Bhufesto@Story Telling
Bhubaneswar: The biggest International Oral Storytelling Festival- Bhufesto (Bhubaneswar Festival of Storytelling) organized by DotFest concluded today with much fanfare. Bhufesto was organized from 14-17 January 2023 from 2.30 pm to 7.30 pm every day in 4 different parks and open spaces of Bhubaneswar. Today, on the last evening of the festival, renowned storytellers like Nandita Das, Lopamudra Mohanty,...
Helath Sector Preforms Best
Bhubaneswar: Chief Minister Naveen Patnaik on Tuesday directed the District Magistrates of all districts to collect more feedback on the ‘Mo Sarkar’ initiative of the State Government at the district level. Reviewing the programme here, he suggested to work more efficiently in the office of the Sub-registrar's, approval of building plans, issuing bills and issuance of caste certificates etc. He also...
.FEST Attracts Huge Audience
Bhubaneswar: The .FEST is undoubtedly bringing the people of Bhubaneswar on an exciting journey.The first two days of the event had an excellent turnout of locals and guests, while day three saw an estimated eleven thousand number of locals and visitors attend. Day 3 of the .FEST, to the delight of the audience, saw incredible performances once more in a...
Disinvestment Draws Opposition Ire
Bhubaneswar: The State Government’s move to disinvest 49 per cent of the shareholding of the state-owned Odisha Power Generation Corporation (OPGC), has invited ire from Opposition BJP and Congress. The state government, which owns 100 per cent of the share, has invited Expression of Interest (EOI) from international bidders for purchasing 49 per cent of the shareholding of the company. ...
ମେଡିକାଲ କଲେଜ ପାଇଁ ଅଦାନି ଫାଉଣ୍ଡେସନ ଆଗ୍ରହୀ
ଭୁବନେଶ୍ୱର : ଭଦ୍ରକ ଠାରେ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଦାନି ଫାଉଣ୍ଡେସନ ଆଗ୍ରହୀ । ଅଦାନି ପାଉଣ୍ଡେସନ ହେଉଛି ଅଦାନି ଗୋଷ୍ଠିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର)ର ଏକ ଶାଖା । ଅଦାନି ପୋର୍ଟ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏପିଏସ୍ଇଜେଡ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ତ୍ରିପାଠୀ ଏହି ମର୍ମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କୁ ଅନୁରୋଧ କରିଛନ୍ତି । ଅଦାନି ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ଓ ରାୟଗଡାରେ...
ରାଜଧାନୀରେ ଭାଙ୍ଗିବ ବେଆଇନ କୋଠାବାଡ଼ି
ଭୁବନେଶ୍ୱର : ବେଆଇନ ନିର୍ମାଣ ଅଭିଯୋଗରେ ବହୁ ଆପାର୍ଟମେଣ୍ଟ ସମେତ ୪ ଶହରୁ ଅଧିକ କୋଠାବାଡି ଯେକୌଣସି ସମୟରେ ରାଜଧାନୀରେ ଭଙ୍ଗା ଯାଇପାରେ । ପୂର୍ବରୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ କର୍ତ୍ତୃପକ୍ଷ ନୋଟିସ ଲଗାଇ ସାରିଥିବାବେଳେ କେତେକ କ୍ଷେତ୍ରରେ ଆଇନଅଦାଲତର ରହିତାଦେଶ ଯୋଗୁ କାର୍ଯ୍ୟାନୁଷ୍ଠାନ ଧିମେଇ ଯାଇଥିବା ବରିଷ୍ଠ ଅଧିକାରୀମାନେ କହୁଛନ୍ତି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଢେର ପୂର୍ବରୁ ଏ ସଂକ୍ରାନ୍ତରେ ବିଧାନସଭାରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି । ଏପରିପ୍ରେକ୍ଷୀରେ ଭଙ୍ଗା ଯିବାକୁ ଥିବା ଘରର ମାଲିକମାନେ ଆତଙ୍କିତ...
ସ୍ବାସ୍ଥ୍ୟ ବିଭାଗର ଫିଡ୍ବ୍ୟାକ ସର୍ବୋତ୍ତମ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକ୍ରମରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଫୋନକଲ୍ ଜରିଆରେ ସେମାନେ କିଭଳି ବ୍ୟବହାର ପାଇଲେ...
BJP On PMAY Plea
Bhubaneswar: Taking the PMAY issue to a further level, the Odisha BJP on Tuesday sought intervention of Governor Ganeshi Lal for ensuring ownership and accountability of Odisha Administration in transparent and fair allocation of PMAY-G houses to beneficiaries in Odisha. A delegation of BJP led by BJP Chief Whip Mohan Majhi submitted a memorandum to the Governor in this regard. The...
ଆଦର୍ଶ ୱାର୍ଡ ଗଠନ ପାଇଁ ତାଲିମ
ଭୁବନେଶ୍ୱର : ଆଦର୍ଶ ୱାର୍ଡ ଓ ସଶକ୍ତ ପଞ୍ଚାୟତ ଗଠନ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସଆଇଆରଡି), ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦ (ଜେଆରପି)ର ମିଳିତ ସହଯୋଗରେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ସ୍ଥିତ ଖାଲମଡା ପ୍ରଶିକ୍ଷଣ ଭବନ ଠାରେ ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତାଲିମ ଶିବିରରେ ଜିଲ୍ଲା ସ୍ତରରୁ ଆସିଥିବା ବରିଷ୍ଠ ଅଧିକାରୀମାନେ ପ୍ରଶିକ୍ଷଣ...
ନକଲି ଶିକ୍ଷକଙ୍କ ଉପରେ ନଜର ରଖ
ଭୁବନେଶ୍ୱର : ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସ୍କୁଲ୍ ପରିଦର୍ଶନ କରିବା ସହ ନକଲି/ ଜାଲି ଶିକ୍ଷକମାନଙ୍କ ବିରୁଦ୍ଧରେ ଥିବା ମାର୍ଗଦର୍ଶିକାକୁ କଡାକଡି ଭାବରେ ପାଳନ କରିବା ନିମନ୍ତେ କୁହାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବ୍ରହ୍ମପୁର ଜୋନର ୮ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି...









