ରେଡ଼କ୍ରସ୍କୁ ରାଜ୍ୟପାଳଙ୍କ ପ୍ରଶଂସା
ଭୁବନେଶ୍ୱର : ଭାରତୀୟ ରେଡ଼କ୍ରସ୍ ,ଓଡ଼ିଶା ରାଜ୍ୟ ଶାଖା ପାଣ୍ଠିସଂଗ୍ରହ, ସଭ୍ୟ ସଂଗ୍ରହ ଓ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସିଲଡ଼୍ ଓ ପ୍ରଶଂସାପତ୍ର ପାଇଛନ୍ତି । ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍ , ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ରେଡ଼କ୍ରସ୍ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିବା ସହ ସେବାର ପରିସର, ଆକାର ଓ ପରିମାଣକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି । ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ...
Law & Order Peaceful: CM
Bhubaneswar: The overall law and order situation in the State remained by and large peaceful. During the period, the State has been relatively free from any form of communal discord, Chief Minister Naveen Patnaik said in Assembly here on Wednesday. The Elections to PRI 2022, Urban Local Bodies 2022 and Elections to different Co-operative Societies were conducted peacefully in the...
15 Mines For Auction
Bhubaneswar: The State Government has lined up 15 mineral blocks for auction during the current financial year, Union Coal and Mines Minister Prahlad Joshi informed Lok Sabha on Wednesday Replying to a question raised by Keonjhar MP Chandrani Murmu, the Union Minister said, as per the provisions under Mines and Minerals Development and Regulation (MMDR) Act, 1957 and the Rules...
Maoist Under Control
Bhubaneswar: The overall Left-wing extremism scenario in the State has remained well under control during 2021, as per Home Department White Paper tabled in the Odisha Assembly on Wednesday. The intensity of CPI Maoist perpetrated violence declined, the cadre strength of Maoists dwindled, the area of influence of the banned outfit shrunk and the mass support base of the Maoist...
ସାଗରମାଳାରେ ଓଡିଶାକୁ ୫୪ହଜାର କୋଟି
ଭୁବନେଶ୍ୱର : କେନ୍ଦ୍ର ସରକାର ସାଗରମାଳା ଯୋଜନାରେ ଓଡିଶାରେ ୫୩ଟି ପ୍ରକଳ୍ପ ଚିହ୍ନଟ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୫୪,୦୦୦ କୋଟି ଟଙ୍କା ହେବ । ଏହି ସମସ୍ତ ପ୍ରକଳ୍ପ ବନ୍ଦର ଭିତ୍ତିକ ଶିଳ୍ପ ଓ ଭିତ୍ତିଭୂମି ବିକାଶ ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସଂସଦରେ ସୂଚନା ଦେଇଛନ୍ତି । ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରେ କେନ୍ଦ୍ର ମନ୍ତ୍ରୀ ଚିହ୍ନଟ ହୋଇଥିବା ପ୍ରକଳ୍ପ ମଧ୍ୟରେ ବନ୍ଦର ଆଧୁନିକୀକରଣ, ବନ୍ଦର ସଂଯୋଗ, ଉପକୂଳ...
ନନ୍ଦନକାନନରେ ଅଛନ୍ତି ୪୦୩୮ ପଶୁ ପକ୍ଷୀ
ଭୁବନେଶ୍ୱର : ନନ୍ଦନକାନନ ଚିଡିଆଖାନାରେ ଏବେ ୪୦୩୮ଟି ପଶୁପକ୍ଷୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୮୩୮ଟି ସ୍ତନ୍ୟପାୟୀ, ୩୧୭ସରୀସୃପ, ୧୮୬୨ ପକ୍ଷୀ ଓ ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ଏଠାରେ ୨୬୦ଟି ବିଭିନ୍ନ ବର୍ଗର ପଶୁପକ୍ଷୀ ମୃତ୍ୟୁବରଣ କରିଛନ୍ତି । ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ତିନିବର୍ଷ...
ହାତୀ ଘଉଡାଇବାରେ ୭୦କୋଟି ଖର୍ଚ୍ଚ
ଭୁବନେଶ୍ୱର : ହାତୀମାନଙ୍କୁ ଘଉଡାଇବାପାଇଁ ଗତ ତିନିବର୍ଷରେ ୭୦କୋଟି ଟଙ୍କାର ଅଧିକ ଅର୍ଥ ବ୍ୟୟ ହେଲାଣି । ବିଧାୟକ ପ୍ରକାଶ ସୋରେନଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ହାତୀପଲଙ୍କୁ ଗ୍ରାମାଭିମୁଖୀ ହେବାରୁ ପ୍ରତିହତ କରିବା ଏବଂ ଜନ ଜୀବନର ସୁରକ୍ଷା କରିବାପାଇଁ ଗତ ତିନିବର୍ଷରେ ବଜେଟ୍ ଅନୁଦାନରୁ ୪୨କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ କାମ୍ପା ପାଣ୍ଠିରୁ ଏ ବାବଦରେ...
54K Cr Sagarmala Projects
New Delhi: The Government of India has identified 53 projects worth more than Rs. 54,000 crore under Sagarmala Programme in the State of Odisha for enhancing the infrastructure related to port led industrialization, said Minister of Ports, Shipping and Waterways, Sarbananda Sonowal here on Tuesday. Giving a written reply to a question asked by BJD MP Sujeet Kumar, the Union...
ସୋଆକୁ ଅଧିକ ବିଦେଶ ଛାତ୍ରଛାତ୍ରୀ ଆସିବା ଉଚିତ୍
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଭଳି ଉଚ୍ଚକୋଟୀର ଏବଂ ଉତ୍କର୍ଷ ନିମନ୍ତେ ସଦା ଚେଷ୍ଟିତ ଶିକ୍ଷାନୁଷ୍ଠାନକୁ ଅଧିକ ସଂଖ୍ୟକ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ ନିମନ୍ତେ ଆସିବା ଆବଶ୍ୟକ ବୋଲି ମତ ରଖିଛନ୍ତି କେନ୍ଦ୍ର ବର୍ହିବ୍ୟାପାର ବିଭାଗର ପଶ୍ଚିମ ଏସିଆ ଏବଂ ଉତର ଆଫ୍ରିକାର ଯୁଗ୍ମ ସଚିବ ଡାକ୍ତର ପ୍ରଦୀପ ସିଂ ରାଜପୁରୋହିତ । ମରକ୍କୋ, ଆଲଜେରିଆ, ଲିବ୍ୟା, ଇଜିପ୍ଟ, ସୁଦାନ, ଦକ୍ଷିଣ ସୁଦାନ, ସାଉଦିଆରବ, ଇରାକ, ଇରାନ୍, ସିରିୟା, ଲେବାନନ୍, ଇସ୍ରାଏଲ୍, ପାଲେଷ୍ଟାଇନ୍, ୟେମେନ୍, ୟୁଏଇ, କୁଏତ୍, କତାର, ଓମାନ୍ ଏବଂ...
Cabinet Clears Jal Jeevan Projects
Bhubaneswar: The State Cabinet headed by Chief Minister Naveen Patnaik on Tuesday approved tenders for mega water supply projects worth Rs 1165 crore. The State Cabinet has taken a decision for execution of Mega Piped Water Supply Project with a cost of Rs 261.97 crore to provide safe drinking water in Koraput District out of Jal Jeevan Mission (JJM) funding. By...









