No Puri Air Plan To Center
New Delhi: The State Government is yet to submit a formal proposal for construction of an international airport at Shree Jagannath Dham Puri. This was informed by Union Minister of State, Ministry of Civil Aviation (MoCA), VK Singh in the Lok Sabha on Thursday. In a written reply to a question raised by two BJD MPs, Pinaki Misra and Sarmistha Sethi,...
ବିପର୍ଯ୍ୟୟ ପରିଚାଳନାରେ ପାରଦର୍ଶିତା ହାସଲ କରିଛି ଓଡ଼ିଶା
ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପାରଦର୍ଶିତା ହାସଲ କରିଛି । ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ଅନେକ ଭଲ କାର୍ଯ୍ୟ କରୁଛି, ଯାହା ଜାତୀୟ ଗଣମାଧ୍ୟମରେ ଶିରୋନାମାରେ ସ୍ଥାନ ପାଉଛି । ଓଡ଼ିଶାରେ ସାମ୍ପ୍ରଦାୟିକ ସଦଭାବ ମଧ୍ୟ ଅନନ୍ୟ ବୋଲି କହିଛନ୍ତି ବରିଷ୍ଠ ସାମ୍ୱାଦିକ ତଥା "ଦି ପ୍ରିଣ୍ଟ‘ର ପ୍ରତିଷ୍ଠାତା ସମ୍ପାଦକ ପଦ୍ମଭୂଷଣ ଶେଖର ଗୁପ୍ତା । ଦୈନିକ ଖବରକାଗଜ "ସକାଳ''ର ପ୍ରଥମ ବାର୍ଷିକୀ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ଗୁପ୍ତା କହିଛନ୍ତି ଯେ ଓଡ଼ିଶାରେ...
ରାଜ୍ୟରେ ୩୩୫ ବ୍ଲାକ ସ୍ପଟ
ଭୁବନେଶ୍ୱର : ରାଜ୍ୟରେ ୩୩୫ଟି ସ୍ଥାନକୁ ଦୁର୍ଘଟଣା ପ୍ରବଣ ବା ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ ସର୍ବାଧିକ ୧୪୮ଟି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଅଧିନରେ ଥିବା ରାସ୍ତାରେ ରହିଛି । ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଗତ ୫ବର୍ଷ ଅର୍ଥାତ ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି...
ସାମ୍ବାଦିକଙ୍କ ସଂଖ୍ୟା ବୃଦ୍ଧି ପାଇଛି
ଭୁବନେଶ୍ୱର : ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ତାଲିକାଭୁକ୍ତ ହେଉଥିବା ସାମ୍ବାଦିକଙ୍କ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି । ୨୦୧୮-୧୯ ବର୍ଷରେ ଏହି ଯୋଜନାରେ ୬୦୧୧ ଜଣ ସାମ୍ବାଦିକ ଥିବାବେଳେ ଚଳିତ ବର୍ଷ ତାହା ୮୧୨୭କୁ ବୃଦ୍ଧି ପାଇଛି । ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଚନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨୦୧୮-୧୯ ମସିହାରେ ୬୦୧୧ ଜଣ...
ହୀରାକୁଦର ଜଳଧାରଣ କ୍ଷମତା କମିଛି
ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଇଛି । ବନ୍ଧ ନିର୍ମାଣ ସମୟରେ ଏହାର ମୋଟ ଜଳଧାରଣ କ୍ଷମତା ୬.୬ ନିୟୁତ ଏକର ଫୁଟ ଥିବାବେଳେ ବର୍ତ୍ତମାନ ତାହା ୪.୭୮ ନିୟୁତ ଏକର ଫୁଟରେ ପହଞ୍ଚିଛି । ସେହିଭଳି ହୀରାକୁଦ ଜଳଭଣ୍ଡାରରେ ଏବେ ୧.୮୨ ନିୟୁତ ଏକର ଫୁଟ ପଟୁମାଟି ଜମାହୋଇ ଯାଇଛି । ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ଦର୍ଶାଇଛନ୍ତି...
Smart Cities Execute 69 Projects
Bhubaneswar: At least 69 projects worth Rs 4,918.54 crore have been tended for execution in two cities Bhubaneswar and Rourkela, which have been selected for development as Smart Cities. Out of the 69 projects, work orders have been issued against 56 projects worth Rs 3588.39 crore and 23 of these projects worth Rs 1,114.29 crore have been completed. Minister of State,...
New Policy For Sports, Fitness & Wellness Investors Soon
Bhubaneswar: Hemant Sharma, Principal Secretary Industries said that in order to attract the leading sports goods and equipment manufacturers, the Odisha Government is now keen on making the sports goods manufacturing sector a priority sector and bringing a fresh policy to attract the sports, fitness and wellness sector companies. Mr.Sharma speaking at the webinar on “Odisha - The sports destination...
BJD Youth Protest Fuel Hike
Bhubaneswar: Continuing its agitation against Centre’s step motherly attitude towards Odisha’s interest and sky rocketing prices of petrol, diesel and LPG, the youth and student wings of the ruling BJD today staged protest and sit-in in from of Raj Bhawan here today. Over 5,000 students and youth besides Minister Ashok Chandra Panda, MLAs Pranab Balabantaray, Rajendra Sahoo, Ananta Narayan Jena,...
High alert On JAWAD
Bhubaneswar: The State Government, different agencies, departments and districts are well prepared to face the situation arising due to cyclone JAWAD which is likely to hit Odisha coast on December 4 morning, Special Relief Commissioner Pradeep Kumar Jena said on Thursday. The IMD will give a clear picture on Friday about the position, path and movement of the cyclone, he...
ଡିବିଟିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ସ୍ୱଚ୍ଛତାକୁ ବିଭାଗୀୟ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ସମସ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆବଶ୍ୟକୀୟ କୃଷି ସହାୟତା ଯୋଗାଇବା ପଦ୍ଧତିକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ (ଡିବିଟି) ଅନ୍ତର୍ଭୁକ୍ତ କରାଯାଇଛି । ଡିବିଟି ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଚାଷୀମାନଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ କରାଯାଉଛି । ଏପରି ବ୍ୟବସ୍ଥାରେ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର କାର୍ଯ୍ୟଶୈଳୀ ଉତ୍ସାହଜନକ ନୁହେଁ ବୋଲି ଦର୍ଶାଇ ସୁଧାର ତଥା...










