ନାଗରିକ କୈନ୍ଦ୍ରିକ ସେବା  ପ୍ରଦାନ  ପାଇଁ ପରାମର୍ଶ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ଗୋପବନ୍ଧୁ ଏକାଡେମୀ ପ୍ରଶାସନିକ ଏକାଡେମୀଠାରେ ନିଯୁକ୍ତି ପ୍ରଶିକ୍ଷଣ ନେଉଥିବା ଓଡିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ସମ୍ବୋଧିତ କରି '୫ଟି' ମଡେଲକୁ କଡ଼ାକଡ଼ି ପାଳନ କରି ନାଗରିକ କୈନ୍ଦ୍ରିକ  ଶାସନକୁ  ସୁନିଶ୍ଚିତ କରିବା ପାଇଁ  ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସମ୍ପର୍କରେ କହିଥିଲେ । ନାଗରିକ କୈନ୍ଦ୍ରିକ  ଶାସନ ପ୍ରଦାନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ଶ୍ରୀ ଜେନା ଓଏଏସ୍ ପ୍ରୋବେସନରମାନଙ୍କୁ ପରାମର୍ଶ ଦେଇଥିଲେ । କ୍ଷେତ୍ର ଅଧିକାରୀମାନେ ବ୍ୟାପକ ଗସ୍ତ...

5T Mantra For Young OAS

Bhubaneswar: Pradeep Kumar Jena, Chief Secretary has emphasized on the State Government’s continuous efforts in ensuring good governance through effective human resource management. Addressing the OAS Probationers currently  undergoing induction training in the Gopabandhu Academy of Administration here on 29 April, Chief Secretary Shri Jena reiterated the Government's priority to ensure a citizen centric governance through strict adherence to ‘5T’...

9500 CR Crop Loan Target

Bhubaneswar: Odisha Government in Department of Co-operation has set an ambitious target to disburse crop loans of Rs 9500 crore during Kharif-2023. Principal Secretary, Co-operation, Sanjeev Kumar Chadha has written to all District Collectors to take expeditious steps to ensure implementation of the Program for Kharif-2023 and financing crop loans in right perspective in the interest of the farming community. Agriculture...

ପୌରାଞ୍ଚଳରେ ଶୌଚାଳୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର : ସ୍ୱଚ୍ଛ ଭାରତ ମିଶନର (ସହରୀ)ର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ଧାର୍ଯ୍ୟଲକ୍ଷ ପୂରଣ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ତଥା ସ୍ୱଚ୍ଛ ଭାରତ ମିଶନର ନୋଡାଲ ଅଫିସର ସମସ୍ତ ପୌରସଂସ୍ଥାକୁ ପତ୍ରଲେଖି ଅବଗତ କରିଛନ୍ତି । ପୌରସଂସ୍ଥାଗୁଡିକ ବ୍ୟକ୍ତିଗତ ଶୌଚାଳୟ, ଗୋଷ୍ଠି ଶୌଚାଳୟ, ସର୍ବସାଧାରଣ ଶୌଚାଳୟ ଏବଂ ପରିସ୍ରାଗାରମାନ ନିର୍ମାଣ କରିବେ । ଏଥିପାଇଁ ପୌରସଂସ୍ଥାଗୁଡିକ ସେମାନଙ୍କର ଆବଶ୍ୟକତା...

ପରୀକ୍ଷା ହେଉନି ପାନୀୟଜଳ

0

ଭୁବନେଶ୍ୱର : ରାଜଧାନୀରେ ପାନୀୟଜଳ ସଂଯୋଗ ହୋଇଥିବା ସବୁ ହିତାଧିକାରୀଙ୍କ ଘରେ ପାଣି ମିଟର ବସିଥିବା ନେଇ ୱାଟ୍‍କୋ ଦାବି କରୁଥିବାବେଳେ ଏଥିରୁ ଅନେକ କାମରେ ଆସୁନି । ବିଶେଷକରି ସରକାରୀ କ୍ୱାଟର୍ସରେ ଲାଗିଥିବା ପାଣି ମିଟରର ରିଡିଂ ନିଆଯାଉ ନାହିଁ କି ସେହି ଅନୁଯାୟୀ ଅର୍ଥ ଆଦାୟ ହେଉନାହିଁ । ସେହିଭଳି ନିୟମିତ ପାଣି ପରୀକ୍ଷା ବି ହେଉନାହିଁ । ରାଜଧାନୀର ପ୍ରାୟ ସମସ୍ତ ହିତାଧିକାରୀଙ୍କ ଘରେ ପାଣିମିଟର ଲାଗିଛି । ବ୍ୟବସ୍ଥା ଅନୁଯାୟୀ ମିଟର ରିଡିଂ ଅନୁଯାୟୀ ଲୋକଙ୍କ ଠାରୁ ବିଲ୍‍...

ପ୍ରାଣୀ ଚିକିତ୍ସକଙ୍କ ଧର୍ମଘଟ ବେଆଇନ ଘୋଷଣା

0

 ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଦାବି ପୂରଣ ନେଇ ଧର୍ମଘଟ, କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ସାମୂହିକ ଛୁଟିରେ ଯିବା ଆଦି ସଂପର୍କରେ ବିଭାଗକୁ ଆସିଥିବା ଅଭିଯୋଗପତ୍ର ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏପରି ଧର୍ମଘଟ ବେଆଇନ ଓ ଏହା ଓଡ଼ିଶା ସଂଶୋଧିତ ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ଆଇନ ୨୦୨୦ର ଉଲ୍ଲଂଘନ କରୁଛି ବୋଲି କୁହାଯାଇଛି ।   ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସାସେବାକୁ ଅତ୍ୟାବଶ୍ୟକ...

ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ହେଉ

0

ଭୁବନେଶ୍ୱର : ମୌଳିକ କଥାବସ୍ତୁ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଗଲେ ତାହାର ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହେବା ସଙ୍ଗେସଙ୍ଗେ ଦର୍ଶକମାନଙ୍କ ଦ୍ୱାରା ତାହା ବିଶେଷ ଭାବରେ ଆଦୃତ ହୋଇପାରିବ । ଏ ଦିଗରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଆଗଭର ହେବାକୁ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସୀତା ବିବାହ ଦିବସ’ ସମାରୋହରେ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ୧୯୩୬ ଏପ୍ରିଲ୍ ୨୮ ତାରିଖରେ...

Incentive For DNB Specialists

0

Bhubaneswar: In another steps towards qualitative health care, State Government has allowed financial incentives for attracting the doctors having Diplomate of National Board (DNB) specialist and super specialist titles. Secretary Health and Family Welfare Shalini Pandit issued orders to this effect on 28 April. The notification mentioned that the medical officers (MOs) serving in Odisha with qualification of DNB board specialty...

Basunga Patta For Trinity

0

Bhubaneswar: The Odisha Cooperative Tassar & Silk Federation Ltd. (SERIFED), under the aegis of Handlooms, Textiles & Handicrafts Department, on Friday dispatched 300 kg Basunga Patta to Shree Jagannath Temple, Puri. Agriculture & Farmers’ Empowerment Minister Ranendra Pratap Swain, SERIFED President Bhagirathi Nanda and Principal Secretary, Handlooms, Textiles & Handicrafts, Arbinda Kumar Padhee flagged off the dispatch of Basunga Patta...

ଶ୍ରୀମନ୍ଦିରକୁ ବାସୁଙ୍ଗାପାଟ ଯୋଗାଣ

0

ଭୁବନେଶ୍ୱର : ଆଜି ସ୍ଥାନୀୟ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ୍‌ ଆନୁକୂଲ୍ୟରେ ସେରିଫେଡ୍‌ର କାର୍ଯ୍ୟାଳୟ ପରିସରରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେରିଫେଡ୍‌ର ସଭାପତି ଭାଗୀରଥି ନନ୍ଦ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ...