ପାରାଦୀପ ବନ୍ଦରକୁ ଅଚଳ କରିଦେବୁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କଠାରୁ ଲିଜ୍‍ରେ ନେଇଥିବା ଜମିର ବିକ୍ରି ବନ୍ଦ ନକଲେ ପାରାଦୀପ ବନ୍ଦର ବିରୋଧରେ ବଡଧରଣର ଆନ୍ଦୋଳନ ସହିତ ଏହାକୁ ଅଚଳ କରିଦିଆଯିବ । ଆଜି ବିଧାନସଭାରେ ଏଭଳି ଧମକ ଦେଇଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ରାଉତରାୟ କହିଥିଲେ ଯେ ପାରାଦୀପ ବନ୍ଦର ଗଠନ ବେଳେ ରାଜ୍ୟ ସରକାର ଏହାକୁ ଲିଜ୍‍ ସୂତ୍ରରେ ୬୩୨୫ ଏକର ଜମି ଯୋଗାଇ ଦେଇଥିଲେ । ହେଲେ ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ପାରାଦୀପ ବନ୍ଦର...

Stem Cell Therapy Saves Woman

0

Bhubaneswar: A 30-year-old woman suffering from a very rare blood disorder has been successfully treated at the Institute of Medical Sciences and SUM Hospital recently. The woman, hailing from Jajpur, was admitted into the hospital in the last week of May for anemia and bleeding requiring repeated blood and platelet transfusions spread over one month. The patient’s bone marrow, the site...

Demand For Cholera Committee

Bhubaneswar: Opposition BJP and Congress members in State Legislative Assembly on Tuesday demanded the Speaker for formation of a House Committee comprises of members from all parties to assess the cholera situation in Kashipur area of Rayagada district. Raising the issue during Zero Hour, the BJP and Congress lawmakers demanded that a House Committee should be constituted under the Chairmanship...

ଓଡିଶା ହାଇକୋର୍ଟକୁ ୭୫ ପୂରିବ

0

ଭୁବନେଶ୍ୱର : ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ଠିକ୍‍ ବର୍ଷ ପରେ ୭୫ବର୍ଷ ପୂରିବ । ଇତି ମଧ୍ୟରେ ଓଡିଶା ହାଇକୋର୍ଟ ବିଭିନ୍ନ କିସମର ଲକ୍ଷ ଲକ୍ଷ ମାମଲା ଫଏସଲା କରିଥିଲେ ମଧ୍ୟ ଏବେ ଏଠାରେ ପାଖାପାଖି ୨ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୪୮ ମସିହା ଜୁଲାଇ ୨୬ତାରିଖରେ ଓଡିଶା ହାଇକୋର୍ଟ ଉଦଘାଟିତ ହୋଇଥିଲା । ସେତେବେଳର ଭାରତର ଫେଡରାଲ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଚ୍‍.ଜେ.କାନିଆ କଟକ ଠାରେ ଓଡିଶା ହାଇକୋର୍ଟ ଉଦଘାଟନ କରିଥିଲେ । ସେତେବେଳେ...

ବଢିଚାଲିଛି ଅଣଟିକସ ରାଜସ୍ୱ ଆଦାୟ

0

ଭୁବନେଶ୍ୱର : ରାଜ୍ୟରେ ଅଣଟିକସ ରାଜସ୍ୱ ଆଦାୟ ଲଗାତାର ତିନିବର୍ଷ ଧରି ବୃଦ୍ଧି ପାଇବାରେ ଲାଗିଛି । ୨୦୧୯-୨୦ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଏହି ଟିକସ ରାଜସ୍ୱ ବାବଦରେ ରାଜ୍ୟ ସରକାର ୮୮,୪୨୨.୦୭ କୋଟି ଟଙ୍କା ଆଦାୟ କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ତିନିବର୍ଷ ଧରି ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ପରିମାଣର ଟିକସ...

କୋଭିଡ ମୃତ୍ୟୁ ପ୍ରମାଣପତ୍ର ପାଇଁ ୨୭ହଜାର ଆବେଦନ

0

ଭୁବନେଶ୍ୱର : ସରକାରୀ ଖାତାରେ ରାଜ୍ୟରେ କୋଭିଡରେ ୯୧୨୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କୋଭିଡ ମୃତ୍ୟୁ ସାର୍ଟିଫିକେଟ ପାଇଁ କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୭ହଜାରରୁ ଅଧିକ ଆବେଦନ ପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧୭ତାରିଖ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ମୋଟ୍‍ ୯୧୨୮ଜଣ ମୃତ୍ୟୁବରଣ କରିଛନ୍ତି । ଥି ମଧ୍ୟରେ...

୪୧୦ କ୍ୱାର୍ଟର ଭଙ୍ଗାଯିବ

0

ଭୁବନେଶ୍ୱର : ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡରେ ସରକାରୀ କ୍ୱାଟର୍ସର ବିକାଶ ପାଇଁ ରାଜଧାନୀର ୟୁନିଟ୍‍-୨ ଅଞ୍ଚଳରେ ୪୧୦ଟି କ୍ୱାଟର୍ସ ଭଙ୍ଗାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ରାଜଧାନୀରେ ସରକାରୀ କ୍ୱାଟର୍ସ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନୀରେ ୨୦୧୦ ମସିହାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧିନରେ ୧୧,୩୪୮ଟି ସରକାରୀ କ୍ୱାର୍ଟର ଥିଲା । ୨୦୨୨ ସୁଦ୍ଧା...

ମହୁଲରୁ ଖାଦ୍ୟ ପ୍ରସ୍ତୁତି ତାଲିମ

0

ଭୁବନେଶ୍ୱର : ଲଘୁ ବନଜାତ ଦ୍ରବ୍ୟମାନଙ୍କ ମଧ୍ୟରେ ମହୁଲ ଫୁଲ ଅନ୍ୟତମ । ଏହା ଜନଜାତି ଗୋଷ୍ଠୀମାନଙ୍କର ସଂସ୍କୃତି ଓ ଖାଦ୍ୟ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଆସିଛି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ଓ ଅର୍ଥନୀତିକୁ ଏହା ପ୍ରଭାବିତ କରିବା ସହିତ ସମୃଦ୍ଧ କରିଆସିଛି । ବିଜ୍ଞାନସମ୍ମତ ନିରନ୍ତର ଅମଳ ପ୍ରକ୍ରିୟାର ଅବଲମ୍ବନରେ ତଥା କାରିଗରୀ ବିଦ୍ୟାର ସଠିକ୍‌ ଉପଯୋଗରେ ଏହି ମହୁଲ ଫୁଲର ଖାଦ୍ୟ ପ୍ରକ୍ରିୟାକରଣକୁ ମୂଲ୍ୟଯୁକ୍ତ କରାଯାଇପାରିଲେ ଏହା ଜନଜାତି ପରିବାରଙ୍କ ଅର୍ଥନୀତିକୁ ଆହୁରି...

ଶେଖର ଘୋଷଙ୍କୁ ସିକନ୍ଦର ଆଲାମ ସ୍ମୃତି ସମ୍ମାନ

0

ଭୁବନେଶ୍ୱର : ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର ସାଲବେଗ ଭାବେ କଥିତ ମହମ୍ମଦ ସିକନ୍ଦର ଆଲାମଙ୍କର ୮୩ତମ ଜୟନ୍ତୀ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ସ୍ୱନାମଧନ୍ୟ ସ୍ୱର ସାଧକ ଶେଖର ଘୋଷଙ୍କୁ ତୃତୀୟ ସିକନ୍ଦର ଆଲାମ ସ୍ମୃତି ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଛି । ଏଥି ସହିତ ବିଶିଷ୍ଟ...

ଦ୍ରୌପଦୀ ହେଲେ ଭାରତର ୧୫ତମ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ନେତ୍ରୀ ଶ୍ରୀମତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ହଲରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ପଦବୀରେ ର୍ନିବାଚିତ ହୋଇଥିବା ଶ୍ରୀମତୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା । ସେ ଦେଶର ପ୍ରଥମ ରାଷ୍ଟ୍ର୍ରପତି ଯିଏକି ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ ର୍ବିଲା, ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସମେତ...