OAV Gets RD Boost
Substantial progress has been made on construction of complexes of the Odisha Adarsha Vidyalaya (OAVs) by the Department of Rural Development(DoRD) DoRD has completed 209 projects out of 234 OAV projects given to the Department till August 2022 while 25 projects are under construction. Target is there to complete the remaining 26 OAV projects in this financial year. However, execution of...
PGMIER To Start PG Courses
Bhubaneswar-based Capital Hospital, which is now renamed as Post Graduate Institute of Medical Education & Research (PGIMER) and Capital Hospital, is going to start admission into PG courses in three subjects from the current academic year. The Medical Assessment and Rating Board (MARB) of National Medical Commission (NMC) has already accorded its approval to start PG courses in orthopedics, general surgery and...
Sunil Visit Recharge Cadre
Bhubaneswar: In a move to energize the leaders and workers of BJP, Odisha in-charge Sunil Bansal Tuesday held discussion with saffron leaders for preparation of a roadmap for next three months, a senior Lawmaker said. Mr.Bansal, who is on his maiden visit to the state after taking over Odisha’s charge, held meetings with party’s core committee members including Union Minister...
ଚଳିତବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ପିଜି ନାମଲେଖା
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଖୋଲିଥିବା ପିଜି ଇନଷ୍ଟିଟ୍ୟୁଟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ । ଜାତୀୟ ମେଡିକାଲ କମିଶନ (ଏନଏମସି) ର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମଏଆରବି) ପକ୍ଷରୁ ଇତି ମଧ୍ୟରେ ଅର୍ଥପେଡିକ, ଜେନେରାଲ ସର୍ଜରୀ ଓ ଜେନେରାଲ ମେଡିସିନ ବିଭାଗରେ ଚଳିତ ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମରେ ନାମ ଲେଖାପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ପିଜି ଶିକ୍ଷାନୁଷ୍ଠାନରେ ଅର୍ଥପେଡିକ ପାଠ୍ୟକ୍ରମରେ ଦୁଇ ଜଣ ଏବଂ ଅନ୍ୟ ଦୁଇ ପାଠ୍ୟକ୍ରମରେ ୫ଜଣ କରି ଡାକ୍ତରୀ ଛାତ୍ରଛାତ୍ରୀ ନାମ...
ଏମସରୁ ନେତାଜୀଙ୍କ ନାମ ବାଦ୍
ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ସରକାରଙ୍କ ଅଖିଳ ଭାରତ ଆୟୁରବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ମୂଳରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ହୋଇଥିବା ବେଳେ କିଏ କାହିଁକି କେଉଁ ଅଧିକାର ବଳରେ ଏଥିରୁ ନେତାଜୀଙ୍କ ନାମ ବାଦ୍ ଦେଲା ଏବଂ ଏବେ ଅନ୍ୟ କେଉଁ ମହାପୁରୁଷଙ୍କ ନାମରେ ଏହା ନାମିତ କରିବା ପାଇଁ କେଉଁମାନେ ଷଡଯନ୍ତ୍ର ଚଳାଇଛନ୍ତି ସେଥିଘେନି ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି । ଭୁବନେଶ୍ୱର ସମେତ ଦେଶର ଅନ୍ୟ କେତେକ ଏମ୍ସର ନାମ ବିଭିନ୍ନ ମହାପୁରୁଷଙ୍କ...
ମଣିଷକୁ ମହାନ କରେ ଶିକ୍ଷା ପରମ୍ପରା
କୋଟା : ଆମ ଦେଶରେ ଗୁରୁ ବା ଶିକ୍ଷକ ଓ ଅଭିଭାବକଙ୍କ ସ୍ଥାନ ଅନନ୍ୟ । ଶିକ୍ଷା ପରିବାରରେ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି । ଆମ ସମାଜରେ ଶିକ୍ଷକ ସବୁଠୁ ଉର୍ଦ୍ଧ୍ୱରେ ଥିବା ବେଳେ ଶିକ୍ଷାର ବିଚାର, ସାରାଂଶ ମନୁଷ୍ୟକୁ ମହାନ କରିବାର ପରମ୍ପରା ବୋଲି ମଙ୍ଗଳବାର ରାଜସ୍ଥାନର କୋଟା ଠାରେ ଆୟୋଜିତ ‘ଶିକ୍ଷକ ଅଭିନନ୍ଦନ ସମାରୋହ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ...
କଂସା ଓ ପିତ୍ତଳ ହସ୍ତଶିଳ୍ପର ଜି.ଆଇ. ମାନ୍ୟତା ପାଇଁ ଆବେଦନ
ଭୁବନେଶ୍ୱର : ଚଳିତ ମାସ ୫ ତାରିଖରେ ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି । ବର୍ଷକ ମଧ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଏହା ହେଉଛି ତୃତୀୟ ଆବେଦନ । କଂସା ଓ ପିତ୍ତଳ କାମ ପାଇଁ ପିତ୍ତଳ ଓ ଅନ୍ୟ ଧାତୁ ବ୍ୟବହାର କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଉତ୍ପାଦନ ପ୍ରଣାଳୀ ଓ ସାମଗ୍ରୀଗୁଡିକର ବିସ୍ତୃତ ବିବରଣୀ ପ୍ରସ୍ତୁତି କ୍ରମେ...
ଅନଲାଇନରେ ସାଂସ୍କୃତିକ ଦଳ ପରିଚାଳନା
ଭୁବନେଶ୍ୱର : ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗରେ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି । ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ ଆବେଦନ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ଥିବା ସାଂସ୍କୃତିକ ଦଳଙ୍କ ପାଇଁ ମନୋନୟନ କାର୍ଯ୍ୟ ସହଜ ହେବ । କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର...
ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର: ମଙ୍ଗଳବାର ଦିନ ନୂଆଦିଲ୍ଲୀରୁ ଆସି ଏଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକତ୍ରିତ ହୋଇଥିବା ୫୦,୦୦୦ ରୁ ଅଧିକ ବିଜେଡି କର୍ମୀ ଏବଂ ସମର୍ଥକ ନୂଆଦିଲ୍ଲୀ ସ୍ଥିତ କ୍ୟାପିଟାଲ ଫାଉଣ୍ଡେସନରୁ ଜୀବନ ବ୍ୟାପି ସାଧନା ପୁରସ୍କାର ପାଇବା ପାଇଁ ସେମାନଙ୍କ ସର୍ବୋଚ୍ଚ ନେତାଙ୍କୁ ଏକ ବଡ ଧରଣର ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ଏବଂ ରାଜଧାନୀ ରାସ୍ତାରେ ବଡ...
Mantra For Young IAS
Bhubaneswar: Chief Secretary Suresh Chandra Mahapatra interacted with IAS Probationers in their visit to Lokseba Bhawan under leadership of Director General Gopabandhu Academy of Administration ( GAA) Smt Ranjana Chopra. These young IAS Officers belong to Odisha Cadre of 2021 Batch under Probation. They were Dr Rina Pradhan from Odisha, Dheenah Dastageer from Kerala,Kirandeep Kaur Sahota from Punjab, P. Arvind Jajeshirke...










