିଘେନି ଏବେ ପୁଲିସ୍‍ ପ୍ରଶାସନ ଅପହୃତା ଛାତ୍ରୀଙ୍କୁ ଉଦ୍ଧାର ଲାଗି ତତ୍ପର ହୋଇ ଉଠିଛନ୍ତି । ସ୍ମାର୍ଟଫୋନ୍‍ରେ ହେଉଥିବା ସ୍ମାର୍ଟ ପ୍ରେମ ର ଏହା ଅନ୍ୟଏକ ଉଦାହରଣ ବୋଲି କୁହାଯାଉଛି । ଛାତ୍ରୀଜଣଙ୍କ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ କରନ୍ତି । ଗତ ୨୫ତାରିଖ ଦିନ ସେ ବିଶ୍ୱବିଦ୍ୟାଳୟକୁ ପାଠପଢିବାକୁ...

“ସର୍ବସାଧାରଣ” ସାଧାରଣ ଲୋକଙ୍କ ସ୍ୱର ହୋଇଛି

0

ଭୁବନେଶ୍ୱର : ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ଦ୍ୱାଦଶ ବାର୍ଷିକୋତ୍ସବ ଆଜି ସଂଧ୍ୟାରେ ଭୁବନେଶ୍ୱର ଇନ୍‌ଫୋସିଟି ରୋଡ୍‌, ପଟିଆସ୍ଥିତ ସର୍ବସାଧାରଣ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ମାତ୍ର ୧୨ ବର୍ଷର ସମ୍ବାଦ ପତ୍ର ‘ସର୍ବସାଧାରଣ’ ଆଜି ସାହିତ୍ୟ ଓ ସମ୍ବାଦ ପତ୍ର ପ୍ରକାଶନ କ୍ଷେତ୍ରରେ ସ୍ୱତନ୍ତ୍ର...

ପ୍ରହସନ ପାଲଟିଛି ଜବରଦଖଲ ଉଚ୍ଛେଦ

0

ଭୁବନେଶ୍ୱର : ରାଜଧାନୀରେ ସରକାରୀ ଜମିରୁ ଜବରଦଖଲ ହଟାଇବା କାର୍ଯ୍ୟ ଏବେ ‘ଗୋଦରାର ସାରୁ କିଆରୀ କୋଡିବା’ ଭଳି ହେଲାଣି । କର୍ତ୍ତୃପକ୍ଷ ଯେତିକି ଜବରଦଖଲ ହଟାଉଛନ୍ତି ତାହାର ଦୁଇଗୁଣା ପାଖପାଖି ଲୋକେ ମାଡି ବସୁଛନ୍ତି । ରାଜଧାନୀରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୨୨,୯୦୦ ଏକର ଜମି ରହିଛି । ଏଥିରୁ ପାଖାପାଖି ୫୦୦ ଏକର ଜମିକୁ ସାଧାରଣ ଲୋକେ ଓ ମାଫିଆମାନେ ମାଡି ବସିଥିବା ସରକାରୀ ହିସାବ କହୁଛି । ବାସ୍ତବ ହିସାବ ଏହାଠାରୁ ଢେର ଅଧିକ । ବାପୁଜୀନଗର...

Alert On Covid Third Wave

0

Bhubaneswar: Amid detection of Covid variant Omicron in some foreign countries, Odisha Government on Sunday asked all District Collectors and Superintendent of Police(SP)s to remain prepared to tackle possible third wave of Covid-19. Chief Secretary Suresh Chandra Mahapatra held a videoconferencing meeting with all District Collectors, Superintendents of Police, Chief District Medical Officers (CDMOs) and concerned officials to remain alert for the...