ପଶ୍ଚିମବଙ୍ଗ ସୀମା ସିଲ୍
ଭୁବନେଶ୍ୱର : ପଶ୍ଚିମବଙ୍ଗରେ କରେନାର ମାରାତ୍ମକ ଟ୍ରିପିଲ ମ୍ୟୁଟାଣ୍ଟ ଭୂତାଣୁ ଚିହ୍ନଟ ପରେ ଓଡିଶାକୁ ଯେଭଳି ଏହା ନବ୍ୟାପେ ସେଥିପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସୀମା ସିଲ୍ କରିଛନ୍ତି । ବାଲେଶ୍ୱର ସୀମାରେ ଏଥିପାଇଁ ୪୪ଟି ଫାଟକ ନିର୍ମାଣ ସହିତ ୩ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଗାଡିକୁ ଉଦୟପୁର ଓ ଲକ୍ଷ୍ମଣନାଥ ଠାରେ କଡା ଯାଞ୍ଚ କରାଯାଉଛି । ସେହିଭଳି ଅନ୍ୟ ଗଳିରାସ୍ତା ଦେଇ ଯେଉଁମାନେ ଓଡିଶାକୁ ପ୍ରବେଶ କରୁଛନ୍ତି ସେମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି...
Green Corridor For Oxygen
Bhubaneswar: Odisha Police has created a green corridor for Oxygen Tankers in the state, an official said on Friday. State Police on Thursday escorted two tankers carrying oxygen from Angul and Jajpur in the state to Visakhapatnam and Pune respectively, the official said. The tankers were loaded in the presence of the local police in Angul. The State police in a...
ଅକ୍ସିଜେନ୍ ଯୋଗାଣ ପାଇଁ ସ୍ୱତନ୍ତ୍ର ସେଲ୍
ଭୁବନେଶ୍ୱର : ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି...
୧.୪୩ ଲକ୍ଷ ଟନ୍ ଅକ୍ସିଜେନ ଯୋଗାଣ
ଭୁବନେଶ୍ୱର : ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ତରଳ ମେଡ଼ିକାଲ ଅକ୍ସିଜେନ୍ ଉପଲବ୍ଧ କରାଯାଇଥିବା ବେଳେ ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ ଉପଲବ୍ଧ କରାଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ୍-୧୯ ମହାମାରୀର ଲଢ଼େଇ କରିବା ପାଇଁ ଦେଶ ଏକାଠୀ ହୋଇଛି । ଇସ୍ପାତ୍...
ଅନୁଗୁଳରେ କୋଭିଡ ହସ୍ପିଟାଲ ପାଇଁ ଅନୁରୋଧ
ନୂଆଦିଲ୍ଲୀ : ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବା ସହ ଖୁବଶୀଘ୍ର ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଓ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତମାନ ଭାରତ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢ଼େଇ...
ଟିକା ବୋଝ ୧୬୦୦ କୋଟି ଟପିଯିବ
ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ ଯଦି ଟିକା କିଣିବାକୁ ପଡ଼େ ତେବେ ଓଡ଼ିଶା ରାଜକୋଷ ଉପରେ ପ୍ରାୟ ୧୬୦୦ କୋଟି ଟଙ୍କାର ଅଧିକ ବୋଝ ପଡ଼ିବ । ଗୋଟିଏ ପଟେ କରୋନାର ଦ୍ରୁତ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ବ୍ୟାପକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଅନ୍ୟପଟେ କରୋନା ମହାମାରୀ ଯୋଗୁ ଅର୍ଥନୀତି ଉପରେ ସାଂଘାତିକ ଛାଟ ବସୁଥିବା ପରିପ୍ରେକ୍ଷୀରେ ଏହା ଓଡ଼ିଶା ଭଳି ରାଜ୍ୟ ପାଇଁ ଏହା ବେଡ଼ି ଉପରେ କୋରଡ଼ାମାଡ଼ ଭଳି ହୋଇପାରେ...
ଶିଶୁ ଶ୍ରମିକ ମାମଲାରେ ଦଣ୍ଡ ନଗଣ୍ୟ
ଭୁବନେଶ୍ୱର : ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ବ୍ୟାପକ ଚଢଉ ସହିତ ଦୋଷୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଉଥିବାବେଳେ ଦଣ୍ଡ ବିଧାନ କିନ୍ତୁ ହୋଇପାରୁ ନାହିଁ । ମାମଲା ଫଏସଲାରେ ବିଳମ୍ବ ଯୋଗୁଁ ଦଣ୍ଡ ହାର ଅତ୍ୟନ୍ତ ନଗଣ୍ୟ ରହିଛି । ଶିଶୁ ଓ କିଶୋର ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍ ୧୯୮୬ ଅନୁଯାୟୀ ଶିଶୁ ଶ୍ରମିକ ବିଲୋପ ପାଇଁ ଚଢଉ ସହିତ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଉଛି । ଏହି ଚଢଉ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି...
ଗଡିଲା ଅକ୍ସିଜେନ୍ ଏକ୍ସପ୍ରେସ୍
ଭୁବନେଶ୍ୱର : ଭାରତୀୟ ରେଳବାଇର ପ୍ରଥମ ଅକ୍ସିଜେନ୍ ଲୋଡ୍ ରୋଲ୍ ଅନ୍-ରୋଲ୍ ଅଫ୍ (ରୋରୋ) “ଅକ୍ସିଜେନ୍ ଏକ୍ସପ୍ରେସ୍” ଆଜି ସନ୍ଧ୍ୟାରେ ବିଶାଖାପାଟନମ୍ ର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼ରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଅଛି | ଏହା ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଡାକ୍ତରଖାନା ଓ ରୋଗୀ ମାନଙ୍କୁ ସହାୟକ ହେବ | ମହାରାଷ୍ଟ୍ରର କାଲାମ୍ବୋଲି ଗୁଡ଼ସଶେଡରୁ ସାତଟି ଖାଲି ଟ୍ୟାଙ୍କର୍ ଆଜି ସକାଳେ ବିଶାଖାପାଟନମ୍ ସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ୍ ଲିମିଟେଡ୍ ରେ ପହଞ୍ଚିଥିଲା | ତରଳ ମେଡିକାଲ ଅମ୍ଳଜାନ (LMO)...
ଘରୋଇ ଡାକ୍ତରଖାନାରେ ଶଯ୍ୟା ସଂରକ୍ଷଣ
ଭୁବନେଶ୍ୱର : ଅତି କମ୍ରେ ୩୦ ଶଯ୍ୟା ବିଶିଷ୍ଟ କିମ୍ବା ତଦୁର୍ଧ ଶଯ୍ୟା ଥିବା ଘରୋଇ ଡାକ୍ତରଖାନା ଗୁଡିକରେ କୋଭିଡ ଚିକିତ୍ସା ଲାଗି ୫୦ ପ୍ରତିଶତ ଶଯ୍ୟା ଓ ଆଇସିୟୁ ସଂରକ୍ଷିତ ରଖିବାପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ସିଡିଏମ୍ଓମାନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ ଘରୋଇ ଡାକ୍ତରଖାନାଗୁଡିକ କୋଭିଡ ରୋଗୀଙ୍କୁ...
State Asks Beds Reserve In PVT Hospitals
Bhubaneswar: Looking at the growing number of COVID-19 Cases across the State, Odisha Government has issued Advisory for provisioning of minimum 50 Percent of available General beds and ICU/HDU beds in Private Hospitals having 30 or more beds for treatment of COVID patients. ACS Health & Family Welfare Pradipta Kumar Mohapatra has directed All Collectors, Municipal Commissioners, and CDM &...








