୪୦୬୦ ପଞ୍ଚାୟତରେ ବ୍ୟାଙ୍କ୍ଶାଖା ନାହିଁ
ଭୁବନେଶ୍ୱର : ଡିଜିଟାଲ ଇଣ୍ଡିଆ ଓ ଡିଜିଟାଲ ପେମେଣ୍ଟ ଯୁଗରେ ଏବେ ବି ଓଡିଶାର ଅତି କମ୍ରେ ୪୦୬୦ ପଞ୍ଚାୟତରେ ଲୋକଙ୍କୁ ଆର୍ଥିକ ସେବା ଯୋଗାଣ ପାଇଁ ନିଜସ୍ୱ ଘର ଥିବା ବ୍ୟାଙ୍କ୍ ଶଖାଟିଏ ନାହିଁ । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରୁ ଏହା ଜଣାଯାଇଛି । ଏହି ସୂଚନା ଅନୁଯାୟୀ ଜାତୀୟ ସ୍ତରରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ୧୮.୧୨ ଟି ବ୍ୟାଙ୍କ୍ଶାଖା ଥିବାବେଳେ ୨୨.୩୨ଟି ଏଟିଏମ୍ ରହିଛି । କିନ୍ତୁ ଓଡିଶାରେ ଏହା ଯଥାକ୍ରମେ ୧୩.୦୬...
ଅଧିକାଂଶ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ନାହିଁ
ଭୁବନେଶ୍ୱର : ଓଡିଶାରେ ୨୬ଟି ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଥିବାବେଳେ ଏଥିରୁ ଅନେକଙ୍କର ନାକ୍ ମାନ୍ୟତା ନାହିଁ । ଯେଉଁଗୁଡିକର ବି ନାକ୍ ମାନ୍ୟତା ଅଛି ସେଥିରୁ କେବଳ ଗୋଟିଏ ଏ++ ଗ୍ରେଡ୍ ହାସଲ କରିଥିବାବେଳେ ଅନ୍ୟଗୁଡିକର ଗ୍ରେଡ୍ ମାନ୍ୟତା ନିମ୍ନ ବର୍ଗରେ ରହିଛି । ସେହିଭଳି ଓଡିଶାରେ ଥିବା ୫୦ଟି ସରକାରୀ ଡିଗ୍ରୀ କଲେଜ ମଧ୍ୟରୁ କାହାର ବି ‘ଏ++’ ଗ୍ରେଡ୍ର ନାକ୍ ମାନ୍ୟତା ନାହିଁ । ସ୍ୱୟଂଶାସିତ କଲେଜଗୁଡିକ ମଧ୍ୟରୁ କେତେକର ସ୍ୱୟଂଶାସନ ମର୍ଯ୍ୟାଦାର ନବୀକରଣ ହୋଇନଥିବାବେଳେ ସଂଖ୍ୟାଧିକଙ୍କର ଗ୍ରେଡ୍...
4060 GPs Wait For Bankd
Bhubaneswar: In the era of Digital India and digital payment, at least 4060 Gram Panchayats (GPs) in Odisha don’t have a Brick and Mortar (B&M) branch to provide financial services to the people. According to official data shared at the recently held State Level Bankers’ Committee (SLBC) meeting, National average of B&M Branch and ATM per lakh of population is...
ଜୁଲାଇରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷେଧ
ନୂଆଦିଲ୍ଲୀ : ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରକୁ ୨୦୨୨ ସୁଦ୍ଧା ପର୍ଯ୍ୟାୟ କ୍ରମେ ନିଷେଧ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆ ଯାଇଥିବା ଆହ୍ୱାନ ଅନୁସାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୨ ଅଗଷ୍ଟ ୨୦୨୧ରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ ଅଧିସୂଚିତ କରିଛନ୍ତି । ଆଜାଦୀର ଅମୃତ ମହୋତ୍ସବ ଭାବନାକୁ ଆହୁରି ଅଧିକ ଆଗେଇ ନେଇ, ଦେଶ ଦ୍ୱାରା ଅଳିଆ ଆବର୍ଜନା ଏବଂ ଅଣପରିଚାଳିତ ପ୍ଲାଷ୍ଟିକ୍ ଆବର୍ଜନା ଯୋଗୁଁ...
ଓଡ଼ିଶାକୁ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସି, ଏଚସିଏଲ, ଇପିଆଇଏଲର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଓଡ଼ିଆ ଓ ଜନଜାତିଙ୍କ ହିତଲାଗି ବିଭିନ୍ନ ଯୋଜନା କରିଥାନ୍ତି । ୨୦୨୪ସୁଦ୍ଧା ମୋଦୀ ସରକାର ବନବାସୀ ପିଲାଙ୍କ ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର...
ବର୍ଷାଋତୁ ପାଇଁ ସତର୍କ କରାଇଲେ ପ୍ରମୁଖ ସଚିବ
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପହଞ୍ଚି ଥିବାବେଳେ ସହରାଞ୍ଚଳରେ ଥିବା ରାସ୍ତା, ଡ୍ରେନ ଆଦିରେ ଯେଭଳି କୌଣସି ଦୁର୍ଘଟଣା ନହୁଏ ତାହା ସୁନିଶ୍ଚିତ କରିବାକୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥୀ ଭାଥାନନ୍ ସମସ୍ତ ପୌରାଞ୍ଚଳର ମୁଖ୍ୟମାନଙ୍କୁ କହିଛନ୍ତି । ଏଥିପାଇଁ ଶ୍ରୀ ମାଥୀ ଭାଥାନନ୍ ମ୍ୟୁନିସିପାଲିଟି କର୍ପୋରେସନର ସମସ୍ତ କମିଶନର ଏବଂ ସମସ୍ତ ମ୍ୟୁନିସିପାଲିଟି ଏବଂ ଏନଏସିର କାର୍ଯ୍ୟର୍ନିବାହୀ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି । ବର୍ଷା ଋତୁରେ ବର୍ଷାଜଳର ମୁକ୍ତ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ସେ...
ସୋଆ ରେଡିଓ ପକ୍ଷରୁ ନିଶା ବିରୁଦ୍ଧରେ ସଚେତନତା
ଭୁବନେଶ୍ୱର : ବିଶ୍ୱ ଔଷଧ ଅପବ୍ୟବହାର ଏବଂ ବେଆଇନ୍ କାରବାର ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ ନିଶା ନିବାରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ସେମାନେ ନିଶା ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖିôବା ପାଇଁ ଶପଥ ନେବା ସହ ବକ୍ତୃତା, ସଂଗୀତ ଏବଂ ନୃତ୍ୟ ମାଧ୍ୟମରେ ସମାଜକୁ ନିଶା ମୁକ୍ତ କରିବା ଦିଗରେ ନିଜର...
School Bus Enforcement Alert
Bhubaneswar: Principal Secretary Commerce & Transport, Bishnupada Sethi on Tuesday asked the Transport Commissioner to conduct a special enforcement drive for detection of violation of School Bus Policy. For safe transportation of students to School/ College and back to home, the Government had prepared a policy on transportation of School Children in 2016. “It is the duty of this Department to...
Monsoon Readiness In Urban Zones
Bhubaneswar: With the arrival of monsoon in the State, Housing and Urban Development (H&UD) Principal Secretary G Mathi Vathanan asked heads of all Urban Local Bodies (ULBs) to ensure accident-free roads, drains. For this purpose, Mr.Mathi Vathanan has written a letter to all the Commissioners of Municipal Corporations and Executive Officers of all Municipalities & NACs. He asked take...
State Gets 342nd Fire Station
Cuttack: As per State Government’s policy of having at least one Fire Station in each Block, a new Fire Station was inaugurated at Baruan under Jajpur block on Tuesday. The new Fire Station was made operational today morning. This is the 342nd Fire Station of Odisha Fire Service. Baruan Fire Station was sanctioned by the Home Department on October 27, 2016. Collector Jajpur...









