କେନ୍ଦ୍ରୀୟ ପୁଲିସ ବଳଙ୍କୁ ଦିଆଯିବ ମିଲେଟ୍ସ ପ୍ରସ୍ତୁତ ଖାଦ୍ୟ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ର ସ୍ୱରାଷ୍ଟ୍ର  ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦% ମିଲେଟ୍ସ  ଉପଯୋଗ କରିବା ଲାଗି...

ଅଗ୍ରିଆ ସମାଜକୁ  ଅଧ ଏକର ଜମି

ଭୁବନେଶ୍ୱର : ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ  ଗୋଷ୍ଠୀ । କୃଷି ଉପରେ  ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ...

JSG BJP Chief Joins BJD

Bhubaneswar: Ahead of crucial by-poll to Jharsuguda Assembly Constituency, BJP’s Jharsuguda District President Mangal Sahoo quit his party and joined the Governing Biju Janata Dal (BJD). Shri Sahoo joined the BJD here in the presence of senior party leader and Rajya Sabha MP Manas Mangaraj at Sankha Bhavan on Wednesday. Later, Shri Sahoo met BJD President and Chief Minister Naveen...

IMD Alert On Cyclone

New Delhi: The India Meteorological Department (IMD) on Wednesday said that there is a possibility of the formation of a cyclone over the Bay of Bengal (BoB). A low pressure area is likely to take shape over southeast Bay of Bengal on May 7, which may intensify into a cyclonic storm on May 9 over southeast Bay of Bengal, IMD...

Prez To Visit Home Dist

Bhubaneswar: President Droupadi Murmu is scheduled to arrive here in Odisha on 4 May in a three-day official visit to her home district Mayurbhanj. During her stay in Mayurbhanj, she will attend a host of programmes including convocation of Maharaja Sriram Chandra Bhanja Deo University, Baripada and visit to Similipal Tiger Reserve (STR).  As per schedule, after arriving at Kalaikunda Airport...

କୋଟିଆ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ସରକାର

ଭୁବନେଶ୍ୱର : କୋଟିଆ ପ୍ରସଙ୍ଗରେ ଓଡିଶା ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ । ଆନ୍ଧ୍ର ସରକାର ବାରମ୍ବାର କୋଟିଆ ସମେତ ବିଭିନ୍ନ ସ୍ଥାନରେ ଓଡିଶା ସୀମାରେ ଅନଧିକାର ପ୍ରବେଶ କରୁଥିବାବେଳେ ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍‍ ବୋଲି କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶାର କୋଟିଆ ସୀମା ବିବାଦ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।...

Millet In Central Forces Meal

New Delhi: Ministry of Home Affairs has taken a momentous decision to introduce Millets (Shree Anna) in the meals of personnel of Central Armed Police Forces (CAPFs) and National Disaster Response Force (NDRF). The decision to introduce 30% Millets in the meals has been taken on the clarion call of the Union Home Minister and Minister of Cooperation, Amit...

CM Hikes EX-Gratia

Bhubaneswar: The State Government on Wednesday enhanced the compensation amount for the loss of life, property, crop and domestic animals in wild animal attacks. Chief Minister Naveen Patnaik has approved a proposal in this regard. Every year, a lot of people lost their lives in man-animal conflict. Villagers staying close to forest areas face the additional challenge of damage to crops,...

CUTM On PM Vision Mode

Bhubaneswar: Centurion University of Technology and Management (CUTM) is working towards the realization of Prime Minister Narendra Modi’s vision to produce skilled youths with proper education as well. This observation was made by Atul Kumar Tiwari, Secretary, Ministry of Skill Development and Entrepreneurship during his recent visit to the CUTM. The Prime Minister has said that India, to become a major...

ଶଙ୍ଖ ଧରିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ଆଜି ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିଛି।  ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ ଉତ୍ତରୀୟ ପିନ୍ଧାଇ ତାଙ୍କୁ ସ୍ଵାଗତ କରିଥିଲେ...