Odisha To Lead National Energy Transition

0

New Delhi: Deputy Chief Minister, Kanak Vardhan Singh Deo, today met with former UK Prime Minister and Executive Chairman of the Tony Blair Institute for Global Change (TBI) here to forge a significant partnership aimed at accelerating sustainable energy solutions and a low-carbon future for India. The meeting at the Taj Palace Hotel culminated in the signing of a tripartite...

AICC Team To Probe Gopalpur Rape

0

New Delhi: The All India Congress Committee (AICC) has swiftly moved to address the horrific gang rape incident that occurred recently in Gopalpur, Odisha, by constituting a five-member fact-finding team. The team, aimed at thoroughly investigating the matter and assessing the broader issue of violence against women in the state, will be convened by senior Congress leader Deepa Dasmunsi. The...

ତିନି ଜିଲ୍ଲାରେ ପହଞ୍ଚିଲେ ମିଳିତ ବିଶେଷଜ୍ଞ ଦଳ

0

ଭୁବନେଶ୍ଵର : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ. ଙ୍କ ନିର୍ଦ୍ଦେଶ କ୍ରମେ ଆଜି କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ତିନିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ  ସ୍ଵତନ୍ତ୍ର ମିଳିତ ବିଶେଷଜ୍ଞ ଦଳ ପହଞ୍ଚି ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି l ଯାଜପୁର ଜିଲ୍ଲା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର, କେନ୍ଦ୍ରୀୟ ଟିମର ଡକ୍ଟର ଏନ ସୋମାଲକର.  ଓ ଭାରତୀୟ ଖାଦ୍ୟ ସୁରକ୍ଷା କର୍ତ୍ତୁପକ୍ଷ ଅଧିକାରୀମାନେ  ସଦସ୍ୟ  ରହିଛନ୍ତି l କଟକ ଜିଲ୍ଲା ପାଇଁ ...

ଟୋନି ବ୍ଲେୟାରଙ୍କୁ ଭେଟିଲେ ଶକ୍ତି ମନ୍ତ୍ରୀ

0

ଭୁବନେଶ୍ଵର : ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ ଆଜି ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଉଭୟ ନେତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଦ୍ୱାରା ଏକ ତ୍ରିପାକ୍ଷିକ ଇଣ୍ଟେଣ୍ଟ ଲେଟର (ଏଲଓଆଇ) ସ୍ୱାକ୍ଷରିତ ହୋଇଛି। ଏଲଓଆଇରେ ହୋଇଥିବା ସହମତି ଅନୁଯାୟୀ, ଓଡ଼ିଶା ଭାରତର ବିଭିନ୍ନ...

ଖଦି ଆୟୋଗ ଦେଲେ ୩୦୦ କୋଟିର ମାର୍ଜିନ୍‍ ମନି

0

ନୂଆଦିଲ୍ଲୀ :  ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ୧୭ ଜୁନ୍ ୨୦୨୫ରେ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ମ (ପିଏମଇଜିପି) ଅଧୀନରେ ଦେଶବ୍ୟାପୀ ୯୦୬ କୋଟି ଟଙ୍କାର ଋଣ ମଞ୍ଜୁରୀ ବିପକ୍ଷରେ ୧୧,୪୮୦ ସେବା କ୍ଷେତ୍ର ହିତାକାରୀମାନଙ୍କୁ ୩୦୦ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ରାଜଘାଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ହିତାଧିକାରୀଙ୍କ ବ୍ୟାଙ୍କ...

ବୋତଲ ପାଣି କେତେ ସୁରକ୍ଷିତ ?

0

ଭୁବନେଶ୍ୱର : ରାଜ୍ୟରେ ହଇଜା ବ୍ୟାପୁଥିବାବେଳେ ଖୋଦ୍‍ ରାଧାନୀରେ ଜଣ୍ଡିସ୍‍ ଦେଖାଦେଇଛି । ଏଭଳି ଜଳ ବାହିତ ରୋଗ ଭୟରେ ଲୋକେ ଏବେ ପାନୀୟଜଳ ପାଇଁ ବୋତଲ ପାଣିକୁ ଅଗ୍ରାଧିକାର ଦେଉଛନ୍ତି । ତେବେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲ ପାଣି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଲାଣି । ରାଜଧାନୀରେ ଏବେ ସବୁଆଡେ ବୋତଲ ପାଣି ହାଉଜାଉ । ବିଭିନ୍ନ କମ୍ପାନୀର ଷ୍ଟିକର ମରାହୋଇ ଦୈନିକ ଶହ ଶହ ବିଭିନ୍ନ ଆକୃତିର ପାଣିବୋତଲ ରାଜଧାନୀକୁ ଆସୁଛି । ଏହାଛଡା ବିଭିନ୍ନ ହୋଟେଲ,...

ନିଶା ବିରୁଦ୍ଧରେ ଏବେ ଗାଁ ଲୋକେ

0

ଭୁବନେଶ୍ୱର : ଓଡ଼ିଶା ସରକାର ମଇ ୩୧ରୁ ଜୁନ୍‍ ୨୬ ପର୍ଯ୍ୟନ୍ତ ବିଭିନ୍ନ କିସମର ନିଶା ବିରୋଧରେ ଜନଜାଗରଣ ସୃଷ୍ଟି ପାଇଁ ବିପୁଳ ଅର୍ଥ ବ୍ୟୟ କରୁଥିବା ବେଳେ ଖୋଦ୍‍ ରାଜଧାନୀରେ ମଦ ମୃତ୍ୟୁ ଦୁର୍ଘଟଣା ଘଟିବା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ମଦ ବେପାରୀ ଠାରୁ ଲାଞ୍ଚ ନେଉଥିଲା ବେଳେ ଜଣେ ଅବକାରୀ ଅଧିକାରୀ ଗିରଫ ହେବା ଏବଂ ରାଜଧାନୀର ଉପକଣ୍ଠ ବନମାଳିପୁର ଅଞ୍ଚଳରେ ୧୨ଟି ଗାଁର ଲୋକେ ଏକାଠି ହୋଇ ନିଶା ବିରୋଧରେ ଆନ୍ଦୋଳନ କରିବା ଘଟଣା ଚର୍ଚ୍ଚାର ବିଷୟ...

Annual FASTag Pass

0

New Delhi: In a significant move aimed at streamlining highway travel and reducing commuter burden, Union Minister for Road Transport and Highways, Nitin Gadkari, today announced the introduction of a FASTag-based annual pass for private vehicles. Priced at ₹3,000, this annual pass will be effective from August 15, 2025, and is set to offer a more convenient and cost-effective...

Debi Mishra To Co-ordinate BJD Affairs

0

Bhubaneswar: With BJD Supremo moving out to undergo treatment for cervical arthritis at a hospital in Mumbai, he has mandated that the day-to-day affairs of the party will now be handled by its Political Affairs Committee (PAC). This move aims to streamline party operations and ensure smooth functioning, particularly in the absence of the party Supremo An official order...

ସରକାର ଜନଜାତି କଲ୍ୟାଣ ପାଇଁ ପ୍ରତିବଦ୍ଧ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ତେଣୁ ଏହି ସଂସ୍କୃତିର ବିକାଶ ପାଇଁ ଆଗାମୀ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ହେବ। ଆଗାମୀ ୧୧ ବର୍ଷ ଭିତରେ ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ। ଆଜି ଏହି “ଆଦିବାସୀ ଶକ୍ତି ସମାବେଶ”...