ବନ୍ଦ ହେବ ୧୯୬୩ର ହାଇସ୍କୁଲ
ଭୁବନେଶ୍ୱର : ଶିକ୍ଷା ବିଭାଗର ନିଷ୍ପତ୍ତିଯୋଗୁଁ ଏବେ ରାଜଧାନୀର ସର୍ବପୁରାତନ ବାଳିକା ଉଚ୍ଚବିଦ୍ୟାଳୟ ବନ୍ଦ ହେବାକୁ ବସିଲାଣି । ଛାତ୍ରୀ ଅଭାବରୁ ଆଉ ବର୍ଷେ ଦୁଇବର୍ଷ ଭିତରେ ଏହି ସ୍କୁଲରେ ତାଲା ପଡିବାର ଆଶଙ୍କା କର୍ମଚାରୀମାନେ କରୁଛନ୍ତି । ୧୯୬୩ ମସିହାରେ ସ୍ଥାନୀୟ ଛଅ ନମ୍ବର ୟୁନିଟ୍ରେ ପ୍ରତିଷ୍ଠା ହୋଇଥିଲା ବାଳିକା ଉଚ୍ଚ ବିଦ୍ୟାଳୟ । ଏହାର ଠିକ୍ ବର୍ଷକ ପରେ ଅର୍ଥାତ୍ ୧୯୬୪ ମସିହାରେ ଏହାର ନିକଟରେ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏଥି ସହିତ ବାଳକ ବିଦ୍ୟାଳୟ ପରିସରରେ...
Vax Time Relax For Foreign Going Students
Bhubaneswar: The second dose of Covishield can now be administered between 28 and 84 days of the first dose to facilitate foreign travel for reasons such as education, employment and sports events. Additional Chief Secretary (ACS) Health & FW, PK Mohapatra on Wednesday issued instructions to the Collectors, Commissioners of Municipal Corporations and Chief District Medical & Public Health Officers...
Srimandir Continues Closure Till 25 July
Puri: The Shree Jagannath Temple in Puri will continue to remain closed for the devotees till July 25. Chief Administrator of the Shree Jagannath Temple Administration (SJTA), Krishan Kumar informed this to media persons after holding a meeting with Chatisa Nijog here on Wednesday. The temple has remained out bound for devotees from May 5 to till June 15. Now,...
STA Allows New Vehicle Registration
Cuttack: With the sharp decline in collection of vehicle tax due to lockdown restrictions, the State Government has allowed opening of vehicle showrooms from Thursday. In its latest lockdown guidelines issued on Wednesday, the Government has allowed activities related to sale and service (including service units of dealers/ garage on wheels) of all automobiles and bicycles from June 17. Following...
8.5K Cr For Health Infra
Bhubaneswar: Health care is the primary focus area of the State Government and it is investing more than Rs 8500 crores on development of health infrastructure, Chief Minister Naveen Patnaik said on Wednesday. Interacting with 786 newly appointed doctors, Mr.Patnaik said that the State Government is continuously strengthening the health care system by recruiting large number of personnel in the...
ରଘୁରାଜପୁରର ପ୍ରତି ପରିବାରକୁ ୧୦ହଜାର ଟଙ୍କା
ଭୁବନେଶ୍ୱର : ପୁରୀ ଜିଲ୍ଲାର ରଘୁରାଜପୁର ଗାଁରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସତ୍ପରଙ୍ଗ । ଗାଁର ସବୁ ପରିବାର, ୧୫୦ ପରିବାର ଏଥିରେ ଭାଗ ନେଇଥିଲେ। ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ । ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା...
Saptarang@Raghurajpur
Bhubaneswar: Chief Minister Naveen Patnaik on Wednesday said that Raghurajpur village is the pride and glory of Odisha. The paintings of the artists of this village have brought a lot of fame and prestige to Odisha today, he said and added that Raghurajpur is also the birthplace of the late Kelucharan Mohapatra, the great Odissi dance guru, he said at...
କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା
ଭୁବନେଶ୍ୱର : କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା | ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ | ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମ୍ରିତ ରୁତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ...
ଜୁଲାଇ ୨୫ଯାଏ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
ଭୁବନେଶ୍ୱର : ଶ୍ରୀମନ୍ଦିରୁ ଭକ୍ତ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବଢାଇ ଦିଅ।।ଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜୁଲାଇ ୨୫ତାରିଖରେ ପରବର୍ତ୍ତୀ ବୈଠକ ରେ ଭକ୍ତଙ୍କ ଦର୍ଶନ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ । ଆସନ୍ତା ଜୁଲାଇ ୧୨ ତାରିଖରେ ରଥଯାତ୍ରା ପଡୁଥିବାବେଳେ ୨୩ ତରିଖରେ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...
ପିଡ଼ିଏସ ଚାଉଳ ‘ଶ୍ରୀ ଓମ୍’ ବ୍ରାଣ୍ଡରେ ବିକ୍ରି
ଭୁବନେଶ୍ୱର : ରାଜ୍ୟରେ ସାଧାରଣ ଲୋକଙ୍କୁ ଦିଆଯାଉଥିବା ପିଡିଏସ ଚାଉଳ ପଶୁଖାଦ୍ୟ ବୋଲି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିବା ଏବଂ ଏ ସଂକ୍ରାନ୍ତରେ କଟକ ଜିଲ୍ଲା କଂଗ୍ରେସ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ପରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯାଇଥିଲା । ଏବେ ମିଲ ମାଲିକ ଓ ଯୋଗାଣ ବିଭାଗର ମଧୂଚନ୍ଦ୍ରିକାରେ ପିଡିଏସ ଚାଉଳ ବଜାରରେ ବିକ୍ରି ହେଉଛି ବୋଲି...










