୭୪୭ ୱେବସାଇଟ୍‍ ବନ୍ଦ

0

ନୂଆଦିଲ୍ଲୀ : ୨୦୨୧-୨୨ରେ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ଟି ସୋସିଆଲ...

Demand For MLALAD Hike

Bhubaneswar: Members in Odisha Legislative Assembly, irrespective of party line, on Thursday raise their voices for enhancement of the MLA Local Area Development (LAD) fund from existing Rs 3 crore. At present, the Government is providing Rs 3 crore to each lawmaker under the MLA LAD fund, of which Rs 2 crore is provided for overall development while Rs 50...

One Crore Fly@UDAN

0

New Delhi:Union Minister of State V K Singh has said that UDAN (Ude Desh ka Aam Nagrik) is an ongoing scheme where bidding rounds are conducted periodically for covering more destinations/stations and routes. Four rounds have already been concluded under the scheme so far. An airport which is included in the awarded routes of UDAN and requires upgradation/ development for...

Rourkela Jeypore Air Soon

0

New Delhi: Flight operation from Rourkela and Jeypore airport of Odisha to start soon under Regional Connectivity Scheme (RCS)- UDAN (Ude Desh ka Aam Nagrik) scheme.      This was informed by Union Minister of State (MoS) for Civil Aviation, VK Singh in Lok Sabha on Thursday. Replying to a question of Sundergarh MP Jual Oram, Singh said the UDAN scheme was...

FoodPro 2022 Inaugurated

0

Bhubaneswar: Chief Minister Naveen Patnaik on Thursday inaugurated Odisha FoodPro 2022, a unique interface of investors, manufacturers, producers, food processors, start-ups, policy makers, and organizations from across the Indian food ecosystem. The event was organised here at Lok Seva Bhawan. Joining the programme on a virtual platform, the Chief Minister called upon all to work together in making Odisha a...

ଏବେ ବଢିବନି କୋଇଲା ରୟାଲିଟି

0

ଭୁବନେଶ୍ୱର : କୋଇଲା ରୟାଲିଟି ଏବେ ସଂଶୋଧନ ହେବାର ନାହିଁ । ସିଧାସଳଖ ନହେଲେ ବି ପରୋକ୍ଷ ଭାବେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି । କୋଇଲା ରୟାଲିଟି ସଂଶୋଧନ ସଂକ୍ରାନ୍ତରେ ବିଜେଡି ସାଂସଦ ମହେଶ ସାହୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ କୋଇଲା ରୟାଲିଟି ସଂଶୋଧନ ପାଇଁ କୌଣସି ସମୟ ଧାର୍ଯ୍ୟ ହୋଇ ନାହିଁ । ଖଣି ଏବଂ ଖଣିଜ ଆଇନ୍‍ ୧୯୫୭ର ଧାରା ୯ ର ଉପଧାରା...

ଘରୋଇ ସ୍କୁଲରେ ୨୧.୨୬ ପ୍ରତିଶତ ପିଲା

0

ଭୁବନେଶ୍ୱର : ରାଜ୍ୟରେ ଯେତିକି ପିଲା ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି ୨୦୨୦-୨୧ ବର୍ଷରେ ସେମାନଙ୍କ ମଧ୍ୟରୁ ୨୧.୨୬ ପ୍ରତିଶତ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥିଲେ । ୨୦୧୦-୧୧ ବର୍ଷରେ ଏହି ପରିମାଣ ମାତ୍ର ୯.୧୨ ପ୍ରତିଶତ ଥିଲା । ବିଧାୟକ ନାଉରି ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୦-୧୧ ବର୍ଷରେ ୯.୧୨ ପ୍ରତିଶତ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ବେଳେ ୨୦୨୧-୨୨ରେ ତାହା...

୨୯ହଜାର ଶ୍ରମିକ ଅନ୍ୟ ରାଜ୍ୟରୁ ଆସିଛନ୍ତି

0

ଭୁବନେଶ୍ୱର : ଅନ୍ୟ ରାଜ୍ୟର ୨୯ ହଜାରରୁ ଅଧିକ ଶ୍ରମିକ ଓଡ଼ିଶାର ବିଭିନ୍ନ କଳକାରଖାନାରେ ଆସି କାର୍ଯ୍ୟ କରୁଛନ୍ତି । ଏମାନେ ସମସ୍ତେ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ୨୯,୨୪୯ ଜଣ ପ୍ରବାସୀ ଶ୍ରମିକ ଓଡ଼ିଶାରେ ଶ୍ରମିକ ଆଇନ ୧୯୭୯...

୧୦ ବର୍ଷରେ ୩ ରାଗିଂ

0

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ମହାବିଦ୍ୟାଳୟଗୁଡିକରେ ମାତ୍ର ୩ଟି ରାଗିଂ ଘଟଣା ନଜରକୁ ଆସିଛି । ଏହି ୩ଟି ଘଟଣାରେ ଜଣେ ଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଟି ଘଟଣା ଆପୋଷ ଆଲୋଚନା ମଧ୍ୟରେ ସମାଧାନ ହୋଇଛି । ବିଜେପି ବିଧାୟକ ଭାସ୍କର ମଡେଇଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୦ ବର୍ଷ ମଧ୍ୟରେ ଯେଉଁ ୩ଟି ର‌୍ୟାଗିଂ ଘଟଣା ଘଟିଛି ସେଥିମଧ୍ୟରୁ...

No Timeline For Royalty Hike

0

New Delhi:Indirectly rejecting the State Government’s long-standing demand for revision of coal royalty, the Union Government on Wednesday said it has not set any timeframe for revision of the royalty. Union Coal and Mines Minister Prahlad Joshi has informed this in the Lok Sabha today in a reply to a question raised by senior BJD MP Mahesh Sahoo. The rates of...