ସ୍ୱରେଜ ଲାଇନ୍ ସଫା କରିବାକୁ ଡର
ଭୁବନେଶ୍ୱର : ସହରାଞ୍ଚଳରେ ସ୍ୱରେଜ ଲାଇନ୍ ସଫା କରିବାପାଇଁ ଏବେ ଠିକାଦାରଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀମାନେ ଡରିଲେଣି । ଅଧିକାଂଶ ସ୍ଥାନରେ ଯନ୍ତ୍ର ସାହାଯ୍ୟରେ ଏହି କାମ ହୋଇପାରୁନଥିବା ଓ ଯଦି କୌଣସି ଠାରେ ଶ୍ରମିକଙ୍କ ଦ୍ୱାରା ସଫା କରାଯାଉଛି ସେଠାରେ କଡା କାର୍ଯ୍ୟାନୁଷ୍ଠାନ ଭୟ ଯୋଗୁଁ ଏଭଳି ଅବସ୍ଥା ଉପୁଜିଛି । ଖୋଦ ରାଜଧାନୀରେ ଏହି ଅବସ୍ଥା ଜଟିଳ ହେବାରେ ଲାଗିଛି । କୌଣସି ୟୁନିଟ୍ରେ ଯଦି ଲୋକେ ସ୍ୱରେଜ ଲାଇନ୍ ଜାମ୍ର ସମ୍ମୁଖୀନ ହୋଇ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଦପ୍ତରରେ ଅଭିଯୋଗ...
ଶିଶୁ ନିର୍ଯ୍ୟାତନା ମାମଲାରେ ଦଣ୍ଡବିଧାନ ଢେର କମ୍
ଭୁବନେଶ୍ୱର : ଶିଶୁଙ୍କ ସୁରକ୍ଷାପାଇଁ ସ୍ୱତନ୍ତ୍ର ଅଦାଲତ ସମେତ ଶିଶୁ ଅଧିକାର ସୁରକ୍ଷା କମିଶନ ରହିଥିଲେ ବି ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଢେର କମ୍ ରହୁଛି ଏବଂ ବର୍ଷ ବର୍ଷ ଧରି ଅଦାଲତରେ ମାମଲା ଗଡିଚାଲିବା ଫଳରେ ନିର୍ଯ୍ୟାତିତ ଶିଶୁମାନେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସର୍ବଶେଷ ରିପୋର୍ଟ ଅନୁଯାୟୀ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୪୫ ପ୍ରତିଶତରୁ ଅଧିକ ରହୁଥିବାବେଳେ ଓଡିଶାରେ ଏହି...
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେଁସ୍କିଙ୍କ ସହିତ କଥା ହୋଇଛନ୍ତି । ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନରେ ବର୍ତ୍ତମାନର ସଂକଟପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଯୁଦ୍ଧ କାରଣରୁ ୟୁକ୍ରେନରେ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକଟ କରିଥିଲେ। ହିଂସାର ତୁରନ୍ତ ପରିସମାପ୍ତି କରିବା ସହିତ ଆଲୋଚନା ମାର୍ଗକୁ ଫେରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ନିବେଦନକୁ ପୁଣିଥରେ ଦୋହରାଇଥିଲେ। ସେ କହିଥିଲେ ଯେ ଶାନ୍ତି ପ୍ରକ୍ରିୟାରେ...
DGFT Opens Helpdesk
New Delhi: In view of the current international situation, Department of Commerce and DGFT have undertaken to monitor the status and related difficulties being faced by stakeholders on Russia/Ukraine trade related issues, said DGFT Santosh Sarangi. Department of Commerce/DGFT has operationalised a Helpdesk to support and seek suitable resolutions to issues related to India’s International Trade in this regard...
Steel Sector Seeks Better Environ
Bhubaneswar: Industry Captains in Steel Sector have for a better environment for the industry especially on finance, logistics, environment, support for the small-scale industries in the sector in Odisha. Ministry of Steel had an interactive session with steel companies based in Odisha here on 26 February. Union Minister of Steel, Ram Chandra Prasad Singh chaired the meeting which saw the participation...
New Rule For Urban Contest
Bhubaneswar: The State Election Commission (SEC) has issued a new set of rules for filing of nominations to contest different posts in the Urban Local Bodies (ULBs) in the upcoming poll on 24 March. Candidates will have to file nominations in Form—VIII for Councilor, Form VIIIA for Chairperson, Form X for Corporator and Form XA for Mayor. Any elector who is...
Double Medal For Odisha
Bhubaneswar: Odisha has won gold in two categories--Reformist State Government and Tax Commissionerate (Zones) in the 2nd National Taxation Awards for the year 2021. In order to motivate, encourage, acknowledge the compliant taxpayers, tax technology service providers, active facilitators, fiscal journalists, tax-friendly commissionerates and reform minded States, Tax India Online has instituted the National Taxation Award. Commissioner of CT & GST,...
Stipulations On Shivratri
Bhubaneswar: As a large number of people are likely to congregate at different Shiva temples on the occasion of Mahashivratri falls on 1March, the ACS Disaster Management & Special Relief Commissioner (SRC) Pradeep Jena Jena on Saturday issued a set of guidelines to observe the festival. There is a continuous decrease in the number of COVID cases in the State...
ଇସ୍ପାତ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ
ଭୁବନେଶ୍ୱର : ଇସ୍ପାତ ମନ୍ତ୍ରଣାଳୟ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାରେ ଥିବା ପ୍ରାଥମିକ ଓ ଦ୍ବିତୀୟକ ଇସ୍ପାତ କମ୍ପାନୀର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ । ଇସ୍ପାତ କ୍ଷେତ୍ରରେ ଦେଖା ଦେଉଥିବା ଆହ୍ବାନ ଗୁଡ଼ିକୁ କମ୍ପାନୀ ଅଧିକାରୀମାନେ ଉପସ୍ଥାପନ କରିଥିଲେ, ଯେଉଁଥିରେ ଏହି ଶିଳ୍ପ ପାଇଁ...
କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ
ଭୁବନେଶ୍ୱର : କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତନ ଆଣିଛି ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି । କୋଭିଡ୍ର ଆକ୍ରମଣ ଫଳରେ ଏହା ପରେ ପୃଥିବୀର ସମୟକୁ କୋଭିଡ୍ ପୂର୍ବ ଓ କୋଭିଡ ପର ଭାବେ ଜଣାଯିବ ବୋଲି ଶନିବାର ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଭର୍ଚୁଆଲି ଆୟୋଜିତ ଫୋର୍ଟନାଇଟଲି ଏକାଡେମିକ ଲେକ୍ଚର ପ୍ରଦାନ କରି ଡ: ଭୋରା କହିଛନ୍ତି । ବର୍ତମାନ ପରିସ୍ଥିତିରେ...










