Push For KRB Rail
Bhubaneswar: In a major push for ambitious much-awaited Khurda-Bolangir railway project, East Coast Railway (ECoR) has moved Ministry of Environment, Forest and Climate Change to obtain Stage-I clearance for diversion of 594.618 hectares land required for the mega project. After obtaining an order from the Supreme Court of India, the ECoR Authority has submitted a formal proposal seeking Stage-I clearance...
ମାନବୀୟ ସୂଚକାଙ୍କରେ ଭାରତର ସ୍ଥାନ
ଭୁବନେଶ୍ୱର : ମାନବୀୟ ଉନ୍ନୟନ ସୂଚକାଙ୍କ (ଏଚ୍ଡିଆଇ) କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ୧୩୨ତମ ସ୍ଥାନକୁ ଖସିଛି । ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ୨୦୨୨-୨୩ ଆର୍ଥିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି । ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ୨୦୨୦ର ଏଚ୍ଡିଆଇ ସୂଚକାଙ୍କରେ ଭାରତର ସ୍ଥାନ ୧୩୦ ଥିବାବେଳେ ୨୦୨୧ରେ ତାହା ୧୩୨କୁ ଖସିଛି । ଏଚ୍ଡିଆଇ କ୍ଷେତ୍ରରେ ସୁଇଜରଲ୍ୟାଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ନରୱେ ରହିଛି ଦ୍ୱିତୀୟରେ । ଭାରତ ୧୩୨ତମ ସ୍ଥାନରେ ଥିବାବେଳେ ଇଂଲଣ୍ଡ ୧୮,...
ଉପନିର୍ବାଚନ ପାଇଁ ବିଜ୍ଞପ୍ତିକୁ ଅପେକ୍ଷା
ଭୁବନେଶ୍ୱର : ପୁଲିସ ଗୁଳିରେ ମନ୍ତ୍ରୀ ନବକିଶୋର ଦାସ ନିହତ ହେବାପରେ ତାଙ୍କ ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଲାଗି ଉପନିର୍ବାଚନ ଏକ ପ୍ରକାର ନିଶ୍ଚିତ ହୋଇଛି । ନବ ଦାସଙ୍କ ଦଶାହ ଯାଇ ନଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ଉପନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବାସ୍ଥଳେ ସମସ୍ତଙ୍କ ନଜର ରହିଛି ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ଉପରେ । ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯଦି ଲୋକସଭା ସହ ରାଜ୍ୟରେ ବିଧାନସଭା ନିର୍ବାଚନ କରାଯାଏ ତେବେ ତାହା ୨୦୨୪ ମାର୍ଚ୍ଚ-ଏପ୍ରିଲରେ ହେବାର...
ଗ୍ରାମ୍ୟ ଉନ୍ନୟନ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ୍ତ୍ୱ ପ୍ରଦାନ କରାଯାଇଛି । ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି । ଏହାଛଡା କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ୪୭ଶତାଂଶ । ତେଣୁ ଗ୍ରାମାଞ୍ଚଳ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ଗ୍ରାମାଞ୍ଚଳ ଜନତାଙ୍କ...
Pact For Tech Learning
Bhubaneswar: Siksha ‘O’ Anusandhan (SOA) Deemed to be University has signed an MoU with L&T EduTech, a business vertical of Larsen and Toubro Limited (L&T), in which the latter would extend professional training, internship and placement to SOA’s core engineering students. The MoU was signed by Prof. Pradipta Kumar Nanda, Pro-Vice Chancellor of SOA and R Balasubramanian, Consultant, L&T EduTech. As...
Move On Cyber Crime Control
Bhubaneswar: Taking serious note of the rise in financial and sexual cyber-crimes against women and children, the State Government has decided to intensify efforts to prevent this social menace. Deliberating at a meeting held today in the Lok Seba Bhawan, Chief Secretary Suresh Chandra Mohapatra laid stress on starting an awareness program against cyber-crime at the grass root level. He suggested involving...
ବିଜୁଳି ଦର ବଢିଲେ ଜନ ଆନ୍ଦୋଳନ
ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୧୩, ୧୪ ଓ ୧୫ ତାରିଖରେ ଓ.ଏଚ୍.ପି.ସି., ଓ.ପି.ଜି.ସି., ଓ.ପି.ଟି.ସି.ଏଲ୍. ଓ ଗ୍ରୀଡ୍କୋର ବାର୍ଷିକ ରାଜସ୍ୱ ଆବଶ୍ୟକତାକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ପକ୍ଷରୁ ଜନଶୁଣାଣି ହେବାକୁ ଯାଉଛି । ଏହି ଜନଶୁଣାଣୀ ଆଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କମ୍ପାନୀମାନେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବାର ସମ୍ଭାବନା ରହିଛି । ବର୍ତ୍ତମାନ ୟୁନିଟ୍ ପିଛା ବିଦ୍ୟୁତ୍ ଗ୍ରାହକମାନେ ୩ ଟଙ୍କା ଦେଉଥିଲା ବେଳେ ଗ୍ରୀଡ୍କୋ ପକ୍ଷରୁ ବିଭିନ୍ନ ଆବଣ୍ଟନ କମ୍ପାନୀକୁ ଯୋଗାଇ ଦେଇଥିବା...
ଫେବୃଆରୀ ୧ରୁ ତୋଷାଳି ମେଳା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି । ଏହି ମେଳାର ଲକ୍ଷ୍ୟ...
ସ୍ନାତକ ପାଠ୍ୟକ୍ରମରେ ସାମିଲ ହେବ ଏନ୍.ସି.ସି
ଭୁବନେଶ୍ୱର : ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ନିର୍ଦ୍ଦେଶ ଏବଂ କୁଳପତିଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ଏନ୍ସିସିକୁ ସ୍ନାତକ (ୟୁଜି) ସ୍ତରରେ ପାଠ୍ୟକ୍ରମରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ୟୁଜିସିର ମଡେଲ ସିଲାବସ୍ ଆଧାରରେ ୟୁଜିସ୍ତରରେ ଏନ୍ସିସିକୁ ଜେନେରାଲ ଇଲେକଫିଭ୍ ବିଷୟବସ୍ତୁ ଭାବେ ପଢ଼ାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏ ନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଅବଗତ...
State On Action Mode
Bhubaneswar: After receiving strong criticism from opposition and supporters of deceased Health Minister Naba Das, the State Government on Tuesday came to action and transferred Jharsuguda SP and SDPO to headquarters. According to official sources, Jharsuguda SP Rahul Jain and SDPO Brajraj Nagar, Gupteswar Bhoi have been attached to State Police Headquarters, Cuttack. Shri Bhoi has been replaced by SDPO...









