Master Plan For Ports
New Delhi: Union Minister for Ports, Shipping and Waterways, Sarbananda Sonowal has said that the Ministry has issued directions for Preparation of Comprehensive Master Plan for ports with planning horizon of 2047. Indian Ports Association, an apex body of Major Ports, has been directed to integrate all Port's Master Plan with respect to vision 2047 and prepare a comprehensive Plan...
Green Port Plan By 2030
New Delhi: Union Minister for Ports, Shipping and Waterways, Sarbananda Sonowal said that the Government of India is committed to reduce the emissions from shipping sector and promote the development of net zero and low-emission solutions. By 2030, all the Major Ports are to be made fully self-sustainable on electricity. All the energy requirements of the port are to be...
PM Urges For Tiranga
New Delhi: Prime Minister, Narendra Modi has urged people to strengthen the Har Ghar Tiranga Movement. Shri Modi also recalled the monumental courage and efforts of those who dreamt of a flag for free India. He has also shared some interesting nuggets from history including details of the committee associated with our Tricolour and the first Tricolour unfurled by...
120 MSME Units Closed
New Delhi: The Union Government on Thursday informed Lok Sabha that 120 MSME units in Odisha have been closed down during the past three years. Replying to an unstarred question of BJD MP Mahesh Sahoo, Union MoS for MSME, Bhanu Pratap Singh Verma said 120 micro enterprises have been shut down in the State during the period April 1, 2019...
ଓଡିଶାରେ ୧୨୦ ଏମ୍ଏସ୍ଏମ୍ଇ ବନ୍ଦ
ଭୁବନେଶ୍ୱର : ବିଗତ ତିନି ବର୍ଷ ମଧ୍ୟରେ ଓଡିଶାରେ ୧୨୦ଟି ଏମ୍ଏସ୍ଏମଇ ବନ୍ଦ ହୋଇଯାଇଛି । କେନ୍ଦ୍ର ସରକାର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି । ବିଜେଡି ସାଂସଦ ମହେଶ ସାହୁଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଏମ୍ଏସଏମ୍ଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା କହିଛନ୍ତି ଯେ ଓଡିଶାରେ ୨୦୧୯ ଏପ୍ରିଲ୍ ପହିଲାରୁ ୨୦୨୨ ଜୁଲାଇ ୧୫ ତାରିଖ ମଧ୍ୟରେ ୧୨୦ଟି ଛୋଟ ଉଦ୍ୟୋଗ ବନ୍ଦହୋଇ ଯାଇଛି । ଉଦ୍ୟୋଗ ଆଧାର ସ୍ମାରକପତ୍ର ଓ ଉଦ୍ୟମ ପଞ୍ଜିକରଣ ତଥ୍ୟରୁ କେନ୍ଦ୍ର...
ଦ୍ରୌପଦୀଙ୍କ ମାର୍ଗଦର୍ଶକ ଖୁସି କିନ୍ତୁ ନିରବ
ଭୁବନେଶ୍ୱର : ଓଡ଼ିଶାର ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ଦିଲ୍ଲୀ ରାଇସିନା ହିଲ୍ର ରାଷ୍ଟ୍ରପତି ଭବନକୁ ଯିବା ନିଶ୍ଚିତ ହୋଇଥିବା ବେଳେ ଏକ ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀରୁ ତାଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣି ସଫଳତାର ସ୍ୱାଦ ଚଖାଇଥିଲେ ରାଜ କିଶୋର ଦାସ । କିନ୍ତୁ ସେ ଖୁସି ଥିଲେ ବି ନିରବତା ଅବଲମ୍ବନ କରିଛନ୍ତି । ଏବେ ମୋରଡାର ବିଜେଡି ବିଧାୟକ ଥିବା ରାଜକିଶୋର ଦୀର୍ଘବର୍ଷ ଧରି ବିଜେପିର ରାଜ୍ୟ ଶାଖା ସାଧାରଣ ସଂପାଦକ, ଉପସଭାପତି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ...
ରାଷ୍ଟ୍ରପତି ଆସନରେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି ଭାବେ ବହୁ ମତରେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ପ୍ରତିଦ୍ୱନ୍ଦୀ ଯଶୱନ୍ତ ସିହ୍ନାଙ୍କ ଠାରୁ ଢେର ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଜନ୍ମିତ ଦ୍ରୌପଦୀ ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମ ହୋଇଥିବା ଦେଶର ପ୍ରଥମ ରାଷ୍ଟ୍ରପତି । ତାଙ୍କ ଏବେ ମାତ୍ର ୬୩ବର୍ଷ ବୟସ । ରାଇରାଙ୍ଗପୁର ଏନ୍ଏସିର ଉପାଧ୍ୟକ୍ଷା ପଦରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା...
ତ୍ରୁଟିଶୂନ୍ୟ ହେବ ଭୋଟର ତାଲିକା
ଭୁବନେଶ୍ୱର : ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମାନୁସାରେ ତ୍ରୁଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ରାଜ୍ୟର ସମସ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ନିକଟ ଅତୀତରେ କେନ୍ଦ୍ର ସରକାର ଲୋକପ୍ରତିନିଧି ଅଧିନିୟମ ୧୯୫୦ ଏବଂ ଲୋକପ୍ରତିନିଧି ଅଧିନିୟମ ୧୯୫୦ର ସଂଶୋଧନ କରିଛନ୍ତି, ଯାହାକୁ କି ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ସଂଶୋଧିତ ନିୟମକୁ...
ଆନ୍ତର୍ଜାତିକ ଅର୍ଥ ନିଗମ ସହ ବୁଝାମଣା
ଭୁବନେଶ୍ୱର : ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ସାର୍ବଜନୀନ ସଂପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ...
Murmu New President Of India
New Delhi: This is a proud moment for every Odia people as State’s tribal leader Droupadi Murmu has been elected as new President of Republic India. Though official announcements are yet to be made on her victory in the Presidential elections, Shrimati Murmu has crossed the magic number or half way in the election with the declaration of third round...










