Victory for Bijay

In a far reaching impact ruling that underscores the importance of statutory safeguards for civil servants, the Orissa High Court has quashed a long-standing corruption case against senior IAS officer Dr.Bijay Ketan Upadhyaya, observing that the prosecution was founded on a perfunctory investigation and suppression of vital exculpatory evidence. The judgment, delivered by Dr. Justice Sanjeeb K. Panigrahi, marks the...

ଗାଁକୁ ଆଲୋକିତ କରିଛି ବେଦାନ୍ତର ସୌର ଶକ୍ତି

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ୩୨୫ ସୌର ଶକ୍ତି ଚାଳିତ ଷ୍ଟ୍ରିଟ ଲାଇଟ ସ୍ଥାପନ ମାଧ୍ୟମରେ ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ କରିବା ଜାରି ରଖିଛି। ଏହାଦ୍ବାରା ବାର୍ଷିକ ପ୍ରାୟ ୨୮,୪୭୦ କିଲୋୱାଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ ସହିତ ପ୍ରାୟ ୨୪ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରାଯାଇ ପାରୁଛି । ବର୍ଷେ ପୂର୍ବରୁ ସ୍ଥାପିତ ହୋଇଥିବା ଏହି ଷ୍ଟ୍ରିଟ ଲାଇଟ ଜାମଖାନୀ, ଗିରିସିମା, ଝାରପଲମ, ହେମଗିରି, ଆରଏନଆର କଲୋନୀ, ବିଲେଇମୁଣ୍ଡା, ମୁଣ୍ଡେରଖେତ, ଘୋଘରପଲ୍ଲୀ, ପୋଡାଜାଲଙ୍ଗା,...

ଗ୍ରିଡକୋର ସ୍ଥାପନା ଦିବସ ପାଳିତ

0

ଭୁବନେଶ୍ୱର : ଗ୍ରିଡକୋ ର ୩୧ତମ ସ୍ଥାପନା ଦିବସ ଉତ୍ସାହ ଓ ଇଦ୍ଦୀପନାର ସହ ପାଳିତ ହୋଇଯାଇଛି । ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶକ୍ତି ତଥା ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗ୍ରିଡକୋର ଅଧ୍ୟକ୍ଷ ଶ୍ରୀ ବିଶାଲ କୁମାର ଦେବ, ଓପିଟିସିଏଲ୍‌ ସିଏମଡି ଶ୍ରୀ ଭାସ୍କର ଶର୍ମା, ଓପିଜିସିର ଏମଡି ଶ୍ରୀ କେଦାର ରଞ୍ଜନ ପାଣ୍ଡୁ...

କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ରାଜ୍‍

0

ଭୁବନେଶ୍ୱର : ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀମାନଙ୍କ ଭାଗ୍ୟ ସୁରକ୍ଷକର୍ମୀଙ୍କ ହାତରେ । କାରଣ ରୋଗୀମାନେ କିଭଳି କେଉଁ ସମୟରେ ଡାକ୍ତରଙ୍କୁ ନିକଟରେ ଚିକିତ୍ସିତ ହେବେ ତାହା ବହୁ ସ୍ଥାନରେ ସୁରକ୍ଷକର୍ମୀମାନେ ସ୍ଥିର କରୁଛନ୍ତି । ଏହାକୁ ନେଇ ପ୍ରତିଦିନ ଡାକ୍ତରଖାନାର ବିଭିନ୍ନ ବିଭାଗରେ ସୁରକ୍ଷାକର୍ମୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମୁହାଁମୁହିଁ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏବେ ଦୁଇବେଳା ଡାକ୍ତରମାନେ ରୋଗୀ ଦେଖୁଛନ୍ତି । ପ୍ରତିଦିନ ସକାଳ ୯ଟାରୁ ରୋଗୀଦେଖା ଆରମ୍ଭ ହେଉଥିବାବେଳେ ଏହାର ଢେର ପୂର୍ବରୁ ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିଯାଉଛନ୍ତି...

ସରକାରୀ ଜମି ଜାଲିଆତି ପାଇଁ କାର୍ଯ୍ୟାନୁଷ୍ଠାନ ଦାବି

0

ଭୁବନେଶ୍ୱର : ଖୋଦ୍‍ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଶ୍ୟାମପୁର ମୌଜାରେ ୬୮ ଏକରରୁ ଅଧିକ ସରକାରୀ ଜମି କିଭଳି ଦଲାଲମାନେ ଲୋକଙ୍କୁ ବିକି କୋଟି କୋଟି ଟଙ୍କା କମାଉଥିଲେ ତାହାର ପର୍ଦ୍ଦାଫାସ୍‍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଏହି ଜମିକୁ ଭୂଦାନ ଜମି ଦର୍ଶାଇ ଜମି ଦଲାଲମାନେ ଏଠାରେ ବିନୋବା ନଗର ନାମରେ ଏକ ଛାତ ଘରେ କାର୍ଯ୍ୟାଳୟ ଚଳାଉଥିଲେ । ଏମିତିକି ଏହି କାର୍ଯ୍ୟାୟଳ ପଞ୍ଜିକୃତ ବୋଲି ଲେଖାଯାଇଥିଲା । କିଭଳି ସରକାରୀ ଜମିକୁ ସେମାନେ...

Akshay Tritiya In Srimandir

0

Puri: The sacred atmosphere of Srimandir on this holy Akshaya Tritiya was a profound blend of deep devotion and timeless tradition. Under the guidance of Dr. Arabinda Kumar Padhee, Chief Administrator of the Sri Jagannatha Temple Administration, every ritual was carried out with a sense of divine grace and administrative precision. The air in Puri today carried the scent...

SIR Axe On 1 Million Voters; BJD

0

Bhubaneswar: Biju Janata Dal (BJD) on 20 April expressed grave concerns regarding the potential mass deletion of voters from Odisha’s electoral rolls. Senior Party Vice President Shri Debi Prasad Mishra, Deputy Leader of Opposition Shri Prasanna Acharya and General Secretary Shri Bijay Nayak addressed the Media Meet. They highlighted that while annual revisions typically result in the removal of roughly...

ଏସଆଇଆରରେ କଟିଛନ୍ତି ଓଡ଼ିଶାର ୧୦ ଲକ୍ଷ

ଭୁବନେଶ୍ୱର : ଭାରତର ଭୋଟର ତାଲିକରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ମାଧ୍ୟମରେ ଭୋଟର ତାଲିକାରୁ ଅଧିକରୁ ଅଧିକ ଭୋଟରଙ୍କ ନାମ କଟିଯାଉଥିବା ଅଭିଯୋଗରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଆଜି ଓଡ଼ିଶାରେ ମଧ୍ୟ ସେଭଳି ହେବାର ସନେ୍ଦହ ସୃଷ୍ଟି ହେଲାଣି ବୋଲି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଭୋଟର ତାଲିକାରୁ...

ଏମ୍ସରେ ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

0

ଭୁବନେଶ୍ୱର : ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିଶେଷ ସଫଳତା ସ୍ବରୂପ, ଏମ୍ସ ଭୁବନେଶ୍ୱରରେ ଚଳିତ ମାସରେ ଜଣେ ମୃତ ଦାତାଙ୍କ ଯକୃତ ଦାନ ଫଳରେ ନୂତନ ଜୀବନ ପାଇଛନ୍ତି ୪୬ ବର୍ଷୀୟ ବ୍ୟକ୍ତି। ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ଏହି ଯକୃତ ପ୍ରତିରୋପଣ ସମ୍ପନ୍ନ ହୋଇଥିଲା। ଏପରି ସଫଳତା ବିଶ୍ୱ ଯକୃତ ଦିବସର ପ୍ରକୃତ ଅନୁଚିନ୍ତାକୁ ପ୍ରତିପାଦିତ କରିଛି। ଏହା ଯକୃତ ସ୍ୱାସ୍ଥ୍ୟର ଗୁରୁତ୍ୱ ଏବଂ ଅଙ୍ଗଦାନର ଜୀବନ ରକ୍ଷାକାରୀ ପ୍ରଭାବକୁ ଉଜାଗର କରିଥାଏ। ଏହି ପ୍ରେରଣାଦାୟକ କାହାଣୀର କେନ୍ଦ୍ରରେ ଅଛନ୍ତି ଭଦ୍ରକ...

Walk Drives More Footfall

0

Dhenkanal: “Our history is the basis of the development of a civilization and its vast wealth. The huge cultural flow that has been created through our monasteries, temples, forts, food, clothes, culture, is on the verge of extinction due to today's extreme modernity. If we won't keep history in our minds, one day everything will be taken away from us,” said Professor Kharavela Mohanty, a...