ସମସ୍ତଙ୍କୁ ମାଗଣାରେ ଟିକା

0

ଭୁବନେଶ୍ୱର : ରାଜ୍ୟର ଯୁବଗୋଷ୍ଠିକୁ ଟିକା ପ୍ରଦାନ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଆଜି ଅବସାନ ଘଟିଛି । ୧୮ରୁ ୪୪ ବର୍ଷ ବୟସର ସମସ୍ତ ବ୍ୟକ୍ତିଙ୍କୁ ସରକାର ମାଗଣାରେ ଟିକା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ମଇ ପହିଲାରୁ ଏହି ବର୍ଗଙ୍କ ପାଇଁ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାବେଳେ ଏମାନଙ୍କୁ ମାଗଣାରେ ଟିକା ମିଳିବ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । କାରଣ ଇତି ମଧ୍ୟରେ ଦେଶର ଦୁଇ ଟିକା...

ପିଏମ୍‌ କେୟାର୍ସ ପାଣ୍ଠିରେ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ

0
Modi Photo

ନୂଆଦିଲ୍ଲୀ : ଦେଶର ସମସ୍ତ ଡାକ୍ତରଖାନାକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଥିବା ବିଭିନ୍ନ ସରକାରୀ ଡାକ୍ତରଖାନା ପରିସରରେ ୫୫୧ଟି ସମର୍ପିତ ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ଲାଗି ପିଏମ୍‌ କେୟାର୍ସ ପାଣ୍ଠିରୁ ନୀତିଗତ ମଞ୍ଜୁରି ମିଳିଛି। ଯଥାଶୀଘ୍ର ସମ୍ଭବ ଏସବୁ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ପ୍ଲାଣ୍ଟ ଜିଲ୍ଲାସ୍ତରରେ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କ୍ଷେତ୍ରରେ ବିଶେଷ...

ହିଙ୍ଗୁଳା ମନ୍ଦିର ପାଇଁ ୯.୩୨ କୋଟି

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳାମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡ ସିଏସଆର ପାଙଋିରୁ ୯.୩୨ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲାଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଜଣାଇଥିଲେ । ତାଳଚେର...

ଧର୍ମକୁ ଆଖିଠାର ଗୃହ ସଙ୍ଗରୋଧ

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରାୟ ୬୫ ପ୍ରତିଶତ ଲୋକ ବଖୁରିକିଆ ଓ ଦୁଇ ବଖୁରିଆ ଘରେ ରହୁଥିବା ବେଳେ ଅଧାରୁ ଅଧିକ ଘରେ ଗାଧୁଆ ଘର ନାହିଁ । ଯେତିକି ପରିବାରଙ୍କ ପାଇଁ ପାଇଖାନା ବ୍ୟବସ୍ଥା ରହିଛି ସେଥିରୁ ଅଧିକାଂଶ କ୍ଷେତ୍ରରେ ଗୋଟିଏ ପାଇଖାନାକୁ ସାରା ପରିବାର ବ୍ୟବହାର କରନ୍ତି । ଏ ପରିପ୍ରେକ୍ଷୀରେ କରୋନା ଲହର ମାଡ଼ି ଚାଲୁଥିବା ବେଳେ ସଂଖ୍ୟାଧିକ ଘରେ ସଙ୍ଗରୋଧରେ ରହିବା ନିରାପଦଜନକ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଅନ୍ୟ ରାଜ୍ୟରୁ...

Extending A Hand Of Support

0

Bhubaneswar: Likes of LN Mittal, Anil Agarwal, Naveen Jindal and Mahimananda Mishra have won the people's hearts for their timely altruistic acts during the COVID-19 pandemic.  Despite possessing all the material wealth, these wealthy ones crave the love and affection of ordinary people. The affluent class often fails to get people's appreciation despite spending crores on Corporate Social Responsibility...

ଶୀତଳଭଣ୍ଡାର ପାଇଁ ଉଦ୍ୟୋଗୀ ବିମୁଖ

ଭୁବନେଶ୍ୱର : ଉଦ୍ୟାନ କୃଷିର ସଫଳତା ପାଇଁ ଶୀତଳଭଣ୍ଡାର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ସରକାରଙ୍କ ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ରାଜ୍ୟରେ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେତିକି ବି ଶୀତଳଭଣ୍ଡାର ରହିଛି ସେଥିରୁ ଦୁଇ ତୃତୀୟାଂଶ ଅଚଳ । ମିଳିଥିବା ସୂଚନାରୁ ଜଣାଯାଇଛି ଯେ ରାଜ୍ୟରେ ଏବେ ମୋଟ୍‍ ୧୨୯ଟି ଶୀତଳଭଣ୍ଡାର ଥିବାବେଳେ ସେଥିରୁ ମାତ୍ର ୪୯ଟି କାର୍ଯ୍ୟକ୍ଷମ ରହିଛି । ଅନ୍ୟଗୁଡିକୁ ସଚଳ କରିବାପାଇଁ ଆଗ୍ରହ ନାହିଁ । କେତେକ ଶୀତଳଭଣ୍ଡାର ଅତି ପୁରୁଣା ହୋଇଥିବାରୁ ତାହାର...

ଅକ୍ସିଜେନ ପାଇଁ ଗ୍ରିନ୍‍ କରିଡର

0

ଭୁବନେଶ୍ୱର : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୯ଟି ଟ୍ୟାଙ୍କର୍ ଯୋଗେ ୫୧୦ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ, ହରିୟାନା, ଦିଲ୍ଲୀ, ଉତରପ୍ରଦେଶ ସମେତ ଅନ୍ୟ ସ୍ଥାନକୁ ଅକ୍ସିଜେନ୍ ପଠାଯାଇଛି । ଢେଙ୍କାନାଳ, ଅନୁଗୁଳ ଏବଂ ରାଉରକେଲାରୁ ଆଜି ଆହୁରି ୧୫ଟି ଅକ୍ସିଜେନ୍ ଟ୍ୟାଙ୍କର୍ ପଠାଯିବ । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ...

ରାଜଧାନୀ ସବୁଠୁ ତତଲା

ଭୁବନେଶ୍ୱର : ରାଜଧାନୀ ଆଜି ରାଜ୍ୟର ସବୁଠାରୁ ଅଧିକ ତତଲା ସହର ପାଲଟିଛି । ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ୱରରେ ସବୁଠାରୁ ଅଧିକ ୪୨.୧ ଡିଗ୍ରୀ ରେକର୍ଡ ହୋଇଛି । କିଛି ଦିନର ବ୍ୟବଧାନପରେ ରାଜଧାନୀର ଏଭଳି ତତଲା ପାଗରେ ଲୋକେ ଆଉଟୁ ପାଉଟୁ ହୋଇଛନ୍ତି । ଭୁବନେଶ୍ୱର ପଛକୁ ରହିଛି ବୌଦ । ବୌଦରେ ଆଜିର ତାପମାତ୍ରା ୪୨ଡିଗ୍ରୀ ରେକର୍ଡ ହୋଇଥିାବବେଳେ ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ସମ୍ବଲପୁରରେ ୪୧, ଝାରସୁଗୁଡାରେ ୪୦.୫, ଅନୁଗୁଳ ଓ...

୧୧୪ ପୌରାଞ୍ଚଳରେ ବର୍ଷା ଜଳ ଅମଳ ପ୍ରକଳ୍ପ

ଭୁବନେଶ୍ୱର : ସହରାଞ୍ଚଳ ମଜୁରୀ ନିଯୁକ୍ତି ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ଅଧୀନରେ ଓଡିଶାର ସମସ୍ତ ୧୧୪ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୌରାଞ୍ଚଳରେ ଥିବା ପାର୍କ, ଖେଳପଡିଆ ଭଳି ଖୋଲାସ୍ଥାନଗୁଡିକୁ ତୁରନ୍ତ ଏଥିପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ନେତୃତ୍ୱରେ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଏବଂ ପୌରସଂସ୍ଥାର...

Odisha Breaches 4L Mark

0

Bhubaneswar: State on Saturday reported 6,647 new COVID-19 cases, following which the state's tally breached the 4-lakh-mark, officials said. Eight more people died in the state of COVID-19, taking the toll to 1,981, they said. The state's COVID-19 tally currently stands at 4,01,314. Odisha crossed the 3-lakh-mark on November 7 last year, and took over five months to record the...