ଅବକାରୀ ଅଧିକାରୀଙ୍କୁ ଆଇନ୍ ତାଲିମ
ଭୁବନେଶ୍ୱର : ଅବକାରୀ ଆଇନ୍ର ବିଭିନ୍ନ ଦିଗ ଉପରେ ତଥା ମାନ୍ୟବର ଅଦାଲତଙ୍କ ନିକଟରେ ସାକ୍ଷ୍ୟ ପ୍ରଦାନ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳାକୁ ଆଜି ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ ଉଦାଘଟନ କରିଛନ୍ତି । ଏହି କର୍ମଶାଳାରେ ସମଗ୍ର ଓଡିଶାରୁ ଅବକାରୀ କର୍ମଚାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । କର୍ମଶାଳାରେ ଶ୍ରୀ ରାକେଶ କୁମାର ପୋଥାଳ ଓ ଶ୍ରୀ ବିଶ୍ୱ ରଞ୍ଜନ ରାଉତ, ସହକାରୀ ଅଭିଯୋଜକ, ଭୂବନେଶ୍ୱର, ଯୋଗଦେଇ ଅନଲାଇନ୍ ମାଧ୍ୟମରେ ଅବକାରୀ ଆଇନ୍ର ବିଭିନ୍ନ ଦିଗ ଉପରେ ତଥା...
୧୯୩୦ ରେ ଜଣାଇ ପାରିବେ ସାଇବର ଅଭିଯୋଗ
ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ତୃଣମୂଳ ସ୍ତରରେ ସାଇବର ଅପରାଧ ବିରୋଧି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ...
ସୋଆ ଏବଂ ଏଲ୍ଆଣ୍ଡଟି ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କ ବୃତିଗତ ପ୍ରଶିକ୍ଷଣ ଏବଂ କର୍ମ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଲାର୍ସନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ (ଏଲ୍ଆଣ୍ଡଟି)ର ବ୍ୟବସାୟିକ ଅଂଗ ଏଲ୍ଆଣ୍ଡଟି ଏଡୁଟେକ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋମବାର ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ପତ୍ର ଅନୁଯାୟୀ ବିଶ୍ୱର ଅଗ୍ରଣୀ ଇଞ୍ଜିନିୟରିଂ ସଂସ୍ଥା ଲାର୍ସନ୍ ଆଣ୍ଡ ଟୁବ୍ରୋ ନିଜର ପ୍ରଶିକ୍ଷଣ ସଂସ୍ଥା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଯୋଗାଇ କର୍ମ ନିଯୁକ୍ତି ନିମନ୍ତେ ପ୍ରସ୍ତୁତ କରିବେ । ଏହି ପ୍ରୋଗ୍ରାମ୍...
4 By Polls In 1 LS!
Bhubaneswar: With the assassination senior BJD leader and Cabinet Minister Naba Kisore Das, Jharsuguda Assembly Constituency is likely to witness a By-Poll soon. For the first time in the history of Odisha, a Lok Sabha constituency is going to see a fourth by-poll for Vidhan Sabha. Jharsuguda Assembly segment is coming under the Bargarh Lok Sabha Constituency, which has already witnessed...
State Produces More KL
Bhubaneswar: Reviewing the progress of kendu leaf operations in the State on Monday, Chief Secretary Suresh Chandra Mahapatra asked officials to adopt a mechanism for quick disbursal of claims of kendu leaf workers. A technology-based faster mechanism needs to be adopted at the earliest for claim settlement if any, he said while chairing the second meeting of the Kendu Leaf...
ବରଗଡରେ ୪ଟି ଉପନିର୍ବାଚନ !
ଭୁବନେଶ୍ୱର : ପୁଲିସ୍ ଗୁଳିରେ ଜଣେ ମନ୍ତ୍ରୀଙ୍କ ଜୀବନ ଯିବା ଓଡିଶାରେ ପ୍ରଥମ ହୋଇଥିବାବେଳେ ଗୋଟିଏ ଲୋକସଭା ଇଲାକାରେ ଚତୁର୍ଥ ଉପନିର୍ବାଚନର ସ୍ଥିତି ଉପୁଯିବା ମଧ୍ୟ ଓଡିଶାରେ ପ୍ରଥମ ବୋଲି କୁହାଯାଉଛି । ଏହି ଲୋକସଭା କ୍ଷେତ୍ରଟି ହେଉଛି ବରଗଡ । ବରଗଡ ଲୋକସଭା ଆସନ ଅଧିନରେ ରହିଛି ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡା ବିଧାନସଭା କ୍ଷେତ୍ର । ପୂର୍ବରୁ ବିଜେପୁର, ବ୍ରଜରାଜନଗର, ପଦମପୁର ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବାବେଳେ ଏବେ ପୁଲିସ୍ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ...
ଜନଜାତି କ୍ଷେତ୍ରକୁ କମୁଛି କେନ୍ଦ୍ରୀୟ ଅର୍ଥ
ଭୁବନେଶ୍ୱର : ଅନୁସୂଚିତ ଜନଜାତିଙ୍କ ପାଇଁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ବର୍ଷକୁ ବର୍ଷ କମିବାରେ ଲାଗିଛି । କେବଳ ଅନୁଦାନ ନୁହେଁ, ବିବାଶ ବାବଦରେ ମିଳୁଥିବା ଅନ୍ୟାନ୍ୟ ଦେୟ ମଧ୍ୟ ହ୍ରାସ ପାଉଛି । ସୂଚନା ଅନୁଯାୟୀ ଅନୁସୂଚିତ ଜନଜାତିଙ୍କ ଲାଗି ୨୦୧୯-୨୦ ବର୍ଷରେ କେନ୍ଦ୍ର ସରକାର ଓଡିଶାକୁ ୧୫୧ କୋଟି ୧୦ଲକ୍ଷ ୬୬ ହଜାର ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୬୩ କୋଟି ୪ଲକ୍ଷ ୬୨ହଜାର ଟଙ୍କାକୁ ହ୍ରାସ ପାଇଥିଲା । ସେହିଭଳି ୨୦୨୧-୨୨ ବର୍ଷରେ ଏହି ଅନୁଦାନ ପରିମାଣ...
ଫେବୃୟାରୀ ୧ ରୁ ପାଣି ପଞ୍ଚାୟତ ପକ୍ଷ
ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଫେବୃୟାରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଏଥି ପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଛି । ଚଳିତ ବର୍ଷ ପାଣି ପଞ୍ଚାୟତ...
603 CR For Fishery
Bhubaneswar: The Union Government has sanctioned Odisha Rs.603 Crore for implementation of various fisheries related activities in the State. Department of Fisheries, Ministry of Fisheries, Animal Husbandry and Dairying (MoFAH&D) under the Pradhan Mantri Matsya Sampada Yojana (PMMSY) during the last two financial years and current year has accorded approvals to the fisheries development proposals of Government of Odisha. This funding...
Boost For Cashew Farming
Bhubaneswar: Principal Secretary Agriculture and Farmers’ Empowerment Arabinda Padhee said the weather and soil conditions of Odisha is extremely favourable for cashew farming. “This year more than 20,000 hectare of new land area will be brought under cashew farming,” he announced. More steps are being taken to improve production and productivity of cashew in the state with application of...










