ମଦ ଦର ଅଧିକ ନେବାରୁ ୩୭ଲକ୍ଷ ଜୋରିମାନା
ଭୁବନେଶ୍ୱର : ଧାର୍ଯ୍ୟ ଦର ଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରି ଦୋକାନୀମାନେ ୩୭ଲକ୍ଷ ଟଙ୍କାର ତଣ୍ଡ ଗଣିଲେଣି । କେବଳ ଗତ ଆର୍ଥିକ ବର୍ଷରେ ଏ ବାବଦରେ ୨୯ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି । ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କ ଏକ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତିଯେ ରାଜ୍ୟରେ ଥିବା ଦେଶୀ ଓ ବିଦେଶୀ ମଦଦୋକାନ ଗୁଡିକରେ ଧାର୍ଯ୍ୟ ଦରଠାରୁ ଅଧିକ ଦାମ୍ରେ ମଦ...
ED Attaches Biswal Assets
New Delhi: The Enforcement Directorate has attached assets worth Rs. 3.92 crore of former MLA Pravat Ranjan Biswal and STV Samachar in a money laundering case against chit fund firm Seashore Group of companies. “ED has provisionally attached movable as well as immovable assets worth Rs.3,92,20,000/- belonging to Pravat Ranjan Biswal, erstwhile MLA, Cuttack & Media Guru Consultants Pvt. Ltd...
Demand For More Salary
Bhubaneswar: Irrespective of party affiliations, MLAs in State Assembly on Saturday demanded hike in their salaries, pensions and other allowances as per existing remunerations are not adequate. The Opposition and Treasury Bench Members urged Speaker Bikram Keshari Arukh to give a ruling directing the government to hike the salary and allowances of the sitting members and pension & medical allowances...
ଜୟନାରାୟଣ ନୂଆ ବିରୋଧିଦଳ ନେତା
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଆଜି ଜୟନାରାୟଣ ମିଶ୍ରଙ୍କୁ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନୂଆ ନେତା ଭାବରେ ଘୋଷଣା କରିଛି । କୋଭିଡ -୧୯ ପୀଡିତ ହୋଇ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ବିଧାୟକ ପ୍ରଦିପ କୁମାର ନାଏକଙ୍କ ସ୍ଥାନରେ ଶ୍ରୀ ମିଶ୍ରଙ୍କୁ କ୍ୟାବିନେଟ ପାହ୍ୟା ପଦରେ ନିଯୁକ୍ତ କରାଯାଇଛି ବୋଲି ଓଡିଶା ବିଜେପି ସହ-ପ୍ରଭାରୀ ବିଜୟ ପାଲ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏକ ବର୍ଷରୁ ଅଧିକ ସମୟ ଧରି ଗୃହ କାର୍ଯ୍ୟରେ ଯୋଗ ଦେଇ ପାରିନଥିବା ଶ୍ରୀ ନାୟକଙ୍କ ଶୀଘ୍ର...
ଅଗଷ୍ଟ ୭ରେ ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପ ସାଗର ଏବଂ ତତ୍ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ସିଇସି ପକ୍ଷରୁ ଜାରୀ ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଅଗଷ୍ଟ ୯ ତାରିଖ ବେଳକୁ ଏହା ଗଭୀର ଅବପାତ ଅର୍ଥାତ୍...
ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି
ଭୁବନେଶ୍ୱର : ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ ସମାଜସେବା ନିମନ୍ତେ ଏକ କାର୍ ଭେଟି ଦେଇଛନ୍ତି ଶ୍ରୀମତି ଦାସ । ଗତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁମାରିୟଲ୍ ମିଡିଆ ତଥା ଦୈନିକ ସମ୍ବାଦପତ୍ର ପ୍ରମେୟ ଏବଂ ଓଡ଼ିଆ...
Jayanarayan New LoP
Bhubaneswar: The Bharatiya Janata Party (BJP) on Saturday announced Jayanarayan Mishra as the new Leader of Opposition (LOP) in Odisha Legislative Assembly. Mr.Mishra has been appointed in the Cabinet rank post replacing MLA Pradipta Kumar Naik, who is under treatment in New Delhi for Covid-19 related complications, said Odisha BJP co-in-charge Vijay Pal Singh here at a press conference. Mr.Singh prayed...
Talks On Plastic Waste
New Delhi: Swachh Bharat Mission-Urban 2.0, under the aegis of the Ministry of Housing and Urban Affairs, on 29 July, 2022 organized the fourth edition of SwachhTalks, the national peer learning webinar series on the topic of ‘Managing Plastic Waste’. The aim of this SwachhTalks episode was to nudge discussions around the need to effectively manage plastic waste to achieve...
Tech Support For Judiciary
New Delhi: Prime Minister, Narendra Modi addressed the inaugural session of the First All India District Legal Services Authorities Meet today., Chief Justice of India Justice N V Ramana, Supreme Court Judges Justice UU Lalit, Justice D Y Chandrachud, Union Minister, Kiren Rijiju, S P Singh Baghel, Other Supreme Court Judges, Chief Justices of High Courts, Executive Chairpersons of...
ଟାଟା ପାୱାର କମାଇଛି ୧୩୨୧ କର୍ମଚାରୀ
ଭୁବନେଶ୍ୱର : ରାଜ୍ୟରେ ଟାଟା ପାୱାର ହାତକୁ ବିଦ୍ୟୁତ୍ ବିତରଣ ଯିବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ୧୩ଶହରୁ ଅଧିକ କର୍ମଚାରୀ ହ୍ରାସ ହୋଇଥିବା ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଟାଟା ପାୱାର ହାତକୁ ବିତରଣ ବ୍ୟବସ୍ଥା ଯିବା ସମୟରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକରେ ୧୧,୫୯୯ କର୍ମଚାରୀ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା...









