Odisha Covers 50% JJM

0

Bhubaneswar: Over half of the households in Odisha have been provided with tap water connections under different schemes including the Jal Jeevan Mission (JJM). This was revealed during a review by Principal Secretary Panchayati Raj & Drinking Water Department, Ashok Kumar Meena  on the progress of the programme here on Wednesday. According to official sources, out of 88,57,396 households, piped water connection...

Padhee Gets Agriculture

Bhubaneswar: While the State Government has effected a bureaucratic reshuffle in the state, putting right man at the right place was visibly clear with appointment of  1996 Batch IAS Arabinda Kumar Padhee as the Principal Secretary, Agriculture & Farmers’ Empowerment. Dr.Padhee will also hold the additional charge of Principal Secretary, Department of Fisheries & Animal Resources Development. Eminently suitable for the...

ଅଧାରୁ ଅଧିକ ପରିବାରକୁ ପାଇପ୍‍ ଜଳ

0

ଭୁବନେଶ୍ୱର : ଜଳ ଜୀବନ ମିଶନ ସହିତ ଅନ୍ୟାନ୍ୟ ଜଳଯୋଗାଣ ଯୋଜନାରେ ରାଜ୍ୟର ଅଧାରୁ ଅଧିକ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ହୋଇସାରିଲାଣି । ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଜଳ ଜୀବନ ମିଶନ ଯୋଜନାର କରିଥିବା ସମୀକ୍ଷାରୁ ଏହା ଜଣାପଡିଛି । ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୮୮,୫୭,୩୯୬ ପରିମାର ମଧ୍ୟରୁ ୪୪,୪୧,୦୬୬ ପରିବାରକୁ ପାନୀୟଜଳ ପାଇପ୍‍ ସଂଯୋଗ ହୋଇଛି ଯାହାକି ମୋଟ ପରିମାରର ୫୦.୧୪ ପ୍ରତିଶତ । ଦେଶର ଅନ୍ୟାନ୍ୟ...

ଯନ୍ତ୍ରୀଙ୍କ ପାଇଁ ଜମି ଶୁଖିଲା

ଭୁବନେଶ୍ୱର : ଧାରା ଶ୍ରାବଣରେ କମ୍‍ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବହୁ ଅଞ୍ଚଳରେ ଚାଷ ବ୍ୟାହତ ହେଉଥିବାବେଳେ ଆଉ କିଛି ସ୍ଥାନରେ ଜଳସମ୍ପଦ ବିଭାଗର ଖାମଖିଆଲି ନୀତି ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଚାଷୀମାନେ ପାଣି ପାଉନଥିବାରୁ ଜଳକର ଦେବେନାହିଁ ବୋଲି ଚେତାବନୀ ଦେଲେଣି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରୁ । ଏହି ବ୍ଲକର ବୁଆଲି, ମାଛପଡା ଓ ଡେଲାଙ୍ଗ ମାଇନର କେନାଲରେ ପାଣି ଆସିପାରୁ ନାହିଁ ।...

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଧାୟକ ଦଳ

0

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଶ୍ରୀ ଆରୁଖ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାବାସୀଙ୍କୁ...

ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କଲା ସୋଆ

ଭୁବନେଶ୍ୱର : ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିôବା ଘୋଷଣା କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ...

ରାମସାର ତାଲିକାରେ ସାତକୋଶିଆ

ନୂଆଦିଲ୍ଲୀ : ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଏବେ ଦେଶରେ ମୋଟ୍‌ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି...

Mantra For MUKTA Aides

0

Bhubaneswar: Usha Devi, Minister Housing & Urban Development has said that Mukhyamantri Karma Tatpara Abhiyan(MUKTA) is an Urban Wage Employment Program introduced in a mid of COVID pandemic for Providing a socio economic safety net by rapid mass employment opportunities for the migrant/informal workers . She said while inaugurating a day long State level orientation of Mukta professionals. She said that...

IREDA On Health Care

0

New Delhi: Indian Renewable Energy Development Agency Ltd. (IREDA) organised a preventive health check-up for its employees, under the aegis of "Azadi Ka Amrit Mahotsav". The health check-up was organised today at IREDA’s Registered and Corporate OfficeAs part of the preventive health check-up, various tests were conducted, including screening for Liver, Kidney, Blood Sugar level, Thyroid function, Blood Pressure, Vitamin...

ରାଜ୍ୟସ୍ତରୀୟ ‘ମୁକ୍ତା’ ଅଧିକାରୀଙ୍କ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ଵର  : ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ ନିୟୋଜିତ , ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ପ୍ରଫେସନାଲ୍ ମାନଙ୍କ  ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ କୋଭିଡ଼-୧୯ ମହାମାରୀ ଦ୍ଵାରା ପ୍ରଭାବିତ ସହରାଞ୍ଚଳର ଆର୍ଥିକ ଅନଗ୍ରସର ତଥା ପ୍ରବାସୀ ଶ୍ରମଜୀବିଙ୍କ ପାଇଁ ବ୍ୟାପକ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କର୍ମ...