SOA Bags Best Edu Institute Award
Bhubaneswar: Siksha ‘O’ Anusandhan (SOA) has been conferred with the ‘Best Educational Institute -- Eastern India’ award at the recently concluded International Education 2.0 Conference at Dubai. The conference was held at the Intercontinental Dubai Festival City from March 23 to 25. Prof. Nachieketa K. Sharma, Director of SOA’s International Relations and Outreach Programme and Mr. Ripti Ranjan Das, Placement Head...
SOA On Financial Market Awareness
Bhubaneswar: A regional seminar to spread awareness about the financial markets was organised at the Institute of Business and Computer Studies (IBCS), SOA’s faculty of management sciences, on Saturday. The event, organised to mark the Global Money Week, was attended by students of the institute. Anshuman Das, Deputy General Manager of the Securities and Exchange Board of India (SEBI), Somnath Majumdar...
Good Wishes Pour For BJD
Bhubaneswar: Governing BJD received good wishes from various quarters for having ensured a landslide victory in the both Rural and Urban Polls held recently. Chief Secretary, DGP, many senior officers, state government service associations Sunday met Chief Minister Naveen Patnaik and congratulated him over the “Spectacular Victory” in the twin polls. The senior officers who met Chief Minister include Chief Secretary...
ମାମଲାରେ ଛନ୍ଦି ହେଉଥିବା ନାବାଳକ ସଂଖ୍ୟା ବଢି ଚାଲିଛି
ଭୁବନେଶ୍ୱର : ରାଜ୍ୟରେ ଆଇନ୍ଗତ ଜାଲରେ ଛନ୍ଦି ହେଉଥିବା ନାବାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୭ ମସିହାରେ ସରକାରୀ ହିସାବରେ ରାଜ୍ୟରେ ଏହି ଧରଣର ନାବାଳକଙ୍କ ସଂଖ୍ୟା ୫୬୬୧ ଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରିଯାଇଛି । ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ଆବଶ୍ୟକ ସୁଧାର ଗୃହର ସଂଖ୍ୟା କିନ୍ତୁ ବୃଦ୍ଧି ପାଉନାହିଁ । ସରକାରୀ ସୂଚନା ଅନୁଯାୟୀ ୨୦୧୭ ମସିହାରେ ରାଜ୍ୟରେ ଆଇନ୍ଗତ ଜାଲରେ ଛନ୍ଦି ହୋଇଥିବା ୫୬୬୧ ଜଣ ଶିଶୁ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ...
ଅନଲାଇନରେ ପଇଠ ହୋଇପାରୁନି ପାଣି ବିଲ୍
ଭୁବନେଶ୍ୱର : ସହରାଞ୍ଚଳର ହିତାଧିକାରୀମାନେ ଅନ୍ଲାଇନରେ ପାଣି ବିଲ୍ ପଇଠ କରିପାରୁ ନାହାନ୍ତି । କାରଣ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ କୌଣସି ସୁବିଧା ହୋଇନାହିଁ । ନବ ନିର୍ମିତ ପୋର୍ଟାଲ ‘ଓଡିଶା ୱାନ’ କିମ୍ବା ୱାଟ୍କୋର ନିଜସ୍ୱ ପୋର୍ଟାଲରେ ଏହି ସୁବିଧା ଉପଲବ୍ଧ ହେଉନଥିବାରୁ ହିତାଧିକାରୀମାନେ ଚାହିଁଲେ ବି ମାର୍ଚ୍ଚ ମାସରେ ନିଜ ନିଜର ପାଣି ବିଲ୍ ଦେଇପାରୁ ନାହାନ୍ତି । ନାଗରିକମାନଙ୍କୁ ଗୋଟିଏ ପୋର୍ଟାଲରେ ସମସ୍ତ ପ୍ରକାର ସେବା ଯୋଗାଣ ପାଇଁ ରାଜ୍ୟ ସରକାର ‘ଓଡିଶାୱାନ୍’ ପୋର୍ଟାଲ ପ୍ରସ୍ତୁତ...
Travel Industry Laud In’tl Flight Reopen
New Delhi: The decision of the Government of India to reopen scheduled commercial international passengers services to / from India from 27 March, after a gap of two years, has been hailed and warmly by all the travel industry stakeholders of the country. The Directorate General of Civil Aviation had suspended operations of international commercial services with effect from...
PM Lauds Rahul
New Delhi: Prime Minister Narendra Modi heaped praise for an Odia youth from Puri district for his initiative and efforts to clean plastic garbage from the sea shore. Prime Minister mentioned name of Rahul Maharana while addressing the ‘Mann Ki Baat’ programme. He cited the young man’s work who works as a security guard after completing his graduation. “There is another...
ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦଘାଟିତ
ଆଠଗଡ଼ : ତିଗିରିଆର ନୂଆସଡ଼କଠାରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ଲର୍ଣ୍ଣିଂ ଟ୍ରି ଏକାଡ଼େମୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହ୍ନରେ ଉଦଘାଟନ କରିଛନ୍ତି । ନିଜର ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ନୂତନତାର ବାର୍ତ୍ତାବହ । ଘରୋଇ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷାପ୍ରଦାନରେ ବିଶେଷ ସହାୟକ ହେବ । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଗ୍ରାମାଞ୍ଚଳରେ ପିଲାମାନଙ୍କୁ ସହରାଞ୍ଚଳର ଯେ କୌଣସି ବିଦ୍ୟାଳୟ...
କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶା ଉପକୂଳ ଚାନ୍ଦୀପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ମଧ୍ୟମ ଦୂରତାବିଶିଷ୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ (ଏମଆରସାମ) କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରର ଦୁଇଟି ସଫଳ ଫ୍ଲାଇଟ୍ ଟେଷ୍ଟ ସମ୍ପାଦିତ ହୋଇଛି । ଏହା ହେଉଛି ଏମଆରସାମ୍ କ୍ଷେପଣାସ୍ତ୍ରର ଭାରତୀୟ ସେନା ସଂସ୍କରଣ । ଲାଇଭ୍ ଫାୟାରିଂ ପରୀକ୍ଷଣର ଅଂଶବିଶେଷ ସ୍ବରୂପ ଆକାଶ ମାର୍ଗରେ ଦ୍ରୁତବେଗରେ ଗତିଶୀଳ ହେଉଥିବା ଲକ୍ଷ୍ୟକୁ ଭେଦ କରିବା ଲାଗି କ୍ଷେପଣାସ୍ତ୍ରର...
ଭାଗ୍ୟଶାଳୀ ପ୍ରତାପ
ଭୁବନେଶ୍ୱର: ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ସମ୍ପ୍ରତି ଶେଷ ହୋଇଥିବା ସ୍ଥାନୀୟ ର୍ନିବାଚନରେ ବିଜେଡିର ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ଦୃଢ଼ ସାଂଗଠନିକ ଶକ୍ତି ଏବଂ ଶାସକ ଦଳର ରଣନୈତିକ ନିର୍ବାଚନ ପରିଚାଳନା ସହିତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ଭୋଟରଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକୁ ଶ୍ରେୟ ଦିଆଯାଉଛି । ଏଥି ସହିତ ଦୁଇ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଜଣେ ଭାଗ୍ୟଶାଳୀ ବୋଲି ମଧ୍ୟ ପ୍ରମାଣିତ ହୋଇଛି । କ୍ଷେତ୍ର ସ୍ତରରେ ବିଭିନ୍ନ ଲୋକପ୍ରିୟ...