Guard Your Identity

0

Bhubaneswar: All of a sudden Governing Biju Janata Dal lawmakers have become vociferous about ‘central neglect’. Treasury Bench members rushed to the well of the House and demonstrated near the statue of Mahatma Gandhi in the Odisha Legislative Assembly compound. Why this change in approach of the BJD, which was silent over price rise, inflation, neglect of the farmers’...

ମହିଳା ବିଶ୍ୱବିଦ୍ୟାଳୟକୁ ଜମି ମିଳିବ କେବେ?

0

ଭୁବନେଶ୍ୱର : ଅଗ୍ରଗଣ୍ୟା ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ଜନନେତ୍ରୀ ମା’ ରମା ଦେବୀଙ୍କ ନାମରେ ନାମିତ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ରାଜଧାନୀରେ ଜମି ଚୂଡାନ୍ତ ହୋଇପାରୁ ନଥିବାରୁ ଏହାର ନୂତନ କ୍ୟାମ୍ପସ ନିର୍ମାଣ କରାଯାଇପାରୁ ନାହିଁ । ଇତିମଧ୍ୟରେ ରାଜ୍ୟର ଏହି ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନର ୭ବର୍ଷ ପୂରଣ ହେବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ଅବ୍ୟବହୃତ ଜମିରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ପ୍ରସ୍ତାବ...

ଏକାଧିକ ଏସଏଚଜିରେ ରହିଲେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର : କୌଣସି ମହିଳା ଯଦି ଏକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠିରେ ଥିବାର ସୂଚନା ମିଳିବ ତେବେ ତାଙ୍କ ବିରୁଦ୍ଧରେ ଆଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବେ ୬,୦୨,୦୧୩ଟି ସ୍ୱୟଂ ସହାୟିକା ଗୋଷ୍ଠି ରହିଛି । ଏଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟ ସଦସ୍ୟା ରହିଛନ୍ତି ।...

ଏସସି ଏସ୍‍ଟିଙ୍କ ଉପରେ ଅତ୍ୟାଚାର ମାମଲା ବଢୁଛି

0

ଭୁବନେଶ୍ୱର : ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକଙ୍କ ପ୍ରତି ଅତ୍ୟାଚାର ମାମଲା ବଢି ଚାଲିଛି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ କ୍ଷେତ୍ରରେ ଏଭଳି ମାମଲା ବୃଦ୍ଧିର କାରଣହେଉଚି ମୁକ୍ତ ଅପରାଧିକ ମାମଲାର ପଞ୍ଜିକରଣ, ଜନସଂଖ୍ୟା ବୃଦ୍ଧି ତଥା ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ...

ଶିଶୁଙ୍କ ସୁରକ୍ଷା ହେଉଛି ବଡମାନଙ୍କର ଦାୟିତ୍ୱ

0

ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ହେଉଛି ବଡମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ଓ ନିର୍ଯ୍ୟାତନାରୁ ସୁରକ୍ଷା ଦେବା ଏବଂ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ବଡମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଶ୍ରୀମତୀ ସଞ୍ଜୁ ପଣ୍ଡା । ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍‍ ଫର ଏନଣ୍ଡିଂ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭାକ୍‍ ଇଣ୍ଡିଆ) ଆନୁକୂଲ୍ୟରେ ପିକକ ପକ୍ଷରୁ ଓ ୱାର୍ଲଡ...

ଗଡିବ ଜଗନ୍ନାଥ ସର୍କିଟ୍‌ ଟ୍ରେନ

0

ଭୁବନେଶ୍ୱର : ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ ବୋଲି ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୂଚନା ଦେଇଛନ୍ତି |  ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ...

ଏସ୍‌ଏଚ୍‌ଏମ୍‌ରେ କେକ୍ ମିଶ୍ରଣ ଉତ୍ସବ

0

ଭୁବନେଶ୍ୱର : ବଡ଼ଦିନ ଆଉ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ । ଏହି ସମୟରେ ଅଧିକ ପରିମାଣର...

ରାଜଧାନୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

0

ଭୁବନେଶ୍ୱର : ସ୍ୱାଧୀନତାର ୭୫ବର୍ଷ ଅମୃତ ମହୋତ୍ସବ ଅବସରରେ ଏନ୍‌.ସି.ସି. ଦିବସ ଉପଲକ୍ଷେ ରାଜଧାନୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଓ ଏନ୍‌.ସି.ସି. ଶାଖାର ମିଳିତ ଆନୁକୂଲ୍ୟରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଯୁବରେଡକ୍ରସ୍ ଶାଖାର ପରାମର୍ଶଦାତା ଡ଼ଃ ସମୀର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ସାମଲଙ୍କ ଦ୍ୱାରା ଏହି ଶିବିର ଉଦଘାଟିତ ହୋଇଥିଲା ଯେଉଁଥିରେ ଏନ୍ ସି ସି ର ଛାତ୍ରଛାତ୍ରୀ ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ରକ୍ତଦାନ...

Jagannath Express Before Jatra

0

Bhubaneswar: To promote Jagannath culture and heritage, Indian railways is going to launch Jagannath Express under the Bharat Gaurav train project before next Rath Jatra. This was announced by Railways Minister Ashwini Vaishnaw here on Saturday. Speaking to media persons here, like Ramayan Express, Jagannath Express train service will be launched under the Bharat Gaurav project (theme- based tourist circuit trains)....

SOA Gets Top Varsity Tag

0

Bhubaneswar: Siksha ‘O’ Anusandhan (SOA) Deemed to be University here has been chosen as the ‘Best Promising University in Asia for Research’ at the Fourth Edition of the Asia Pacific Education and Technology Awards Summit 2022 (APETA-2022) organized by Education Post at Goa on Friday. The award was received by Dr. Mahendra Prasad, Director of SOA at the Summit organised...