Mantra For Innovation
Bhubaneswar: Stressing on application of Innovation and Technology for gender equality, Chief Minister Naveen Patnaik on Friday said it will not only remove gender inequality but also bring a transformation in society. The Chief Minister has said this while inaugurating a week-long programme organised by the Women and Child Development department on the occasion of the International Women Day. He...
BJD Hit Streets On LPG
Bhubaneswar: As the election is nearing, the Governing BJD has become aggressive against the BJP-led Central Government. The BJD has been attacking the Government of India alleging Central negligence over reduction of funds for paddy procurement, non-release of food subsidy, non-sanction of PMAY houses and many farmers’ issues. Today, the ruling party hit the streets over LPG price hike of...
କୋଭିଡ ଭଳି ଆହ୍ୱାନ ପାଇଁ ପ୍ରସ୍ତୁତ ରହିବା ଉଚିତ୍
ଭୁବନେଶ୍ୱର : କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି । କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ମଧ୍ୟ ଆସିପାରେ । କିନ୍ତୁ ଏଭଳି ଆହ୍ୱାନର ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି କହିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କମ୍ୟୁନିଟି...
5T Boost For PRM MCH
Baripada: Secretary to CM V K Pandian today visited Pandit Ragunath Murmu Medical College and Hospital. Secretary Health & Family Welfare, Shalini Pandit briefed Shri Pandian about the development and issues of PRM Medical College and Hospital. Shri Pandian, who is on two days long visit to Mayrubhanj District went around the Medical College & Hospital to have interaction with...
GOA Favors IREDA Pact
Panaji: Dr.Pramod Sawant, Chief Minister of Goa has advised the Departments and Agencies of the State Government to sign an Memorandum Of Understanding (MoU) with the Indian Renewable Energy Development Agency Limited (IREDA) for faster development of Renewable Energy in Goa. Dr.Sawant was addressing the "CII Goa Conference on Clean Renewable Energy" in Panaji today. Addressing the conference, CM Dr.Sawant appreciated...
Devkund Tourism On Cards
Baripada: One of the beautiful, serene and religious centers, Devkund in Mayurbhanj will be developed as a Major Tourist Center, thanks to the initiative of V K Pandian, Secretary to CM. Devkund is famous for Reigning Deity of Mayurbhanj, Maa Ambika and its water fall that falls from the top of the hill. Devkund means the bathtub of Gods and Goddesses....
ବାହାର ବ୍ୟବସାୟୀଙ୍କ ହାତରେ କୁକୁଡା ଚାଷ
ଭୁବନେଶ୍ୱର : ଓଡିଶାର କୁକୁଡା ଚାଷ ଏବେ ରାଜ୍ୟ ବାହାରର ବ୍ୟବସାୟୀଙ୍କ ହାତରେ । ରାଜ୍ୟରେ ବ୍ରଏଲର କୁକୁଡା ଚାଷ କ୍ଷେତ୍ରରେ ଏବେ ପ୍ରାୟ ୩୭ଟି ସଂସ୍ଥା ପୁଞ୍ଜି ଖଟାଉଛନ୍ତି । ଗାଁ ଗହଳରେ ଛୋଟ ଠାରୁ ବଡ କୁକୁଡାଚାଷୀଙ୍କ ପର୍ଯ୍ୟନ୍ତ ଏବେ ରାଜ୍ୟ ବାହାରର ବ୍ୟବସାୟୀଙ୍କ କବଳରେ । ଏହି କମ୍ପାନୀମାନେ ସାଧାରତଃ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସି ଓଡିଶାରେ ସେମାନଙ୍କର ବ୍ୟବସାୟ ଚଳାଇଛନ୍ତି । ଏମାନେ ଗାଁକୁ ଗାଁ ବୁଲି କୁକୁଡାଚାଷୀମାନଙ୍କ ଫାର୍ମଗୁଡିକୁ ଏକ ପ୍ରକାର ଭଡାରେ ନେଇ...
ଚାଷ ହେଉଥିବା ଜମି ପରିମାଣ କମୁଛି
ଭୁବନେଶ୍ୱର : ରାଜ୍ୟରେ ଚାଷ ହେଉଥିବା ଜମିର ପରିମାଣ କମିବାରେ ଲାଗିଛି । ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ଜମିର ପରିମାଣ ୪.୪୮ ଲକ୍ଷ ହେକ୍ଟର ହ୍ରାସ ପାଇଥିବା ଜଣାଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୧୧ ବର୍ଷରେ ରାଜ୍ୟରେ ୫୯.୪୬ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ କିସମର ଚାଷ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୫୪.୯୮ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି । ସେହିଭଳି ପଡିଆ ପଡୁଥିବା ଜମି ପରିମାଣ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଛି...
ଜିଏସ୍ଟି ସଂଗ୍ରହରେ ୪୦% ଅଭିବୃଦ୍ଧି
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସରେ ରାଜ୍ୟ ଜିଏସ୍ଟି ଓ ସମନ୍ୱିତ ଜିଏସ୍ଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସ୍ଟି ରାଜସ୍ୱରେ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଗତବର୍ଷ ଫେବୃଆରୀ ମାସର ୧୨୨୩.୨୨ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ଫେବୃଆରୀ ମାସରେ ଏ ବାବଦରେ ୧୭୧୨.୪୮ କୋଟି ଟଙ୍କା ସଂଗୃହିତ ହୋଇଛି । ଏଥି ମଧ୍ୟରୁ ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟ ଜିଏସ୍ଟି ବାବଦକୁ ୧୨୦୫.୮୯ କୋଟି ଟଙ୍କା ସଂଗୃହିତ ହୋଇଛି । ସେହିପରି ଚଳିତ ଆର୍ଥିକ...
40% Growth In GST
Bhubaneswar: The State has recorded a growth of 40 per cent in GST collection during the month of February 2023 of the current financial year against the collection of February 2022. The State has collected Rs. 1712.48 crore GST in last month against the collection of Rs.1223.22 crore during February 2022, according to a statement of the Commissionerate of...









