5T Care For VSSUT
Bhubaneswar: The State Government will spend Rs 2,000 crore in three phases for the complete transformation of the Vira Surendra Sai University of Technology (VSSUT), Burla. Chief Minister on Saturday approved the Master Plan for the development of the VSSUT, a premier technical institution of Odisha. Steps would be taken for development of the institute in such a way that about...
ରାଜ୍ୟ ସଂଗ୍ରହାଳୟରେ କଣ୍ଢେଇ ପ୍ରଦର୍ଶନୀ
ଭୁବନେଶ୍ୱର : ଆମ ସଂସ୍କୃତି, ଐତିହ୍ୟ ଓ ପାରମ୍ପରିକ ବିଭବଗୁଡ଼ିକ ଉପରେ ଅଧିକ ସଚେତନ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସଂଗ୍ରହାଳୟ ସହିତ ସଂପୃକ୍ତ କରାଯିବ । ଏହା ଫଳରେ ନୂତନ ପିଢ଼ି ଆମର ଅସ୍ମିତା ଓ ସ୍ୱାଭିମାନ ସହିତ ଅଧିକ ମାତ୍ରାରେ ପରିଚିତ ହେବେ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ମତ ଦେଇଛନ୍ତି । ବିଭାଗ ଆନୁକୂଲ୍ୟରେ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆଜି ଆରମ୍ଭ ହୋଇଥିବା କଣ୍ଢେଇ ପ୍ରଦର୍ଶନୀ ପରିଦର୍ଶନ...
CJI Opens Paperless Courts
Cuttack: As part of the celebration of 75th year of the High Court of Orissa, the Chief Justice of India Uday Umesh Lalit inaugurated 34 paperless courts in all the 30 districts here at Odisha Judicial Academy on Saturday. The concept of paperless court has been successfully implemented in the Supreme Court and different High Courts including the High Court...
CWC Clears OHPC Project
Bhubaneswar: With Upper Indravati Pump Storage Project of Odisha Hydro Power Corporation (OHPC) receiving clearance from Central Water Commission (CWC), Chairman of the Gold rated State PSU, Bishnupada Sethi has expressed happiness over the achievement. Ace Mandarin, Mr.Sethi, who is sincerely scaling up the efficiency and operational capability of OHPC since he joined as CMD of the Premier PSU of...
ବଣ୍ଡା ଓ ଦିଦାୟୀଙ୍କ ସହ ଭାବ ବିନିମୟ
ଭୁବନେଶ୍ୱର : ରାଜ୍ୟପାଳଙ୍କ ଆମନ୍ତ୍ରଣକ୍ରମେ ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଦିଦାୟୀ ଅନୁସୂଚିତ ଜନଜାତିର ପ୍ରତିନିଧିମାନେ ରାଜଭବନ ପରିଭ୍ରମଣରେ ଆସିଥିଲେ । ରାଜଭବନରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କ ସହ ଭାବ ବିନିମୟ କରିବା ସହ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ବଣ୍ଡା ଓ ଦିଦାୟୀ ଅନୁସୂଚିତ ଜନଜାତିର ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ଅଭାବ , ଅସୁବିଧା, ଆଶା ଓ ଆକାଙ୍କ୍ଷା ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳ ସେମାନଙ୍କ ସୁଖ...
ଉପକୂଳ ସଫେଇ ଅଭିଯାନରେ ଗୋପାଳପୁର ବନ୍ଦର
ଛତ୍ରପୁର : ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସକୁ “ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ବିଷୟବସ୍ତୁ ଅନୁସାରେ ପାଳନ କରିବା ଲାଗି ଭାରତୀୟ ତଟରକ୍ଷୀ ଷ୍ଟେସନ, ଗୋପାଳପୁର ସହ ସହଯୋଗର ହାତ ବଢାଇଛି ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) । ପ୍ରାୟ ଦୁଇ କିମି ବ୍ୟାପୀ ବଟେଶ୍ୱର ବେଳାଭୂମିରେ ଆୟୋଜନ କରାଯାଇଥିବା ସ୍ୱଚ୍ଛତା ଅଭିଯାନରେ ବନ୍ଦରର ବହୁ ବରିଷ୍ଠ ଅଧିକାରୀ, ଉପକୂଳ ତଟରକ୍ଷୀ ସେନା, ସାଧାରଣ ନାଗରିକ ଓ ସ୍ୱେଚ୍ଛାସେବୀଙ୍କ ସମେତ ୪୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି ।...
ସାତ ଶହ ମାଓ ସମର୍ଥକଙ୍କ ଘର ବାହୁଡା
ଭୁବନେଶ୍ୱର : ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ମୁଦୁଲିପଡା ଥାନା ଅର୍ନ୍ତଗତ ଭାଜାଗୁଡା, ବିସାଇଗୁଡା, ଖାଲଗୁଡା, ପାତ୍ରପୁଟ, ଉଣ୍ଡେଇପଦର, ସମ୍ବଲପୁର ଏବଂ ସିନ୍ଧୁପୁର ଗ୍ରାମ ଏବଂ ଆନ୍ଧ୍ରପ୍ରଦେଶ ଆଲୁରି ସିତାରାମ ରାଜୁ ଜିଲ୍ଲା ମୁଚିଙ୍ଗିପୁଟ ଥାନା ଅର୍ନ୍ତ ରଙ୍ଗବେଲ ପଞ୍ଚାୟତର ପାଦଲପୁଟ, କୁସୁମପୁଟ, ମାତାମପୁଟ ଏବଂ ଯୋଡିଗୁମା ଗ୍ରାମର ୩୦୦ ରୁ ଅଧିକ ସକ୍ରିୟ ମାଓବାଦୀ ଏବଂ ୭୦୦ରୁ ଅଧିକ ସମର୍ଥକ ମାଲକାନଗିରି ପୁଲିସ୍ ଏବଂ ବିଏସ୍ଏଫ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ସମୟରେ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସ୍ପି...
GPL Joins Coastal Clean-up Mission
Gopalpur: In a bid to observe International Coastal Clean-Up Day with a theme of ‘Swachh Sagar Surakshit Sagar’, the largest coastal cleaning drive, Gopalpur Ports Limited (GPL) joined hands with the Indian Coast Guard (ICG) Station, Gopalpur today. Over 400 participants along with senior port officials, Coast Guard personnel, civilians and volunteers took part in the clean-up drive organised at...
Naveen Bats For Tribal
Bhubaneswar: Chief Minister Naveen Patnaik on Saturday urged Union Minister of Tribal Affairs, Arjun Munda to include more than 160 proposals recommended by the State Government for inclusion in the ST list of Odisha. Since 1978 onwards, Government of Odisha has recommended more than 160 Communities of the State to the Ministry of Tribal Affairs for their inclusion in the...
ଡକ୍ଟର ଅରୁଣ ସାମଲ ରାଜଧାନୀ କଲେଜର ନୂଆ ଅଧ୍ୟକ୍ଷ
ଭୁବନେଶ୍ୱର : ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଅରୁଣ କୁମାର ସାମଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି କଲେଜର ଶିକ୍ଷା ବିଷୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡକ୍ଟର ସାମଲଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ଘେନି ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ପକାଶ କରିଛି । ଏଠାରେ ଉଲ୍ଲେଖନୀୟ ଯେ ଡକ୍ଟର ସାମଲ ରାଜଧାନୀ କଲେଜର ଜଣେ ପ୍ରାକ୍ତନ ଛାତ୍ର । ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ଅଧ୍ୟାପକ ଭାବେ ଚୟନ ହେବାପରେ ସେ ବିଭିନ୍ନ...









