State To Consult Stakeholders on Exam Mode

0

Bhubaneswar: Odisha Government has allowed reopening of classes for Class-VIII to XII from 7 February.2022. Offline, Online and Hybrid Teachings are being conducted, thanks to the initiative of Bishnupada Sethi, Principal Secretary School and Mass Education. Regarding conduct of Examination for the students of Classes X & XII, Board of Secondary Education and Council of Higher Secondary Education, which conduct examinations...

ଦେଶରେ ଟିକାଦାନ ୧୭୧ କୋଟି ଟପିଲା

0

ନୂଆଦିଲ୍ଲୀ : ଭାରତର ସମନ୍ୱିତ କୋଭିଡ-୧୯ ଟୀକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି ଓ ସୁସ୍ଥ ହାର ବର୍ତ୍ତମାନ ୯୬.୯୫% ରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି । ଏହି ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂତନ ମାମଲା ରିପୋର୍ଟ ହୋଇଛି । ଭାରତର ବର୍ତ୍ତମାନ ୭,୯୦,୭୮୯ ଟି ସକ୍ରିୟ ମାମଲା ରହିଛି । ସାପ୍ତାହିକ...

କୋଭିଡଠୁ ଭୟଙ୍କର ମନଇଚ୍ଛା ଔଷଧ ସେବନ

0

ଭୁବନେଶ୍ୱର : ଡାକ୍ତରଙ୍କ ବିନା ପରାମର୍ଶରେ ଆଖିବୁଜା ଅତ୍ୟଧିକ ଭିନାମିନ୍‍, ପ୍ରୋଟିନ୍‍, ରୋଗପ୍ରତିରୋଧକ ଶକ୍ତିବର୍ଦ୍ଧକ, ଆଣ୍ଟିବାୟୋଟିକ, ଷ୍ଟିରଏଡ୍‍ ଏବଂ ଅନ୍ୟାନ୍ୟ ଔଷଧ ସେବନ ଯୋଗୁଁ ବିଭିନ୍ନ ରୋଗବ୍ୟାଧି ବଢିବାରେ ଲାଗିଛି । ଏମିତିକି ଏଥିପାଇଁ ହୃଦ୍‍ଘାତ ଠାରୁ ଆରମ୍ଭକରି ବୃକକ୍‍, ଯକୃତ, ଫୁସ୍‍ଫୁସ୍‍ ସମେତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଛି ଓ ଏହା କୋଭିଡ ଠାରୁ ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଦୁଇବର୍ଷ ଧରି କରୋନା ସଂକ୍ରମଣ କାଳରେ ଡାକ୍ତରଙ୍କ ବିନା ପରାମର୍ଶରେ ଅଧିକ ଔଷଧ ସେବନ କରିବା ବଢିଯାଇଛି...

ପିଏମ୍‍-କିଷାନରୁ ଓଡିଶା ଚାଷୀ ପାଇଛନ୍ତି ୫୯୬୯ କୋଟି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‍-କିଷାନ) ଯାଜନାରେ କେନ୍ଦ୍ର ସରକାର ୩୯.୩୬ଲକ୍ଷରୁ ଅଧିକ କୃଷକଙ୍କ ପାଇଁ ୫୯୬୯.୬୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିଏମ୍‍-କିଷାନ ଯୋଜନା ସମସ୍ତ ଜମି ଥିବା ଯୋଗ୍ୟ ଚାଷୀମାନଙ୍କୁ ରୋଜଗାର ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି । ଜମିଦାର ଓ କରଜଦାତାମାନଙ୍କ କବଳରୁ ଚାଷୀଙ୍କୁ ରକ୍ଷା କରିବାପାଇଁ କେନ୍ଦ୍ର ସରକାର...

State Relaxes Fiscal Deadlines

0

Bhubaneswar: Principal Secretary Finance Vishal Kumar Dev has revised the deadlines for financial sanction, issue of allotment, re-appropriation of funds, surrender of provisions and drawal of funds in the remaining part of the current financial year. Following the requests of several Departments, Mr.Dev recently issued a circular to all Additional Chief Secretaries (ACS), Principal Secretaries, Secretaries, Special Secretaries and Heads...

Odisha Farmers Get 6K Cr PM KISAN Funds

0

New Delhi: The Centre has released Rs 5969.61 crore to over 39.36 lakh farmers of Odisha under the Pradhan Mantri Kisan Samman Nidhi (PM-KISAN) Scheme. This was informed by Minister of Agriculture and Farmers Welfare Narendra Singh Tomar in Lok Sabha recently. He said the PM-KISAN Scheme was launched in an aim to provide income support to all landholding farmers’ families...

Royal Wedding Bell Rings

0

Bhubaneswar: There is a very popular song in Odia saying…”Asa Ki e Kha e ba… Raja Ghar Bahaghar Khana..” This song seems not applicable where Odisha’s most popular and respected King Gajapati Maharaja Divyasingha Deb organized his youngest daughter Debeshi Devi’s marriage here.Thanks to television channels that the common people could get a glimpse of the royal weeding held...

Tudu Gets HC Protection

0

Cuttack: Senior BJP leader and Union Minister Bishweswar Tudu got interim protection from Orissa High Court in a criminal case lodged against him by two State government officers The High Court today granted interim protection from arrest to Mr.Tudu in the case filed by the two officials of Mayurbhanj district accusing him of assaulting them. The interim relief will be...

ଡଃ. ଉମାକାନ୍ତ ମହାପାତ୍ରଙ୍କ ପୁସ୍ତକ ଉନ୍ନୋଚିତ

0

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଲୋକସମ୍ପର୍କ ଅଧିକାରୀ ଡଃ. ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘‘ ଦକ୍ଷିଣ ଏସିଆରେ ସ୍ୱେଚ୍ଛାସବୀ ଅନୁଷ୍ଠାନ ଓ ଗ୍ରାମୀଣ ବିକାଶ-ଅବଧାରଣା ଓ ବାସ୍ତବତା ’’ ଶୀର୍ଷକ ପୁସ୍ତକର ଶୁଭ ଉନ୍ନୋଚନ କରିଛନ୍ତି । ଏହି ପୁସ୍ତକ  ବିଶ୍ୱସ୍ତରର ଅଗ୍ରଣୀ ପ୍ରକାଶନ ସଂସ୍ଥା ସ୍ପିଞ୍ଜର ନେଚର ଦ୍ୱାରା ପ୍ରକାଶିତ ହୋଇଛି । ମୁଖ୍ୟ ଶାସନ...

ଚନ୍ଦ୍ରଶେଖରପୁର ଡିଏଭିକୁ କାରଣ ଦର୍ଶାଅ ନୋଟିସ୍‌

0

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସୂଚାନ ଯୋଗ୍ୟ ଯେ ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲା । ମହାମାରୀର ପ୍ରଭାବ କମିବା ପରେ ଗତ ଫେବୃଆରୀ ୭ ତାରିଖ ଦିନଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି । ଛାତ୍ରଛାତ୍ରୀମାନଙ୍କ...