More Manganese Exploration
Bhubaneswar: Geological Survey of India (GSI) is taking up exploration of Manganese Ore in several districts of Odisha including Balangir, Sundargarh, Keonjhar districts in a big way, official sources said. It is taking up exploration in Dandapani, Uchhabapalli-Thakurpalli Mineral Blocks in Balangir, and mineral blocks of Dengula in Sundergarh and Kendudihi-Parulipada mineral blocks in Keonjhar district for Manganese. These exploration activities...
ସମୁଦ୍ରମନ୍ଥନ ଉଦ୍ଘାଟିତ
ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍ଘାଟିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ । ମଙ୍ଗଳବାର କାର୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍ଘାଟିତ ହୋଇଥିବା...
Plea For More Rake Points
Bhubaneswar: Stakeholders in the State are facing trouble as the long standing demand for modernization of existing rake points and notification of new rake points at various places have not been fulfilled so far. Time and again the State Government has been raising this issue with the authorities, but the situation is not improving according to demand, feel stakeholders and...
ରାସ୍ତାକଡରେ ପଶୁ ବଧ
ଭୁବନେଶ୍ୱର : ଚଳିତ ବର୍ଷର ଛାଡଖାଇ ଦିନ ରାଜଧାନୀର ରାସ୍ତାକଡରେ ଶହ ଶହ ପଶୁବଧ ଦୃଶ୍ୟ ଦେଖିବାକୁ ମିଳିବ । ଗୋଟିଏ ପଟେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର କଂସେଇଖାନା ଅକାମୀ ଅବସ୍ଥାରେ ଥିବା ଓ ଅନ୍ୟପଟେ ରାସ୍ତାକଡରେ ପଶୁବଧ କଟକଣାକୁ କେହି ମାନୁନଥିବାରୁ ଏଭଳି ଅବସ୍ଥା ଉପୁଜିବାକୁ ଯାଉଛି । ଏବର୍ଷ ଛାଡଖାଇ ପାଇଁ ଶହ ଶହ ସଂଖ୍ୟାରେ ଛେଳି ରାଜ୍ୟ ଭିତରୁ ଓ ବାହାରୁ ଆସି ରାଜଧାନୀରେ ପହଞ୍ଚିବାରେ ଲାଗିଛନ୍ତି । ବୁଧବାର ଦିନ ଛାଡଖାଇ ପଡୁଥିବାରୁ ଭଲ କାରବାର ଆଶାରେ...
ପିଆଜ ଦର ହୁ ହୁ ହୋଇ ବଢୁଛି
ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପନ୍ଦର ଦିନ ମଧ୍ୟରେ ଏହା କିଲୋପ୍ରତି ୧୦ ଟଙ୍କା ବଢିଥିବାବେଳେ ଆଗାମୀ ଦିନରେ ଏହି ଦର ଆହୁରି ବଢିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି । ରାଜ୍ୟରେ ଏବେ ପିଆଜ ଦର କିଲୋ ପ୍ରତି ୪୦ ଟଙ୍କାରେ ପହଞ୍ଚିଛି । ପିଆଜ ଆମଦାନୀ ହ୍ରାସ ପାଇଥିବାରୁ ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି । ଉଲ୍ଲେଖନୀୟ ଯେ ଯଦିଓ ରାଜ୍ୟରେ ଚାହିଦା ଅନୁଯାୟୀ...
Sujeet Kumar; Chairman Petitions Committee
New Delhi: Learned Lawmaker, Sujeet Kumar has been appointed as the Chairman of the Committee of Petitions of Rajya Sabha. A Member of Upper House of Parliament, Shri Kumar is a learned scholar from Harvard University USA and Oxford University UK is appointed by the Chairman Rajya Sabha, said an official notification. Rajya Sabha Secretariat has issued the notification on 7...
Parties Gear Up For Padmapur
Bargarh: After completion of the Dhamnagar by-poll, all three major political parties in the State, BJD, BJP and Congress have geared up for the by-election to Padmapur Assembly seat in Bargarh district. After losing the Dhamnagar seat, the Governing BJD is in no mood to lose the Padmapur seat. The party is all set to utilise its full force to...
Suraj Plea For D’Nagar
Bhadrak: Just a day after winning the Dhamnagar by-poll, BJP MLA Suraj Suryabanshi on Monday requested Chief Minister Naveen Patnaik to shoulder the responsibility of Dhamnagar constituency as promised during the election campaign. “During election campaigning, the Chief Minister had promised that he was going to take the responsibility of the Dhamnagar area. Even though the BJD candidate has been...
ତଣ୍ଡ ଗଣିବେ ବିଜୁଳି ଗ୍ରାହକ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ ଗତ ଅକ୍ଟୋବର ମାସ ୧୩ ତାରିଖ ବିଭିନ୍ନ ସମ୍ବାଦପତ୍ରରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ଉପରେ ବିଭିନ୍ନ ଦଳ, ଗଣସଂଗଠନ, ଶିଳ୍ପାନୁଷ୍ଠାନ ଓ ସାଧାରଣ ଲୋକଙ୍କଠାରୁ ଆଗାମୀ ନଭେମ୍ବର ୧୪ ତାରିଖ ସୁଦ୍ଧା ପ୍ରସ୍ତାବ ମଗାଯାଇଛି । ଏହି ପ୍ରସ୍ତାବ ପାଇଲା ପରେ ଆଗାମୀ ୫ ବର୍ଷ ପାଇଁ ଓଇଆରସି ପକ୍ଷରୁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଉପରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଏହି ପ୍ରସ୍ତାବ ଉପରେ ସମାଜବାଦୀ ପାର୍ଟି...
କଳାଭୂମିରେ ବୁଣାକାରଙ୍କ ନିଃଶୁଳ୍କ ପ୍ରବେଶ
ଭୁବନେଶ୍ୱର : ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟକୁ ସାଇତି ରଖିବା ତଥା ଏହାର ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଓଡିଶା ସରକାର ଭୁବନେଶ୍ୱରର ଶିଳ୍ପୀ ବିହାର, ପୋଖରୀପୁଟଠାରେ ‘ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୂମି’ ସ୍ଥାପନ କରିଛନ୍ତି । ଓଡିଶା ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟ ସବୁକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏବଂ ଏହି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ତତ୍ସମ୍ବନ୍ଧୀୟ ଗବେଷଣାଲବ୍ଧ ଜ୍ଞାନକୁ ଲିପିବଦ୍ଧ କରି ଦେଶ ଓ ବିଦେଶର ପରିଦର୍ଶକମାନଙ୍କୁ ନିଜ କଳାକୃତି ପ୍ରତି ଆକୃଷ୍ଟ କରିବା ଏହାର ମୂଳ...










