ଅଧା ଧାନ ବିହନ ବି ବିକ୍ରି ହୋଇନି

ଭୁବନେଶ୍ୱର : ଧାନ ବିହନ ବିକ୍ରି କ୍ଷେତ୍ରରେ ସରକାରଙ୍କ ନୂଆ ଡିବିଟି ଓ ଓଟିପି ବ୍ୟବସ୍ଥା ଯୋଗୁଁ ଚଳିତବର୍ଷ ବିହନ ବିକ୍ରି ପୂରା ମାନ୍ଦା । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଡିଲର, ପ୍ୟାକ୍‍ସ ଓ ଲ୍ୟାମ୍ପସ ମାନେ ଏକ ଲକ୍ଷ ୮ହଜାର କୁଇଣ୍ଟାଲ ବିହନ ନେଇଥିବାବେଳେ ସେଥିରୁ ଅଧା ବି ଚାଷୀମାନେ କିଣି ନାହାନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ଡିଲର ଓ ଅନ୍ୟ ବିକ୍ରେତାମାନେ ପ୍ରାୟ ୨ଲକ୍ଷ ଟନ୍‍ ବିହନ ନେଇ ସାରିଥିଲେ । ରାଜ୍ୟ ସରକାର ପୁଣିଥରେ ଚାଷୀମାନଙ୍କୁ ବିହନର...

GST Registers Over41% Growth

0

Bhubaneswar: Odisha has recorded a OGST collection of Rs. 1174.02 crore during May 2022 against Rs. 827.43 crore during May 2021 with a growth of 41.89%. This was informed by the office of Commissioner of CT & GST, Sushil Kumar Lohani here on Thursday. Odisha has also maintained the growth rate of gross GST with a collection of Rs 3955.75 crore during...

Merchandise Export Rise Over 15%

0

New Delhi: Santosh Sarangi, Director General Foreign Trade (DGFT) has said that India has achieved monthly value of merchandise export in May 2022 amounting USD 37.29 billion, an increase of 15.46% over USD 32.30 billion in May 2021. India’s merchandise export in April -May 2022-23 was USD 77.08 billion with an increase of 22.26% over USD 63.05 billion in...

ଏସ୍‌ସିଏସ୍‌ଟିଆର୍‌ଟିଆଇର ଏକାଡେମିକ ଭବନ ଉଦ୍‌ଘାଟିତ

0

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନୂତନ ଏକାଡେମିକ୍‌ ଉଇଙ୍ଗ ଆଜି ସନ୍ଧ୍ୟାରେ ବାରିପଦା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରାଙ୍କ ଦ୍ୱାରା ଶୁଭ ଉଦ୍‌ଘାଟିତ ହୋଇଯାଇଛି । ୧୯୫୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଭୁବନେଶ୍ୱର ସହରର କେନ୍ଦ୍ରସ୍ଥଳରେ ୧୨ ଏକର ପରିମିତ ଜାଗାରେ ଅବସ୍ଥିତ । ଜନଜାତି ଗବେଷଣାର ଉତ୍କର୍ଷର ଏକ ନମୁନା ଭାବରେ ପରିଚିତ ଏସ୍‌ସିଏସ୍‌ଟିଆର୍‌ଟିଆଇକୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଜନଜାତି ଗବେଷଣା...

State To Train PRI Members

Bhubaneswar: In an aim to expedite the process to achieve the goal for development of empowered Panchayats, the Panchayati Raj and Drinking Water (PR&DW) Department has launched a massive training program for more than One Lakh newly elected Members of Panchayati Raj Institutions (PRIs).    Ashok Kumar Meena, Principal Secretary Panchayati Raj and Drinking Water has said that the State...

ସାରଳା ମନ୍ଦିର ମାଷ୍ଟରପ୍ଲାନ ଅନୁମୋଦିତ

0

ଭୁବନେଶ୍ୱର : ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ।  ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା ମନ୍ଦିର ସବୁବେଳେ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହିଛି । ମାଙ୍କ ଆଶୀର୍ବାଦ ପାଇଁ ଏଠାରେ ସବୁବେଳେ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ। ଝଙ୍କଡ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ...

ବିଶ୍ୱନାଥ ସିଂହ ଜାଡୋନ ନୂଆ ଏଜି

ଭୁବନେଶ୍ୱର : ଶ୍ରୀ ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।  ଏହା ପୂର୍ବରୁ ସେ ତାମିଲନାଡୁ ଓ ପଡ଼ୁଚେରି ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ ।   ସେ ତାପଜ ଯାନ୍ତ୍ରିକ ଵିଭାଗରେ ଏମ. ଟେକ କରିବା ପରେ ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାରେ ୨୦୦୩ ମସିହାରେ ଯୋଗଦାନ କରିଥିଲେ ।   ଆମେରିକାର ISACA  ଅନୁଷ୍ଠାନ ଦ୍ୱାରା ସୂଚନା ପ୍ରଣାଳୀ ବିଜ୍ଞାନର ଜଣେ...

ସୋଆ କୃଷି ଛାତ୍ରଛାତ୍ରୀଙ୍କ ଦ୍ୱାରା ଟ୍ରାଇକୋକାର୍ଡ ପ୍ରବର୍ତନ

ଭୁବନେଶ୍ୱର : ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ କରିଛନ୍ତି । ଟ୍ରାଇକୋଗାମା ନାମକ ପରାଶ୍ରୟୀ କୀଟ ସାହାଯ୍ୟରେ ବିନା ରସାୟନିକ ସାର ବ୍ୟବହାରରେ ଅନିଷ୍ଟକାରୀ କୀଟଙ୍କ ଠାରୁ ଫସଲକୁ ରକ୍ଷା କରାଯାଇ ପାରିବ । ଟ୍ରାଇକୋଗାମା ମୁଖ୍ୟତଃ ଲାବୋରାଟୋରୀରେ ପ୍ରସ୍ତୁତ ହୋଇଥାଏ ଏବଂ ଅନିଷ୍ଟକାରୀ କୀଟଗୁଡ଼ିକର ଅଣ୍ଡାକୁ ନଷ୍ଟ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ...

Brajrajnagar By Poll Results Tomorrow

Bhubaneswar: The result of by-election to Brajrajnagar Assemblyconstituency in Jharsuguda district will be out tomorrow. Speaking about the preparedness made for the counting, Chief ElectoralOfficer (CEO) Sushil Kumar Lohani on Thursday said the counting ofpostal ballots at Jharsuguda Engineering College will start first at 8AM and of EVMs at 8.30 AM. As many as 14 tables will be in place for...

ସକାଳ ୮ରୁ ଭୋଟ ଗଣତି

ଭୁବନେଶ୍ୱର : ଆସନ୍ତାକାଲି ସକାଳ ୮ ଘଟିକା ସମୟରେ ଝାରସୁଗୁଡ଼ା ବଢ଼େଇମୁୁଣ୍ଡାସ୍ଥିତ ଇଂଜିନିୟରିଂ ସ୍କୁଲ ପରିସରରେ ମତଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ନିୟମାନୁସାରେ ଠିକ୍‌ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଗଣତି ଆରମ୍ଭ ହେବ । ସମସ୍ତ ପୋଷ୍ଟାଲ ବାଲାଟ୍‌ ପେପର ସକାଳ ୮ ଘଟିକା ସୁଦ୍ଧା ଗ୍ରହଣ କରାଯାଇଥିବା ପୋଷ୍ଟାଲ ବାଲାଟ ପେପରଗୁଡ଼ିକୁ ଗଣନା କରାଯିବ ଓ ୩୦...