ତାଲିମରେ ୪୧କୋଟିରୁ ଅଧିକ ବ୍ୟୟ

0

ଭୁବନେଶ୍ୱର : ରାଜ୍ୟର ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ତାଲିମ ଦେବା ଲାଗି ସରକାର ତିନି ବର୍ଷରେ ୪୧କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି । ଏ ବାବଦରେ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ସହାୟତା ମିଳେନାହିଁ । ବିଭିନ୍ନ ପ୍ରକାର ତାଲିମ ଜରିଆରେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମସ୍ତ ଅର୍ଥ ରାଜ୍ୟର ନିଜସ୍ୱ ପାଣ୍ଠିରୁ ବହନ କରୁଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ ତିନି...

ଏସ୍‍ଟିପି ନିର୍ମାଣ ବିଳମ୍ବକୁ ଧରିଲେ ସିଏଜି

0

ଭୁବନେଶ୍ୱର : ରାଜ୍ୟ ସରକାର ଧାର୍ଯ୍ୟ ସମୟରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିନପାରିବାରୁ ୫୮୨ କୋଟି ଟଙ୍କା ଖର୍ଚ୍ଚ ନହୋଇ ରହିଗଲା । ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ତାଙ୍କର ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାର ସମୀକ୍ଷା କରି ସିଏଜି ଦର୍ଶାଇଛନ୍ତି ଯେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ୪ଟି ମହାନଗର ନିଗମ ଓ ଦୁଇଟି ପୌର ସଂସ୍ଥାରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‍ଟିପି) ପ୍ରତିଷ୍ଠା ପାଇଁ...

ସଂଗଠନ ଛାଡି ଘର ସଂସାର କଲେ ମାଓବାଦୀ

0

ଭୁବନେଶ୍ୱର : ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାପାଇଁ ଓଡିଶା ପୁଲିସ୍‍ର ଉଦ୍ୟମ ଏବେ ଫଳବତୀ ହେବାରେ ଲାଗିଛି । ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ସପ୍ନତା ପାଟମାଝି (ନନ୍ଦିନୀ) ଓ ଫୁଲବତୀ ଉଶେଣ୍ଡି (କରୁଣା)ଙ୍କର ଧୂମଧାମରେ ବିବାହ ଅନୁଷ୍ଠିତ ହୋଇଛି । ସ୍ୱପ୍ନିତା ପାଟମାଝି ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଦେଢ ବର୍ଷ ସଂଗଠନରେ କାର୍ଯ୍ୟ କରିବାପରେ ୨୦୧୯ ମସିହାରେ କନ୍ଧମାଳ ଏସ୍‍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ । ଫୁଲବତୀ ଉଶେଣ୍ଡି (କରୁଣା)...

High-Voltage Campaign Ends

0

Bhubaneswar: The high-voltage campaign for the by-poll to Padampur Assembly segment ended with a high note at 4 PM on Saturday. The Bargarh District Administration has asked outsiders to leave the place for smooth conduct of the voting. “As per ECI guidelines, after the end of campaigning period, those who do not belong to the Assembly constituency, should immediately leave...

MiO Attracts 10.50 L CR Invest Intent

0

Bhubaneswar: The State Government has bagged 741 investment intents worth of Rs 10.50 lakh crores during the Make in Odisha (MIO) Conclave 2022, which came to an end here on Saturday. Addressing at the valedictory session of the MIO conclave, Chief Minister Naveen Patnaik announced that the conclave has generated investment intents of Rs 10.50 lakh crores with potential for...

IREDA Boosts Odisha RE

Bhubaneswar: Pradip Kumar Das, Chairman & Managing Director (CMD), Indian Renewable Energy Development Agency Limited (IREDA), addressed a gathering at a Sectoral Session on “Renewable Energy & Equipment (Green Hydrogen & Solar)” in Bhubaneswar on 2 December. The address was a part of the Make in Odisha (MIO) Conclave 2022, the flagship investor summit of the Government of Odisha. The...

ରମାଦେବୀ ବିଶ୍ୱଦ୍ୟାଳୟକୁ ଅତିଥି ଅଧ୍ୟାପକ ଭରସା

0

ଭୁବନେଶ୍ୱର : ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୩୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ନିୟମିତ ଅଧ୍ୟାପକ ଅଧ୍ୟାପିକା ପଦବୀ ଖାଲି ପଡିଥିବାରୁ ଅଧିକାଂଶ କ୍ଷେତ୍ରରେ ଅତିଥି ଅଧ୍ୟାପକମାନଙ୍କ ଉପରେ ଭରସା କରିବାକୁ ହେଉଛି । ମା’ ରମାଦେବୀଙ୍କ ନାମରେ ନାମିତ ରାଜ୍ୟର ଏହି ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ସହିତ ୯ଟି ଜିଲ୍ଲାର ଅନ୍ୟୁନ ୪୮ଟି କଲେଜ ଅନୁବନ୍ଧିତ ହୋଇ ରହିଛି । ଏଗୁଡିକ ମଧ୍ୟରେ ଗୁଡିଏ ସ୍ୱୟଂଶାସିତ କଲେଜ ବି ଅଛି । ରମାଦେବୀ...

ବାତ୍ୟା କ୍ଷତି ସର୍ବାଧିକ

0

ଭୁବନେଶ୍ୱର : ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ଯେତିକି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ସେଥି ମଧ୍ୟରୁ ୨୦୧୩ରେ ଆସିଥିବା ବାତ୍ୟା ଫାଇଲିନ୍‍ରେ ରାଜ୍ୟର ସର୍ବାଧିକ କ୍ଷତି ହୋଇଛି । ଏହି କ୍ଷତିର ପରିମାଣ ୧୪ହଜାର କୋଟି ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟ ଫାଇଲିନ୍‍, ହୁଡ୍‍ହୁଡ୍‍, ତିତିଲି, ଫନି, ବୁଲ୍‍ ବୁଲ୍‍, ଅମ୍ଫାନ, ୟାସ, ଗୁଲାବ, ଜୱାଦ ଭଳି ବାତ୍ୟାର ସମ୍ମୁଖୀନ ହୋଇଥିଲା ।...

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ନିବେଦନ

0

ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଏଠାରେ ଓଡ଼ିଶା ସ୍ୱାସ୍ଥ୍ୟ ସଂଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ଜନସାଧାରଣଙ୍କ ଅଧିକ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ ଓଡ଼ିଶାର ଯେକୌଣସି ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବ । ମାତ୍ର ଦୁର୍ଭାଗ୍ୟବଶତଃ ଏହି ଯୋଜନା ଏଠାରେ ତ୍ୱରାନ୍ୱିତ ହେଉନାହିଁ । ରାଜ୍ୟ...

ବର୍ଜ୍ୟରୁ ସମ୍ପଦ ସୃଷ୍ଟି ବର୍ତ୍ତମାନର ଆବଶ୍ୟକତା

0

ଭୁବନେଶ୍ୱର : ବର୍ତ୍ତମାନର ଦ୍ରୁତ ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା । ସରଳ ଭାଷାରେ ଚକ୍ରାକାର ଅର୍ଥନୀତିର ଅର୍ଥ ହେଉଛି କୌଣସି ବସ୍ତୁର ପୁନଃବ୍ୟବହାର ବା ପୁନଃଚକ୍ରଣ ବୋଲି ମେକ୍‌ ଇନ୍‌ ଓଡ଼ିଶାର ଚକ୍ରାକାର ଅର୍ଥନୀତି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି...