Pact To Locate Vehicle

0

Cuttack: For development, management and operation of Vehicle Location Tracking (VLT) application, the State Transport Authority (STA) has signed a Memorandum of Understanding (MoU) with Bharat Sanchar Nigam Limited (BSNL) on Thursday. The agreement was signed by Dhananjaya Senapati, Additional Commissioner Transport (Technical) and Pradeep Kumar Mallick, General Manager, BSNL, Cuttack. Under the Nirbhaya Scheme for women’s safety, the Central Government...

SPV For Aluminium Park

0

Bhubaneswar: State-run IDCO has urged the State Government for early formation of Special Purpose Vehicle (SPV) for development of Aluminium Park at Jharsuguda. Principal Secretary Industries Hemant Sharma has received a proposal from IDCO in this regard.   The Vedanta Limited had submitted an expression of interest for development of Aluminium Park at Jharsuguda in April 2018, of an area measuring...

ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇନି

0

ଭୁବନେଶ୍ୱର : : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ନେଇ ପ୍ରକାଶ ପାଇଥିବା ଖବରକୁ ଭାରତୀୟ ପାଣିପାଗ ବିଭାଗ ଅଧୀନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଛି । ସମ୍ପୃକ୍ତ ଖବରରେ ‘ଆଇଏମଡିର ଆକଳନ’’ ସମ୍ଭାବ୍ୟ ବାତ୍ୟା ‘‘ଓଡ଼ିଶାରେ ସ୍ଥଳଭାଗ’’ ଛୁଇଁବ ବୋଲି ଯାହା ଦର୍ଶାଯାଇଛି ତାହା ତଥ୍ୟ...

ଡାଲି ଓ ପିଆଜ ଦର ସ୍ଥିର

0

ନୂଆଦିଲ୍ଲୀ : ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ କାରଣରୁ ଦେଶରେ ପିଆଜ ଓ ଡାଲି ଦର ସ୍ଥିର ରହିଛି । କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ ଦୃଷ୍ଟି ରଖି ଆସିଛନ୍ତି । ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର...

Jeypore Airport Gets License

0

Bhubaneswar: There is a piece of good news for South Odisha ahead of Diwali, the Director General of Civil Aviation (DGCA) has issued license to start operation at Jeypore Airport in Koraput district. Thanks to the sincere efforts of Bishnupada Sethi, Principal Secretary Commerce & Transport, who was pursuing the DGCA License efforts from the beginning and ground work for...

ଟ୍ରାକିଂ ପାଇଁ ବିଏସଏନଏଲ ସହିତ ରାଜିନାମା

0

କଟକ: ଯାନ ଅବସ୍ଥାନ ଟ୍ରାକିଂର ବିକାଶ, ପରିଚାଳନା ଏବଂ କାର୍ଯ୍ୟ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଭାରତ ସଞ୍ଚାର ନିଗମ ଲିମିଟେଡ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି | ଏହି ଚୁକ୍ତିରେ ଅତିରିକ୍ତ ପରିବହନ କମିଶନର ଧନଞ୍ଜୟ ସେନାପତି ଏବଂ ବିଏସଏନଏଲର ପ୍ରଦୀପ କୁମାର ମଲିକ ସ୍ୱାକ୍ଷର କରିଛନ୍ତି | ମହିଳାଙ୍କ ସୁରକ୍ଷା ପାଇଁ ନିର୍ଭୟା ଯୋଜନା ଅଧୀନରେ କେନ୍ଦ୍ର ସରକାର, ସାଧାରଣ ପରିବହନ ଯାନ ଏବଂ ସାମଗ୍ରୀ ଯାନ ପାଇଁ, ଯାନ ଅବସ୍ଥାନ ଟ୍ରାକିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି | ସଡକ...

Mumbai Bhawan Gets Expansion

Mumbai:  Odisha Bhavan in Mumbai gets an expansion nod with the corner stone is laid by Chief Minister Naveen Patnaik Odisha Bhawan, Mumbai is based at Vashi is providing  affordable accommodation in metro cities like Mumbai to government officials and the public coming to Mumbai for various purposes. This building has 28 AC rooms and 4 AC dormitories. Out of these...

ଧାମନଗର ନିର୍ବାଚନରେ କେତେବେଳେ କିଏ

0

ଭୁବନେଶ୍ୱର : ଧାମନଗର ବିଧାନସଭା ଆସନ ସୃଷ୍ଟି ହେବା ପରଠାରୁ ଏଯାବତ ଏଠାରେ ୧୭ଥର ନିର୍ବାଚନ ହୋଇସାରିଛି ଏବଂ ଏଠାରୁ ଏହି ନିର୍ବାଚନଗୁଡିକରେ ବିଭିନ୍ନ ସମୟରେ ୧୦ଜଣ ଜନପ୍ରିୟ ନେତା ନିର୍ବାଚିତ ହେବା ସହ ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ନେତାମାନଙ୍କ ମଧ୍ୟରୁ ଅନ୍ୟୂନ ୩ ଜଣ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ୱାଧୀନତା ପ୍ରାପ୍ତି ପରେ ୧୯୫୧-୫୨ର ନିର୍ବାଚନ ପୂର୍ବରୁ ଗଠିତ ହୋଇଥିଲା । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ...

ନିଜସ୍ୱ ଇଭିଏମ୍‍ କିଣିବେ ନିର୍ବାଚନ କମିଶନ

0

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନ ଏଣିକି କେନ୍ଦ୍ର ନିର୍ବାଚନ କମିଶନଙ୍କ ଭୋଟିଂ ମେସିନ ବଦଳରେ ନିଜସ୍ୱ ଇଲେଟ୍ରୋନିକ ଭୋଟିଂ ମେସିନ୍‍ (ଇଭିଏମ୍‍)ରେ ଭୋଟ କରାଇବେ । ନିକଟରେ ଅନୁଷ୍ଠିତ ସର୍ବଭାରତୀୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀରେ ଭୋଟିଂ ମେସିନ ପ୍ରସ୍ତୁତ କରୁଥିବା ରାଷ୍ଟ୍ରାୟତ ସଂସ୍ଥାରୁ ଅତ୍ୟାଧୁନିକ ଏମ୍‍୩ ଇଭିଏମ୍‍ ଖରିଦ ପାଇଁ ସ୍ଥିର ହୋଇଛି । ଫଳରେ ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନରେ ନିଜସ୍ୱ ଇଭିଏମ୍‍ ବ୍ୟବହାର ଲାଗି ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ଓଡିଶା ରାଜ୍ୟ ନିର୍ବାଚନ କମିଶନର...

ଚଳିତ ବର୍ଷ  ତିନି ଦିନ ପିକକ୍‍ ଶିଶୁମେଳା

0

ଭୁବନେଶ୍ୱର : ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ୱାରା ଚଳିତ ବର୍ଷର  ୩୩  ତମ ଶିଶୁ ମେଳା  ନଭେମ୍ବର ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ସନ୍ଧ୍ୟା ରେ ଭୁବନେଶ୍ବର ଏକାମ୍ର ହାଟ ର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଶିଶୁ ମେଳା ପୂର୍ବରୁ ଓ ଶିଶୁ ମେଳା ର ବିଭିନ୍ନ ସନ୍ଧ୍ୟା ରେ ଅନୁଷ୍ଠିତ ହେବ I କେବଳ ବକ୍ତୃତା ପ୍ରତିଯୋଗୀତା କୁ ଡିଜିଟାଲ ମଂଚରେ...