ସାତ ହଜାର ଗାଁରେ ନାହିଁ ମୋବାଇଲ ବ୍ରଡବ୍ୟାଣ୍ଡ୍‍

0

ଭୁବନେଶ୍ୱର : ରାଜ୍ୟର ୭୦୦୦ ରୁ ଅଧିକ ଗାଁରେ ମୋବାଇଲ ବ୍ରଡବ୍ୟାଣ୍ଡ୍‍ ଇଣ୍ଟରନେଟ୍‍ ସେବା ପହଞ୍ଚି ନାହିଁ । ମୋବାଇଲ୍‍ ନେଟୱାର୍କ ଜରିଆରେ ଉପଲବ୍ଧ ଦ୍ରୁତଗାମୀ ଇଣ୍ଟରନେଟ୍‍କୁ ମୋବାଇଲ୍‍ ବ୍ରଡବ୍ୟାଣ୍ଡ୍‍ କୁହାଯାଏ । ଏହା ଜରିଆରେ ଲୋକଙ୍କ ନିକଟରେ ୩ଜି ଓ ୪ଜି ସେବା ପହଞ୍ଚିଥାଏ । ଫଳରେ ଯେଉଁଠାରେ ଏହି ସେବା ଉପଲବ୍ଧ ସେଠାରେ ଲୋକେ ମୋବାଇଲ୍‍ ବ୍ରଡବ୍ୟାଣ୍ଡ୍‍ ମାଧ୍ୟମରେ ନିଜ ନିଜର କାମ କରିଥାନ୍ତି । କେନ୍ଦ୍ର ଯୋଗାଯୋଗ ବିଭାଗ ପକ୍ଷରୁ ସମସ୍ତ ଗାଁରେ ମୋବାଇଲ ବ୍ରଡ୍‍ବ୍ୟାଣ୍ଡ ଓୟାରଲେସ୍‍ ସେବା ଯୋଗାଣ...

ଅଧିକ ଦାମ୍‍ ନେଉଛନ୍ତି ମଦ ଦୋକାନୀ

0

ଭୁବନେଶ୍ୱର : ମଦ ଦୋକାନୀମାନେ ଗ୍ରାହକଙ୍କ ଠାରୁ ଧାର୍ଯ୍ୟ ଦର ଅପେକ୍ଷା ଅଧିକ ଦାମ୍‍ ନେଉଛନ୍ତି । ଏଥିପାଇଁ ଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୬୦ଟି ଅଭିଯୋଗ ଆସିଥିବାବେଳେ ଦୋକାନୀମାନେ ବି ୩୭ଲକ୍ଷ ଟଙ୍କାର ତଣ୍ଡ ଗଣିଲେଣି । ଏବେ ବି ଅନେକ ଅଭିଯୋଗ ବିଚାରାଧିନ ରହିଛି । ରାଜ୍ୟରେ ଥିବା ମଦ ଦୋକାନଗୁଡିକ ସରକାରୀ ସ୍ୱୀକୃତିପ୍ରାପ୍ତ ଓ ସରକାରଙ୍କ ଠାରୁ ଏଥିପାଇଁ ଲାଇସେନ୍ସ ପାଇଛନ୍ତି । ତଦନୁଯାୟୀ ସେମାନେ ସରକାରଙ୍କ ଠାରୁ ମଦ କିଣି ବିକ୍ରି କରିବେ ଓ କେଉଁ ମଦ କେତେ...

ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ର ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ । ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର...

ନୂତନ ରାଜ୍ୟ ଜଳ ନୀତିର ସମୀକ୍ଷା

0

ଭୁବନେଶ୍ୱର: ରାଜ୍ୟରେ ନୂତନ  ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସଂପର୍କରେ ଅବଗତ ହୋଇଥିଲେ । କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ  ଲକ୍ଷ୍ୟ ରଖି କାର୍ଯ୍ୟ...

୧୦ ପ୍ରତିଶତ ସଂରକ୍ଷଣ ପାଇଁ ଆସିପାରେ ଆଇନ୍‍

0

ଭୁବନେଶ୍ୱର : ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବର୍ଗଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଆଇନ୍‍ ଓଡିଶାରେ କିପରି ଲାଗୁ ହେବ ସେଥିଘେନି ବିଭିନ୍ନ ମହଲରେ ତର୍ଜମା ଚାଲିଛି । ଏହା ଲାଗୁ କରାଯିବା ଫଳରେ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପିବା ସମ୍ଭାବନା ଥିବା ଦୃଷ୍ଟିରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେବେ କିଭଳି ଆଇନ୍‍ ଆଣିବେ ତାହା ଉପରେ ଏବେ ସମସ୍ତଙ୍କର ନଜର । ସଂସଦରେ ଏ ସଂକ୍ରାନ୍ତୀୟ ବିଲ୍‍ର ଆଲୋଚନାବେଳେ ଉଭୟ କଂଗ୍ରେସ...

More Political Noise

0

Bhubaneswar: Of late, Odisha seems to be drowned in political noise with the Bharatiya Janata Party (BJP) as the leading rabble-rouser. After BJD supremo Naveen Patnaik received the Lifetime Achievement Award from a New Delhi-based NGO, the saffron leaders have gone hyperactive turning September into a saffron month for Odisha. In the first part of September, the BJP State-in-Charge...

Prep Meet for LLC T 20

0

Cuttack: Pankaj Lochan Mohanty, President Odisha Cricket Association (OCA) has said that the Legends League Cricket T20 Matches are scheduled to be held on 26, 27 and 29 September at the Historic Barabati Stadium. OCA Chief Mr.Mohanty said that after successful hosting of T 20 International Match between India and South Africa in the Historic Barabati Stadium another International Standard...

୨୭ ଜିଲ୍ଲାରେ ଡେଙ୍ଗୁର କାୟା

0

ଭୁବନେଶ୍ୱର : ରାଜ୍ୟର ୨୭ଟି ଜିଲ୍ଲାରେ ଡେଙ୍ଗୁ ତାହାର କାୟା ବିସ୍ତାର କରିଥିବାବେଳେ ଦେବଗଡ, ଝାରସୁଗୁଡା ଓ ନୂଆପଡା ଜିଲ୍ଲା ଏହା କବଳରୁ ବର୍ତ୍ତମାନ ସୁଦ୍ଧା ବର୍ତ୍ତି ଯାଇଥିବା ସରକାରୀ ଭାବେ କୁହାଯାଉଛି । ତେବେ ଖୋରଧା ଜିଲ୍ଲା ଏବେ ଡେଙ୍ଗୁର ଗଡ ପାଲିଟିଛି । ରାଜ୍ୟର ୨୭ଟି ଜିଲ୍ଲାରେ ମୋଟ୍‍ ୩୫୩୪ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରୁ ସର୍ବାଧିକ ୨୦୧୮ ରହିଛନ୍ତି ଖୋରଧା ଜିଲ୍ଲାରୁ । ଏହା ପଛକୁ କୋରାପୁଟରୁ ୩୮୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ ୩୧୪ ଓ ମାଲକାନଗରି...

Plea For Cases Disposal

0

Bhubaneswar: Union Minister for Law and Justice, KirenRijiju has requested Orissa High Court Chief Justice S. Muralidhar to take steps for time bound disposal of cases in the Fast Track Courts established in the State.   The Fast Track Courts (FTCs) setup by the State Government for trial of cases related to heinous crimes, crimes against women, children, senior citizen...

Malkangiri Air Connect@15 Jan

0

Bhubaneswar: Chief Minister Naveen Patnaik has asked the officials to make Malkangiri Airport operational by 15 January, 2024. Accordingly, V K Pandian, Secretary 5T to CM is making detailed review and has directed senior officials to go for one of the most crucial Airport Project on Mission Mode. Malkangiri Airport lies in the Hotbed of Maoists will be crucially important once...